Home Middle

ନିର୍ବାଚନରେ ଜୟନ୍ତ-ଅଖିଳେଶଙ୍କୁ କରିବି ସହାୟତା: ସତ୍ୟପାଲ ମଲିକ …

ବାଗପତ,୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଆକ୍ରମଣକୁ ତୀବ୍ର କରି ମେଘାଳୟର ରାଜ୍ୟପାଳ ପଦରୁ ଅବସର ନେବା ପରେ ସତ୍ୟପାଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ଏବଂ…

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଏକ ମାନବ ବିହୀନ ବୋଟ ବିକଶିତ କରିବାକୁ ପ୍ରସ୍ତୁତି…

ଉତ୍ତର କୋରିଆକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଚାଇନା-ରୁଷିଆ, ଜାତିସଂଘରେ ଆମେରିକାର କଡ଼ା ସମାଲୋଚନା…

ଜେନେଭା,୬।୧୦ : ଦୀର୍ଘ ଦିନ ଧରି ଉତ୍ତର କୋରିଆ କ୍ରମାଗତ ଭାବରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ନିକଟରେ ଉତ୍ତର କୋରିଆ ଜାପାନ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ ଉପରେ କ୍ରୋଧିତ ଆମେରିକା ମିଳିତ ଜାତିସଂଘରେ ରୁଷିଆ…

୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।…

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୩ ହଜାର ତଳେ ରହିଛି। ଗତ ୨୪…

ଭାରତ ଯୋଡ଼ ଯାତ୍ରାରେ ସୋନିଆ ସାମିଲ…

ବେଙ୍ଗାଲୁରୁ,୬।୧୦ : ଦୁଇ ଦିନିଆ ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ପଦଯାତ୍ରାରେ…

ଭାରତୀୟ କଫ୍‌ ସିରପ୍‌ ନେଇ ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୬।୧୦ : ଭାରତୀୟ କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ଚାରୋଟି କଫ୍‌ ଏବଂ ଥଣ୍ଡା ସିରପ୍‌କୁୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ ଏକ ସତର୍କ ସୂଚନା ଜାରି କରିଛି। ସଂଗଠନ କହିଛି ଯେ ଏହି କଫ୍‌ ସିରପ୍‌ ଗାମ୍ବିଆ ଦେଶରେ…

ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ୩ ଭାରତୀୟ…

ନୂଆଦିଲ୍ଲୀ/ଷ୍ଟକହୋମ,୬।୧୦ : ଅକ୍ଟୋବର ୭ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ। ଏହାପୂର୍ବରୁ କିଛି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ଏହି ପୁରସ୍କାର ପାଇଁ ତିନିଜଣ ଭାରତୀୟ ଦୌଡ଼ରେ ଅଛନ୍ତି। ସେମାନଙ୍କୁ ଶାନ୍ତି ପୁରସ୍କାର ପାଇଁ ବିଚାର…

ରୁଷିଆ ମହାକାଶଚାରୀ ଆମେରିକାରୁ ଆରମ୍ଭ କଲେ ଯାତ୍ରା…

ଓ୍ବାଶିଂଟନ,୬।୧୦ : ବୁଧବାର ଦିନ, କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଅରେ ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଛନ୍ତି। ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ…

କଟକଣାକୁ ଅଣଦେଖା, ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ପୋୟାଙ୍ଗୟଙ୍ଗ,୬।୧୦ : ଜାପାନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କଟକଣାକୁ ଅଣଦେଖା କରି ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଗୁରୁବାର ଦିନ ଏହାର…

ଓପେକ ଦେଶ ତୈଳ ଉତ୍ପାଦନ କମାଇବାକୁ କଲେ ଘୋଷଣା, ଦିନକୁ ଦୁଇ ନିୟୁତ ବ୍ୟାରେଲ ହେବ ହ୍ରାସ…

ଭିଏନା,୬।୧୦ : କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଛନ୍ତି। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର…

ବିସର୍ଜନ ସମୟରେ ନଦୀରେ ଆସିଲା ପ୍ରଖର ସ୍ରୋତ ଭାସିଗରେ ୪୦, ୭ ମୃତ

କୋଲକାତା, ୬ ।୧୦:ପଶ୍ଚିମବଙ୍ଗର ଜଲପାଇଗୁଡିରେ ବୁଧବାର ରାତିରେ ଦୁର୍ଗା ମୂର୍ତ୍ତି ବିସଜନ ସମୟରେ ଏକ ବଡ ଅଘଟଣ ଘଟିଛି । ଏଠାରେ ଥିବା ମାଲ ନଦୀରେ ମାଆଙ୍କ ବିସର୍ଜନ ସମୟରେ ହଠାତ୍ ଆସିଥିବା ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri