Home Middle

ଦଣ୍ଡ, ଜରିମାନା ପରେ ମିଳିଲା ଜାମିନ: ଆଜମ କହିଲେ…

ଲକ୍ଷ୍ନୌ,୨୭।୧୦: ଉତ୍ତେଜନାମୂଳକ ଭାଷଣ ମାମଲାରେ ସମାଜବାଦୀ ନେତା ଆଜମ ଖାନ୍‌ଙ୍କୁ ରାମପୁର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡାଦେଶ…

ଟି-୨୦ ବିଶ୍ୱକପ୍‌: ନେଦରଲାଣ୍ଡ୍ସ ବିପକ୍ଷରେ ୫୬ ରନ୍‌ରେ ଜିତିଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ଭାରତ ନେଦରଲାଣ୍ଡ୍ସକୁ ୫୬ ରନ୍‌ରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି ଏବଂ ପରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ସହାୟତାରେ…

‘ମୋଦିଙ୍କ ସହ ମୋର ସମ୍ପର୍କ ବହୁତ ଭଲ’

ଓ୍ବାଶିଂଟନ,୨୭ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଯଦି ସେ ଜିତନ୍ତି ତେବେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଉପରକୁ ନେଇଯିବେ। ଫ୍ଲୋରିଡାର ମାର୍‌-ଏ-ଲାଗୋ ରିସର୍ଟରେ ରିପବ୍ଲିକାନ ହିନ୍ଦୁ…

ନେଦରଲାଣ୍ଡ୍ସକୁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ସିଡନୀ,୨୭।୧୦: ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତିବା ପାଇଁ ଟିମ ଇଣ୍ଡିଆ ୧୮୦ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।…

ମିସ୍‌ ଶ୍ରୀଲଙ୍କା ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କ ନାମ ଘୋଷଣା ପରେ ମାଡ଼ପିଟ୍‌, ଭାଇରାଲ ହେଉଛି ଭିଡିଓ…

ନ୍ୟୁୟର୍କ,୨୭ା୧୦: ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମିସ୍‌ ଶ୍ରୀଲଙ୍କା ସୌନ୍ଦର୍ଯ୍ୟ ପ୍ରତିଯୋଗତାର ପ୍ରଥମ ରାଉଣ୍ଡ ଶେଷ ହୋଇଛି। ଏହି ସମୟରେ ପ୍ରତିଯୋଗୀମାନେ ପରସ୍ପର ସହିତ ସଂଘର୍ଷ କରିଥିଲେ। ପାର୍ଟି ପରେ ଏଠାରେ ମାଡ଼ପିଟ୍‌ ଆରମ୍ଭ ହୋଇଥିଲା। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ…

ବିସିସିଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି: ପୁରୁଷ, ମହିଳା କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’

ନୂଆଦିଲ୍ଲୀ,୨୭।୧୦: ଭାରତରେ କ୍ରିକେଟ ବୋର୍ଡ(ବିସିସିଆଇ) ମହିଳା କ୍ରିକେଟ ଖେଳାଳିଙ୍କ ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’ ଦିଆଯିବ। ବିସିସିଆଇ ସଚିବ ଜୟ ଶାହା ମ୍ୟାଚ ଫି ବିଷୟରେ ଜୟ…

୬ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଉଛନ୍ତି ଫଣ୍ଡିଂ, ପିକେଙ୍କ ବିବାଦୀୟ ମନ୍ତବ୍ୟ…

ପାଟନା,୨୭।୧୦ : ଜନ ସୁରାଜ ଯାତ୍ରାରେ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)କ୍ରମାଗତ ଭାବରେ ବିବାଦୀୟ ମନ୍ତବ୍ୟ ଦେବା ଜାରି ରଖିଛନ୍ତି। ଏହାକୁ ନେଇ ବିହାରର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାନ୍ତ କିଶୋର ଗତ୨୫ ଦିନ ଧରି ଜନ…

୧୦୪ ରନରେ ବାଂଲାଦେଶର ଶୋଚନୀୟ ପରାଜୟ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପର ଖେଳାଯାଇଥିବା ୨୨ତମ ମ୍ୟାଚରେ ବାଂଲାଦେଶ ୧୦୪ ରନରେ ଶୋଚନୀୟ ପରାଜୟ ବରଣ କରିଛି। ସିଡନୀରେ ଚାଲିଥିବା ଏହି ଗ୍ରୁପ-୨ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ଟସ…

୨୦୨୫ ସୁ୍‌ଦ୍ଧା ସଙ୍କଟ ଜନକ ହେବ ନିର୍ଗମନ, ଅନ୍ତଜାର୍ତୀୟ ଶକ୍ତି ଏଜେନ୍ସିର ଚେତାବନୀ…

ଓ୍ବାଶିଂଟନ,୨୭।୧୦ : ଭବିଷ୍ୟତରେ ବିପଦ ସମ୍ପର୍କରେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଚେତାବନୀ ଦେଇଛି। ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ସୁଦ୍ଧା ବିଶ୍ୱର ଶକ୍ତି ନିର୍ଗମନ ସର୍ବାଧିକ ହେବ। ବାସ୍ତବରେ, ବିଶ୍ୱ ଶକ୍ତି ଏଜେନ୍ସି-୨୦୨୨ ରିପୋର୍ଟ ଗୁରୁବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି…

ଆବର୍ଜନାକୁ ନେଇ ରାଜନୀତି, ଏଏପି-ଭାଜପା କର୍ମୀ ମୁହାଁମୁହିଁ, କେଜ୍ରିଓ୍ବାଲଙ୍କ ପରିଦର୍ଶନକୁ ବିରୋଧ…

ନୂଆଦିଲ୍ଲୀ,୨୭।୧୦ : ଦିଲ୍ଲୀରେ ଆବର୍ଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ଏଏପି-ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ ପରିଦର୍ଶନ କରିବାକୁ ଯାଉଥିବାବେଳେ ଏ ସମ୍ପର୍କରେ ସୂଚନା ପାଇ ଭାଜପା କର୍ମୀମାନେ…

ତୈଳ ନେଇ ଆମେରିକା-ସୌଦି ଆରବ ମୁହାଁମୁହିଁ…

ଓ୍ବାଶିଂଟନ,୨୭।୧୦ : ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇ ଆମେରିକା ଏବଂ ଓପେକ ପ୍ଲସ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୌଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ ବିନ ସଲମାନ ଆମେରିକାକୁ ସିଧାସଳଖ ଚେତାବନୀ…

ୟୁକ୍ରେନ ଯୁଦ୍ଧ: ରୁଷିଆ ପାଇଁ ଭଡ଼ାରେ ଲଢୁଛନ୍ତି ଆଫଗାନର ସୈନ୍ୟ…

ମସ୍କୋ/କ୍ୱିଭ୍‌,୨୭।୧୦ : ରୁଷିଆ-ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଜାରି ରହିଥିବା ଯୁଦ୍ଧ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଭୟଙ୍କର ହେବାକୁ ଯାଉଛି। ପୂର୍ବତନ ଆଫଗାନିସ୍ତାନ ସୈନିକମାନେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢୁଥିବା ଖବର ମିଳିଛି। ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri