ଚାଇନା ମୁକାବିଲା ପାଇଁ ଜାପାନର ୧,୦୦୦ ମିଶାଇଲ
ଟୋକିଓ, ୨୨ା୮: ଆମେରିକା ହାଉସ୍ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ପକ୍ଷରୁ କରାଯାଇଥିବା ସମରାଭ୍ୟାସବେଳେ ଜାପାନର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜେଡ୍)ରେ ୫ଟି ଦୂରଗାମୀ କ୍ଷେପଣାସ୍ତ୍ର ପଡ଼ିଥିଲା। ଏହାକୁ ନେଇ କ୍ଷୁବ୍ଧ ଜାପାନ…
ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ଅତିରିକ୍ତ ସିଟ୍
ନୂଆଦିଲ୍ଲୀ, ୨୨ା୮: ଭାରତରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ଏଣିକି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ବିଦେଶୀ ଛାତ୍ରୀଛାତ୍ରଙ୍କ ନିମନ୍ତେ…
୩ ଦିନରେ ୫୦ ମୃତ
ନୂଆଦିଲ୍ଲୀ,୨୨ା୮ : ବାଦଲ ଫଟା ଓ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଦେଶର ବିଭିନ୍ନ ଭାଗରେ ବନ୍ୟା ବିତ୍ପାତ ଲାଗିରହିଛି। ନଦୀଗୁଡ଼ିକ ଫୁଲିଉଠିଥିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଭୂସ୍ଖଳନ ସହ ବ୍ରିଜ୍ ଭାଙ୍ଗିବା…
ଏମକ୍ୟୁ-୯ବି ଡ୍ରୋନ ସାହାଯ୍ୟରେ ଚାଇନା-ହିନ୍ଦ ମହାସାଗର ଉପରେ ନଜର ରଖିବ ଭାରତ
ନୂଆଦିଲ୍ଲୀ,୨୨ ।୮: ଚାଇନାକୁ ଲାଗି ରହିଥିବା ଏଲଏସି ସହ ହିନ୍ଦ ମହାସାଗର ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବାକୁ ୩ ଅରବ ଡଲାରରୁ ଅଧିକ ପରିମାଣରେ ୩୦ ଏମକ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ କ୍ରୟକୁ ନେଇ ଭାରତ ଆମେରିକା ସହ ହେଉଥିବା କଥାବାର୍ତ୍ତା…
ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼
ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ…
୫୦୦ ଫୁଟ ତଳକୁ ଖସିଲା ଟ୍ରକ୍: ୯ ପାକିିସ୍ତାନୀ ସୈନ୍ୟ ମୃତ, ୪ ଗୁରୁତର
ଇସଲାମାବାଦ,୨୧ା୮: ରବିବାର ପାକ୍ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଟ୍ରକ୍ଟି ୫୦୦ ଶହ ଫୁଟ ଗଭୀରକୁ ଖସି ପଡ଼ିଥିଲା। ଫଳରେ ୯ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ସେନା କହିଛି,…
ମହାକାଳପଡ଼ା ଡଙ୍ଗା ଭାସିଯିବା ଘଟଣା: ଉଦ୍ଧାରକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ମହାକାଳପଡ଼ା,୨୧ା୮(ବ୍ୟୁରୋ/ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର, ମହାକାଳପଡ଼ା…
ନେତାଜୀଙ୍କ ସମ୍ପର୍କରେ ପ୍ରଚାରିତ ହୋଇଛି ମିଥ୍ୟା କାହାଣୀ…
ନୂଆଦିଲ୍ଲୀ, ୨୧।୮ : ନେତାଜୀ ସୁଭାଷ ବୋଷଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗାତା ବୋଷ ଅଭିଯୋଗ କରିଛନ୍ତି ଯେ ନେତାଜୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ସୁଯୋଗବାଦୀମାନେ ତାଙ୍କର ନିଖୋଜ ଏବଂ ୧୯୪୫ ପରେ ତାଙ୍କ ଅସ୍ତିତ୍ୱ ବିଷୟରେ ମିଥ୍ୟା କାହାଣୀ…
ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…
ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଜନ୍ତର ମନ୍ତରରେ ଚାଷୀଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ କରୁଥିବା…
ଗାଜିପୁର ବର୍ଡରରେ ରାକେଶ ଟିକାଏତ ଗିରଫ, ବିକେୟୁ ସଦସ୍ୟଙ୍କୁ ସତର୍କ ରହିବାକୁ ସୂଚନା…
ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିଅନ(ବିକେୟୁ)ର ଜାତୀୟ ମୁଖପାତ୍ର ଚୌଧୁରୀ ରାକେଶ ଟିକାଏତଙ୍କୁ ଗିରଫ କରାଯାଇଛି। ତାଙ୍କ ଗିରଫ ହେବା ପରେ ସମସ୍ତ ବିକେୟୁ ସଦସ୍ୟଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ସୂଚନା…
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା, ଆନନ୍ଦ ଶର୍ମା ଦେଲେ ଇସ୍ତଫା…
ନୂଆଦିଲ୍ଲୀ, ୨୧।୮ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍କା ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ରବିବାର ଦିନ ଦଳର ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ…
ଗହମ ଆମଦାନୀର ଆବଶ୍ୟକତା ନାହିଁ, ଭାରତ ପାଖରେ ରହିଛି ପର୍ଯ୍ୟାପ୍ତ ଷ୍ଟକ୍…
ନୂଆଦିଲ୍ଲୀ, ୨୧।୮ : ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି, ଭାରତ ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଆମର ଘରୋଇ ଆବଶ୍ୟକତା ପୂରଣ କରିବା…
Archives


