ଦୁଇଚାରି ଦିନରେ ମୋତେ ଗିରଫ କରାଯିବ, ହେଲେ ୨୦୨୪ ନିର୍ବାଚନ ହେବ ମୋଦି ବନାମ କେଜରିୱାଲ: ସିସୋଡିଆ
ନୂଆଦିଲ୍ଲୀ,୨୦ ।୮: ସିବିଆଇ ଚଢାଉକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ-ଇଡିର ଭୟ ଦେଖାଉଛି…
ପିଚ ବ୍ଲାକ ଏକ୍ସରସାଇଜ: ଭାରତ-ଆମେରିକା ସମେତ ଭାଗନେବେ ୧୭ ଦେଶ
ଡର୍ବିନ,୨୦ ।୮: ବିଦେଶ ଆକାଶରେ ଶକ୍ତି ପ୍ରଦର୍ଶନ କରିବାକୁ ଭାରତୀୟ ବାୟୁସେନାର ୪ ସୁଖୋଇ ଯୁଦ୍ଧ ବିମାନ ଓ ୨ଟି ସି-୧୭ ଗ୍ଲୋବମାଷ୍ଟର-୩ ଅଷ୍ଟ୍ରେଲିଆର ଡର୍ବିନ ସହରରେ ଲ୍ୟାଣ୍ଡ କରି ସାରିଛି । ଏ ସମସ୍ତ ଯୁଦ୍ଧ ବିମାନ ଅଷ୍ଟ୍ରେଲିଆରେ ଆୟୋଜିତ…
ବାଙ୍କେ ବିହାରି ମନ୍ଦିରରେ ଦଳାଚକା, ୨ ଶ୍ରଦ୍ଧାଳୁ ମୃତ
ମଥୁରା,୨୦ ।୮: କୃଷ୍ଣ ନଗରୀ ମଥୁରା-ବୃନ୍ଦାବନର ବିଶ୍ୱ ପ୍ରସିଦ୍ଧ ବାଙ୍କେ ବିହାରି ମନ୍ଦିରରେ ଦଳାଚକଟା ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଜନ୍ମାଷ୍ଟମୀରେ ମଙ୍ଗଳ ଆଳତି ସମୟରେ ଏହି ଘଟଣା ହୋଇଛି । ଦଳାଚକଟାରେ ଅନେକ ଆହତ ହୋଇଥିବା ବେଳେ ଏଥିରେ…
ତାଇୱାନରେ ଚାଇନାର ୫୧ ଯୁଦ୍ଧ ବିମାନ
ତାଇପେ,୨୦ ।୮: ଚାଇନା ସେନା ପୂର୍ବ ଥିଏଟର କମାନରେ ଯୁଦ୍ଧାଭ୍ୟାସ ନାମରେ ତାଇୱାନକୁ ଚାରିପଟୁ ଘେରି ଗଲାଣି । ଲଗାତାର ଆକ୍ରମଣ କରିବା ଭଳି କାରଣରୁ ତାଇୱାନ ଉପକୂଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ତାଇୱାନ କହିଛି ୬ ଚାଇନା…
ଭାଜପାର‘ପେଡ୍ ନ୍ୟୁଜ୍’ ଉପରେ ପ୍ରତିକ୍ରିୟା ରଖିଲା ନ୍ୟୁୟର୍କ ଟାଇମ୍ସ
ନୂଆଦିଲ୍ଲୀ,୧୯ା୮: ଆମେରିକାର ପ୍ରତିଷ୍ଠିତ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଅଗଷ୍ଟ ୧୮ ଗୁରୁବାର ସଂସ୍କରଣରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ନେଇ ଏକ ଆର୍ଟିକଲ ପ୍ରକାଶ ପାଇଛି। ପ୍ରଥମ ପୃଷ୍ଠାରେ ପ୍ରକାଶିତ ଉକ୍ତ ଷ୍ଟୋରିରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରୂପେ ତାଙ୍କ ଉଲ୍ଲେଖନୀୟ ସଫଳତା…
‘କେଜ୍ରିଓ୍ବାଲଙ୍କ ଘରୁ ୪ମଫ୍ଲର, ସିସୋଡିଆଙ୍କ ଘରୁ ମିଳିବ କେବଳ ଖାତା- ପେନ୍ସିଲ୍’
ନୂଆଦିଲ୍ଲୀ,୧୯।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ାଉ ପରେ ଭାଜପା-ଏଏପି ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି (ଏଏପି) ଏମ୍ପି ରାଘବ ଚଡ୍ଡା ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ସେ…
କାଲି ଏହି ଜିଲାରେ ବନ୍ଦ ରହିବ ସ୍କୁଲ
ଭଦ୍ରକ ଅଫିସ,୧୯।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ପରେ ସମ୍ଭାବ୍ୟ ବନ୍ୟାକୁ ନଜରରେ ଭଦ୍ରକ ଜିଲାରେ ୮ଟି ଅଗ୍ନିଶମ ବାହିନୀ ସହ ୨ଟି ଓଡ୍ରାଫ ଟିମ୍ ଓ…
ପାଠପଢ଼ା ବେଳେ ବିଦ୍ୟାଳୟରେ ବଜ୍ରପାତ: ୧୦ ଛାତ୍ରୀଛାତ୍ର ଗୁରୁତର
ଦେବଗଡ଼,୧୯।୮(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ୧୦ଜଣ ଛାତ୍ରୀଛାତ୍ର ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲା…
‘ସିବିଆଇକୁ ସ୍ବାଗତ, ଆମେ ସହଯୋଗ କରିବୁ’
ନୂଆଦିଲ୍ଲୀ,୧୯।୮: ଅବକାରୀ ପଲିସିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଅବକାରୀ ପଲିସି ଲିଙ୍କରେ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନ ଉପରେ ସିବିଆଇ ପକ୍ଷରୁ ଚଢାଉ କରିଯାଇଛି। ଏହି ଚଢାଉ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍…
ମନିଷ ସିସୋଡିଆଙ୍କ ଘରେ ସିବିଆଇ
ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ କରିଛନ୍ତି । ମୁଁ ସଚ୍ଚୋଟ ବ୍ୟକ୍ତି ଆମେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଛୁ…
ସୃଷ୍ଟି ହେଲା ଅବପାତ
ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଶୁକ୍ରବାର ଅବପାତ ସୃଷ୍ଟି ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ଜିନ୍ପିଙ୍ଗ୍ଙ୍କ ସାମୁଦ୍ରିକ ଅଭିସନ୍ଧି
ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି ମିଲିଟାରି…
Archives


