ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି…
ଇସଲାମବାଦ,୫।୧୧ : ପାକିସ୍ତାନରେ ଗୃହଯୁଦ୍ଧର ପରିସ୍ଥିତି ଉପୁଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରକାର ଏବଂ ସେନା ବିରୋଧରେ ସାରା ଦେଶରେ ହିଂସା ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ୱାଜିରାବାଦରେ ପୋଲିସର କଠୋର କାର୍ଯ୍ୟକଳାପରେ ୧୪ ଜଣ ଆହତ ହୋଇଥିବାବେଳେ…
ଦେଶ ପ୍ରତିରକ୍ଷା ନାମରେ କଂଗ୍ରେସ କରିଛି ଦୁର୍ନୀତି: ପ୍ରଧାନମନ୍ତ୍ରୀ…
ଶିମଲା,୫।୧୧: ହିମାଚଳ ପ୍ରଦେଶର ସୁନ୍ଦରନଗର ଜବାହର ପାର୍କରେ ବିଜୟ ସଙ୍କଳ୍ପ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ପୁରୁଣା କୌଶଳ। ଚାଷୀଙ୍କୁ ଋଣ…
୧୬ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୫।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣକମିଛି। ଏହା ୧…
ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ
ଭୁବନେଶ୍ୱର,୫।୧୧: ପଦ୍ମପୁର ଉପ-ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସୂଚନା ଦେଇଛନ୍ତି । ନଭେମ୍ବର ୧୦ରେ ଏ ନେଇ ବିଧିବଦ୍ଧ…
ଦେଢ ମାସରେ ଚତୁର୍ଥଥର ହିମାଚଳ ଗସ୍ତରେ ମୋଦି
ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅର୍ଥାତ୍ ୫ ନଭେମ୍ବରକୁ ହିମାଚଳ ପ୍ରଦେଶର ଦୁଇଟି ସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ । ସେଡ୍ୟୁଲ ଅନୁଯାୟୀ, ମୋଦି ଦିନ ୧ଟା ବେଳେ ମଣ୍ଡି ଜିଲାର ସୁନ୍ଦର ନଗରରେ ରାଲିକୁ ସମ୍ବୋଧନ…
ମୁଖତାରଙ୍କ ପୁଅ ଅବ୍ୱାସ ଅଂସାରୀଙ୍କୁ ୯ ଘଣ୍ଟା ପଚରା ଉଚରା ପରେ ଗିରଫ କଲା ଇଡି
ଲକ୍ଷ୍ନୌ, ୫।୧୧: ମାଫିଆ ମୁଖତାର ଅଂସାରୀଙ୍କ ବିଧାୟକ ପୁଅ ଅବ୍ୱାସ ଅଂସାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ଇଡି ତା’ର ପ୍ରୟାଗରାଜ ଅଫିସରେ ଅବ୍ୱାସଙ୍କୁ ପ୍ରାୟ ୯ ଘଣ୍ଟାଧରି ପଚରା ଉଚରା କରିଥିଲା । ମୁଖତାର…
ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ
ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ ଯାଉଛି । ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଏନଟିଏର ୱେବସାଇଟ ଙ୍କଶମଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ…
ଏମ୍ସିଡି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୪ରେ ଭୋଟିଂ, ୭ରେ ଫଳାଫଳ
ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ମ୍ୟୁନିସିପାଲଟି କର୍ପୋରେସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦିଲ୍ଲୀର ନିର୍ବାଚନ କମିଶନର ବିଜୟ ଦେବ ଶୁକ୍ରବାର ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀରେ ଡିସେମ୍ବର ୪ରେ ମତଦାନ ଓ…
ମୁମ୍ବାଇର ହାଜି ଅଲି ଦରଗାହରେ ଆତଙ୍କବାଦୀ ଆକ୍ରମଣ ଧମକ, ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ଫୋନ
ମୁମ୍ବାଇ,୪ ।୧୧: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏକ ଫୋନ କଲରେ ହାଜି ଅଲ୍ଲି ଦରଗାହ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦିଆଯାଇଛି । ଏହାପରେ ତାଡଦେବ ପୋଲିସ ସେଠାରେ ପହଞ୍ଚି ହାଜି ଅଲ୍ଲି ଦରଗାହକୁ ଆଲର୍ଟ କରିଦେଇଛି ।…
ଲକ୍ଡାଉନ୍ରେ ଫସିଛି ବିଶ୍ୱର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି
ବେଜିଂ,୪ା୧୧: ଚାଇନାରେ କରୋନା ସଂକ୍ରମଣକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକ୍ଡାଉନ୍ ଲାଗୁ କରାଯାଇଛି। ଲକ୍ଷ ଲକ୍ଷ ଲୋକ ନିଜ ଘରେ ରହିବାକୁ…
ଆସିଲା ନୂଆ ଗାଇଡଲାଇନ୍: ୫୦% ସରକାରୀ କର୍ମଚାରୀ ଘରୁ କରିବେ କାମ
ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଶୁକ୍ରବାର ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ବାୟୁ ପ୍ରଦୂଷଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ହଟସ୍ପଟ ଅଞ୍ଚଳରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ…
ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ୧୮୦ ଯୁଦ୍ଧ ବିମାନ
ସିଓଲ,୪ା୧୧: ଉତ୍ତର ସୀମାରେ ପ୍ରାୟ ୧୮୦ ଉତ୍ତର କୋରିଆ ଯୁଦ୍ଧ ବିମାନ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ଦକ୍ଷିଣ କୋରିଆ ସତର୍କ ହୋଇଯାଇଛି। ଏଠାରେ ଥିବା ସେନା ତୁରନ୍ତ ଏହାର ଜେଟ୍ ପଠାଇଥିଲେ। ଏହି ସୂଚନା ଦକ୍ଷିଣ କୋରିଆ ସେନା…
Archives


