Home Middle

ବିନା ଲଢ଼େଇରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଚାଇନାକୁ ଭାରତ ସରକାର ଜମି ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, ଏପ୍ରିଲ ୨୦୨୦ର ସ୍ଥିତି ପୁନଃସ୍ଥାପିତ…

ଗୋଆ କଂଗ୍ରେସକୁ ଝଟ୍‌କା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ବିଧାୟକ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା, ସାଓ୍ବନ୍ତଙ୍କୁ ଭେଟିଲେ…

ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିବାକୁ ଯାଉଛି। ସୂଚନାନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି ବୋଲି…

ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ବିଶେଷ ସମ୍ମାନ ଆଣିଛି ଏବଂ ଏହାର ସରଳତା ତଥା ସମ୍ବେଦନଶୀଳତା…

୨୦୦ କୋଟି ଟଙ୍କାର ଡ୍ରଗ୍ସ୍‌ ସହିତ ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା…

ଅହମଦାବାଦ, ୧୪।୯ : ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଏବଂ ଗୁଜରାଟ ଏଟିଏସ ଭାରତୀୟ ଜଳ ଭିତରକୁ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଧରିଛନ୍ତି। ଡଙ୍ଗାରୁ ୪୦ କିଲୋଗ୍ରାମ୍‌ ଡ୍ରଗ୍ସ୍‌ ଜବତ କରାଯାଇଛି। ଜବତ ହୋଇଥିବା ଡ୍ରଗ୍ସ୍‌ର ଆନୁମାନିକ ମୂଲ୍ୟ ୨୦୦…

ମାସୁଦ ଆଝାରଙ୍କୁ ଗିରଫ କର, ତାଲିବାନକୁ ଚିଠି ଲେଖିଲା ପାକିସ୍ତାନ…

ଇସଲାମାବାଦ, ୧୪।୯ : ଆତଙ୍କବାଦୀ ନେତା ମୌଲାନା ମାସୁଦ ଆଝାରଙ୍କୁ ଗିରଫ କରିବାକୁ ଦାବି କରି ପଡୋଶୀ ଆଫଗାନିସ୍ତାନରେ ଶାସକ ତାଲିବାନ ସରକାରଙ୍କୁ ପାକିସ୍ତାନ ସରକାର ଏକ ଚିଠି ଲେଖିଛନ୍ତି। ଆଝାର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସଦସ୍ୟ ଏବଂ ମିଳିତ…

ଆଜାଦଙ୍କ ମନ୍ତବ୍ୟ ନେଇ କଂଗ୍ରେସ କହିଲା ପାଗ ବଦଳି ଯାଇଛି…

ନୂଆଦିଲ୍ଲୀ, ୧୪।୯ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହେବା ପରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ଦଳ ଘୋଷଣା କରିବାକୁ ଯାଉଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ ଏବଂ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୬ ହଜାର ତଳେ ରହିଛି। କେରଳରେ ସତର୍କ…

ନିର୍ବାଚନ ଲଢ଼ିବା ମୌଳିକ ଅଧିକାର ନୁହେଁ, ଏହା ଆଇନ ଦ୍ୱାରା ପ୍ରଦତ୍ତ, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ,ଏକ ଲକ୍ଷ ଜରିମାନା ଦଣ୍ଡାଦେଶ……

ନୂଆଦିଲ୍ଲୀ, ୧୩।୯ : ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନ ଲଢ଼ିବା ମୌଳିକ ଅଧିକାର ନୁହେଁ ଅବା ଏହା କୌଣସି ସାଧାରଣ ଆଇନ ମଧ୍ୟ ନୁହେଁ।…

ପଶ୍ଚିମବଙ୍ଗ ରାଜରାସ୍ତାରେ ସଂଗ୍ରାମ, ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି…

କୋଲକାତା, ୧୩।୯ : ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜିତିପାରିନଥିଲେ ମଧ୍ୟ ଏହା ୭୭ଟି ସିଟ ହାସଲ କରି ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲା। କିନ୍ତୁ ଆଶା କରାଯାଉଥିବା ପ୍ରଦର୍ଶନ ଅଭାବରୁ ଲୋକସଭା ନିର୍ବାଚନରେ ଏହାର ଆଶା…

ଜାନୁୟାରୀ ୨୬ ପରେଡରେ ସ୍ବାଧୀନତାର ୭୫ ବର୍ଷ-ନାରୀଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୬ ପରେଡରେ କେନ୍ଦ୍ର ସରକାର ତିନୋଟି ସ୍ବତନ୍ତ୍ର ଥିମ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦେଇଛନ୍ତି। ପରେଡରେ ସ୍ବାଧୀନତାର ୭୫ ବର୍ଷ, ନାରୀଶକ୍ତି ଏବଂ ଅନ୍ତର୍ଜାତୀୟ ଜୋୱାର୍‌ ବାଜରା ବର୍ଷ…

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ପାଇଁ ଅଣ୍ଟା ଭିଡ଼ିଲା ଭାଜପା…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ହୋଇଛି। ମଙ୍ଗଳବାର ଅନୁଷ୍ଠିତ ବିଜେପିର ବରିଷ୍ଠ ନେତାଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା…

ରାଜନୈତିକ ସ୍ବାର୍ଥ ପାଇଁ ଭାରତ ଯୋଡ ଯାତ୍ରାରେ ଛୋଟପିଲା ସାମିଲ, ଏନସିପିସିଆର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ, ୧୩।୯ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ପିଲାମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri