ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍ କରିବ ଇୟୁ
ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍ ୟୁନିୟନ୍(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ, ଯୁଦ୍ଧ ପ୍ରଭାବ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁ ବିଶ୍ୱରେ ବଢ଼ୁଥିବା ଆଧୁନିକ ଦାସତ୍ୱ ବା…
ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ
ଓ୍ବାଶିଂଟନ୍, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍ବ୍ଲୋଓର ପିଟର ମଜ୍ ଜାଟ୍କୋ ଆମେରିକା ସିନେଟ୍ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ…
ଲମ୍ପି ବ୍ୟାପୁଛି: ମଲେଣି ୭୫ ହଜାର ଗୋରୁ
ନୂଆଦିଲ୍ଲୀ,୧୫।୯ : କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଅଭିଶାପ ପାଲଟିଥିବାବେଳେ ଗୋରୁଙ୍କ ଭଳି ଗୃହପାଳିତ ପ୍ରାଣୀଙ୍କ ଲାଗି ଘାତକ ସାଜିଛି ଲମ୍ପି ଭାଇରସ୍। ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରଥମେ ଚିହ୍ନଟ ହୋଇଥିବା ଲମ୍ପି ଭାଇରସ୍ ପରବର୍ତ୍ତୀ ସମୟରେ ଦେଶର…
ଆମେରିକାରେ କମୁଛି ମଙ୍କିପକ୍ସ ମାମଲା
ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ…
ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ
ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଟୁଇଟ୍ ଯୋଗେ…
‘ସାଂସ୍କୃତିକ ପରମ୍ପରା ଧ୍ୱଂସ କରିଛନ୍ତି ସରକାର’
କୋଲକାତା,୧୪ା୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ କର୍ମୀଙ୍କୁ ମାଡ଼ର ତୀବ୍ର ନିନ୍ଦା କରିଛି ଭାଜପା। ପଶ୍ଚିମବଙ୍ଗ ସବୁବେଳେ ନିଜର ବୌଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ…
ଗୁଗ୍ଲକୁ ଝଟ୍କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା
ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍ ମିଳିତ ଭାବେ ଟେକ୍ ଜଏଣ୍ଟ ଗୁଗ୍ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର…
ଆଇଏଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ଗ୍ରୀଡ୍କୋ ଅଧ୍ୟକ୍ଷ ଭାବେ…
ଜମ୍ମୁ-କଶ୍ମୀର ଉପରେ ଇସଲାମିକ ରାଷ୍ଟ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କଲା ଭାରତ…
ନୂଆଦିଲ୍ଲୀ, ୧୪।୯ : ଇସଲାମିକ ରାଷ୍ଟ୍ରର ଗୋଷ୍ଠୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀର ଉପରେ ପ୍ରଦାନ କରାଯାଇଥିବା ଭୁଲ ଏବଂ ଅନୁପଯୁକ୍ତ ସନ୍ଦର୍ଭକୁ ଭାରତ ଖଣ୍ଡନ କରିଛି। ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଏହାର ଅଧିକାରର ଉତ୍ତର ବ୍ୟବହାର କରି ଇସଲାମିକ ରାଷ୍ଟ୍ରର ଏକ…
ଭାରତ ଯୋଡ ଯାତ୍ରା ବିରୋଧରେ ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି ଭାଜପା, କଂଗ୍ରେସର କଟାକ୍ଷ…
ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଭିଯୋଗ କରିଛି ଯେ ଏହାର ଆଠ ଜଣ ବିଧାୟକ ଗୋଆରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବା ନେଇ ଭାଜପା ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ବିରୋଧରେ ଭାଜପା…
ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ରାଷ୍ଟ୍ରପତି…
ନୂଆଦିଲ୍ଲୀ, ୧୪।୯ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ୧୭ରୁ ୧୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇ ଭାରତୀୟ ଦଳ ସହ ଯୋଗଦେବେ ଏବଂ ଭାରତ ସରକାରଙ୍କ ତରଫରୁ…
ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍ କ୍ରୁ, ଡିଜିସିଏ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି…
Archives


