କେରଳ ରାଜସ୍ବର ଦୁଇଟି ମୁଖ୍ୟ ଉତ୍ସ ଲଟେରୀ-ମଦ, ରାଜ୍ୟମୁଖ୍ୟ ଭାବେ ମୁଁ ଲଜ୍ଜିତ: ରାଜ୍ୟପାଳ…
ଥିରୁଭାନନ୍ତପୁରମ୍,୨୨।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କହିଛନ୍ତି ଯେ ଡ୍ରଗ୍ସ ରାଜଧାନୀ ପାଲଟିଥିବା ପଞ୍ଜାବର ସ୍ଥାନ ଏବେ କେରଳ ନେବାକୁ ଯାଉଛି। ଖାନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଭାବେ ଏନେଇ ସେ ଲଜ୍ଜିତ…
ଅନାବଶ୍ୟକ ଆଇନ ଲୋକଙ୍କ ଉପରେ ବୋଝ ଭଳି: ଆଇନମନ୍ତ୍ରୀ…
ଶିଲଂ,୨୨।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ମେଘାଳୟର ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କିଛି ପୁରୁଣା ନିୟମ ସାଧାରଣ ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରିଥାଏ। ଆମକୁ ଲୋକଙ୍କ ଉପରେ ଏଭଳି ଆଇନର ଅନୁପାଳନର…
ୟୁକ୍ରେନ୍ ଉପରେ ଗୋଟିଏ ରାତିରେ ୩୬ ରକେଟ ମାଡ଼ କରିଛି ରୁଷିଆ…
କ୍ୱିଭ୍,୨୨।୧୦ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି। ଜେଲେନେସ୍କି ସୋସିଆଲ…
ମୋଦିଙ୍କୁ ସିଧା ସଳଖ ଟାର୍ଗେଟ କଲେ ବିରୋଧୀଙ୍କର ହେବ କ୍ଷତି: ସି-ଭୋଟର ସର୍ଭେ…
ନୂଆଦିଲ୍ଲୀ,୨୨।୧୦ : ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ୧୨ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜୋରଦାର ହେବା…
ଜିନପିଙ୍ଗଙ୍କ କ୍ଷମତାର ତୃତୀୟ ପାଳି, କମ୍ୟୁନିଷ୍ଟ ପାର୍ଟିରେ ପ୍ରସ୍ତାବ ପାରିତ…
ବେଜିଂ,୨୨।୧୦ : ଚାଇନାର ରାଷ୍ଟ୍ରପତି ଭାବେ ଶି ଜିନପିଙ୍ଗ କ୍ଷମତାରେ ତୃତୀୟ ପାଳି ପାଇଁ ରହିବେ। ଏନେଇ ଚାଇନା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା(ସିପିସି)ର ଏକ ସପ୍ତାହ ବ୍ୟାପି ବୈଠକ ଶନିବାର ଶେଷ…
୧୬ କୋଟି ଚାକିରି ପ୍ରତିଶ୍ରୁତି କୁଆଡ଼େ ଗଲା: ସୁର୍ଜେଓ୍ବାଲା…
ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳାକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ରଣଦୀପ ସୁର୍ଜେଓ୍ବାଲା କଡ଼ା ସମାଲୋଚନା କରିଛନ୍ତି। ଏହା କେବଳ ନାଟକ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଭାଜପା ସରକାର ୧୬ କୋଟି ନିଯୁକ୍ତି ସୁଯୋଗର…
୮୯ ରନ୍ରେ ଅଷ୍ଟ୍ରେଲିଆ ପରାଜିତ…
ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ପ୍ରଥମ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ନ୍ୟୁଜିଲାଣ୍ଡ ୮୯ ରନ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ…
ଶ୍ରୀଲଙ୍କା ସଙ୍କଟ: ନାବାଳିକା ଝିଅଙ୍କ ବିବାହ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ…
କଲମ୍ବୋ,୨୨।୧୦ : ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟର ଗୁରୁତର ସାମାଜିକ ପରିଣାମ ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଲୋକେ ପାରିବାରିକ ଖର୍ଚ୍ଚ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ଗରିବ ଲୋକମାନେ ସେମାନଙ୍କର ନାବାଳିକା ଝିଅମାନଙ୍କର ବିବାହ କରୁଛନ୍ତି। ଶ୍ରୀଲଙ୍କା ରେଡ…
ପ୍ରଧାନମନ୍ତ୍ରୀ ଦୌଡ଼ରେ ବୋରିସ ଜନସନ, ଫେରିଲେ ଲଣ୍ଡନ…
ଲଣ୍ଡନ,୨୨।୧୦ : ବ୍ରିଟେନରେ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହୋଇପାରେ। ମୂଳ ଭାରତୀୟ ଋଷି ସୁନାକ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ଟୋରୀ ସାଂସଦଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି। ତେବେ ଏହି ସମୟ ମଧ୍ୟରେ…
ଜର୍ଜିଆ ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ…
ରୋମ,୨୨।୧୦ : ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଜର୍ଜିଆ ମେଲୋନି ଶନିବାର ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷ ବୟସ୍କା ମେଲୋନି ପ୍ରଥମ ଦକ୍ଷିଣପନ୍ଥୀ ନେତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ଇଟାଲୀର ରାଷ୍ଟ୍ରପତି ସେର୍ଗିଓ ମାଟାରେଲାଙ୍କ…
୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୨।୧୦ : ଶନିବାର ୧୦ ଲକ୍ଷ ନିଯୁକ୍ତି ଡ୍ରାଇଭ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୧୦୦ ବର୍ଷର ବେକାରି ତଥା ସ୍ବରୋଜଗାର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ। ଗତ ୮ ବର୍ଷ ଧରି ଦେଶରେ…
ଜଙ୍ଗଲରେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଉଗ୍ରବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ ଜାରି…
ଗୁଆହାଟୀ,୨୨।୧୦ : ଆସାମ ପୋଲିସ ଶନିବାର କାର୍ବି ଆଙ୍ଗଲୋଙ୍ଗ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ପୋଲିସ ଅଧୀକ୍ଷକ ସଞ୍ଜତବ ସାଇକିଆ କହିଛନ୍ତି ଯେ ଦିପୁ-ଧନସିରୀ ରାସ୍ତା ନିକଟରେ ଥିବା ଜଙ୍ଗଲରେ ହାତୀ ଶିବିର ଭିତରେ ଅସ୍ତ୍ରଶସ୍ତ୍ର…
Archives


