ଟ୍ରମ୍ପଙ୍କ ବଡ଼ ଦାବି: ଟାରିଫ୍ ହ୍ରାସ କରିବା ପାଇଁ ପ୍ରସ୍ତାବ ପଠାଇଲା ଭାରତ
ଓ୍ବାଶିଂଟନ୍,୧।୯: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ପରେ ତୁରନ୍ତ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଆମେରିକାକୁ ଟାରିଫ୍ ହ୍ରାସ କରିବା ପାଇଁ ଏକ ପ୍ରସ୍ତାବ ପଠାଇଛି। ଟ୍ରମ୍ପ…
ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା
ଭୁବନେଶ୍ୱର, ୧।୯: ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ…
ଏଣିକି ଓଡ଼ିଶାର ଏସବୁ ମେଡିକାଲରେ ମାଗଣା ଡାଇଗନୋଷ୍ଟିକ ସେବା
ଭୁବନେଶ୍ୱର,୧।୯: ଓଡ଼ିଶା ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଂସ୍କାର ଘୋଷଣା କରିଛନ୍ତି। ରାଜ୍ୟର ଆୟୁଷ ହସ୍ପିଟାଲ ଓ ଡିସପେନସାରୀଗୁଡ଼ିକରେ ନିଦାନ ଯୋଜନା ଅଧୀନରେ ମାଗଣା ଡାଇଗନୋଷ୍ଟିକ ସେବା ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ,…
ମୋଦିଙ୍କ ବଡ଼ ବିଜୟ: ଜାଣନ୍ତୁ ଚାଇନା ଗସ୍ତର ୧୦ ବଡ଼ ଘଟଣା
ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ଗସ୍ତ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଥିବା ଦୃଷ୍ଟିରୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଇନା ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ପ୍ରଧାନମନ୍ତ୍ରୀ…
GST ରେ ଭରିଲା ସରକାରଙ୍କ ଭଣ୍ଡାର: ଅଗଷ୍ଟରେ ୧.୮୬ ଲକ୍ଷ କୋଟି କଲେକ୍ସନ
ନୂଆଦିଲ୍ଲୀ,୧।୯: ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ। ଏପ୍ରିଲ ୨୦୨୫ରେ ଜିଏସଟି…
ମହରଗରୁ କାନ୍ତାରରେ
ଚାଇନାର ତିଆନ୍ଜିନ୍ଠାରେ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ନେତାଙ୍କ ସମ୍ମିଳନୀ ୩୧ ଅଗଷ୍ଟ ୨୦୨୫ରେ ଆରମ୍ଭ ହୋଇଛି। ସମ୍ମିଳନୀ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। କଥାବାର୍ତ୍ତା…
SCO ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଘୋର ଅପମାନ: ମୁହଁ ମୋଡ଼ି ଚାଲିଗଲେ…Video
ବେଜିଂ,୧।୯: ଚାଇନାରେ ଅନୁଷ୍ଠିତ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେଶନ (ଏସ୍ସିଓ) ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଅପମାନର ସାମ୍ନା କରିବାକୁ ପଡ଼ିଛି। ସମ୍ମିଳନୀରେ ଭାଗ ନେବା ପାଇଁ ଚାଇନା ଆସିଥିବା ଶରିଫ ଫଟୋ ସେସନ ପରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ…
ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା
ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍…
ଓଡ଼ିଶା ପ୍ରୋ ଟି-୨୦ ଲିଗ୍: ବ୍ରେଟ ଲି ବ୍ରାଣ୍ଡ ଆମ୍ବାସାଡର
କଟକ,୩୧ା୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବାକୁ ଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL) ପାଇଁ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ଓ ଦେବାଶିଷ ମହାନ୍ତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଛି। ଏହି…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାର ଯୋଗାଣ ତ୍ୱରାନ୍ୱିତ, ୬୨ ଡିଲରଙ୍କ ଲାଇସେନ୍ସ ବାତିଲ
ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ୨୦୨୫ ପାଇଁ ରାଜ୍ୟରେ ସାର ଯୋଗାଣ ତ୍ୱରାନ୍ୱିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିୟମିତ ସମୀକ୍ଷା କରୁଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା ସୂଚନା ଦେଇ ଚାଷୀଙ୍କୁ ଆତଙ୍କିତ ନ…
”ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନକୁ ଲାଇଭ୍ ଅପଡେଟ୍ ଦେଇଥିଲା ଚାଇନା”, ସବୁ ଭୁଲି ହାତ ମିଶାଇଲେ ମୋଦି
ନୂଆଦିଲ୍ଲୀ,୩୧।୮: କଂଗ୍ରେସ୍ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ଉପରେ କଟାକ୍ଷ କରିଛି, ଭାରତ ବିରୋଧୀ ଚାଇନା ଆଗରେ ମୁଣ୍ଡ ନୁଆଁଇବା ଅଭିଯୋଗ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଚାଇନା ଭାରତ ପ୍ରତି ବାରମ୍ବାର…
୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଥିରେ ରହିଛି…
ଭୁବନେଶ୍ୱର,୩୧ା୮: ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟରେ ଆଉ ୧୬ ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ଏନ୍ଏସିଗୁଡ଼ିକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ,…
Archives


