ଇଡବ୍ଲୁଏସ୍ ସଂରକ୍ଷଣ ଉପରେ ରାୟ ନଭେମ୍ବର ୭ରେ…
ନୂଆଦିଲ୍ଲୀ,୫।୧୧ : ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ନେଇ କରାଯାଇଥିବା ଆବେଦନର ରାୟ ନଭେମ୍ବର ୭ରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ପ୍ରକାଶ ପାଇବ। ସୁପ୍ରିମ୍କୋର୍ଟର ସାମ୍ବିଧାନିକ ପୀଠ ୧୦୩ ସାମ୍ବିଧାନିକ ସଂଶୋଧନର ବୈଧତା ନେଇ ରାୟକୁ…
ଗୁଜରାଟରେ ୫ ଆସନ ବି ଜିତି ପାରିବନି କଂଗ୍ରେସ…
ନୂଆଦିଲ୍ଲୀ,୫।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଏବେ ତୀବ୍ର ହୋଇଛି । ବିଭିନ୍ନ ରାଜନୈତିକ ଦଳର ଆଭିମୁଖ୍ୟ ନିର୍ବାଚନୀ ରାଜନୀତିରେ ଉଷ୍ଣତା ଭରିବାରେ ଲାଗିଛି। ରାଜ୍ୟରେ ଅଭିଯୋଗ ଏବଂ ପ୍ରତିବାଦ ବ୍ୟତୀତ,…
ଏମ୍ବିବିଏସ୍ ପାଇଁ ୪୦ ଲକ୍ଷ ଫି’କୁ ବିରୋଧ: ମୁଖ୍ୟମନ୍ତ୍ରୀ କହିଲେ ବଣ୍ଡ କରାଯିବନି ପ୍ରତ୍ୟାହାର…
ଚଣ୍ଡିଗଡ଼,୫।୧୧ : ହରିୟାଣାର ରୋହତକ ପିଜିଆଇରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ୧୦ ଲକ୍ଷ ଟଙ୍କା ବଣ୍ଡକୁ ବିରୋଧ କରୁଥିବା ଛାତ୍ରରଛାତ୍ରମାନେ ୧୫ ଘଣ୍ଟା ଜେଲରେ ରହିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। ବଣ୍ଡ କିମ୍ବା ଚୁକ୍ତିନାମା କରିବାର ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାହାର…
ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…
ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ବିଜରଲାଣ୍ଡର ନାଗରିକ ରହିଥିଲେ। ବନ୍ଧକମାନଙ୍କ ମଧ୍ୟରେ ଅନେକ ଛୋଟ…
ଗୁପ୍ତରେ ରୁଷିଆକୁ ସହାୟତା କରୁଛି ଆମେରିକା : ଇରାନ ଡ୍ରୋନ୍ କଲା ପର୍ଦ୍ଦାଫାଶ୍…
ଓ୍ବାଶିଂଟନ/ମସ୍କୋ,୫।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର କୌଣସି ସମାଧାନ ହୋଇପାରି ନାହିଁ। କ୍ଷେପଣାସ୍ତ୍ର ଆକ୍ରମଣରେ ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର…
ଆଞ୍ଚଳିକ ଦଳ ହେଉଛନ୍ତି ମ୍ୟାଚ୍ ଫିକ୍ସିଂ ପାର୍ଟି, ଭାଜପାର ମୁକାବିଲା କରିବ କଂଗ୍ରେସ…
ନୂଆଦିଲ୍ଲୀ,୫।୧୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳକୁ ମ୍ୟାଚ ଫିକ୍ସିଂ ଦଳ କହିଛନ୍ତି। କେବଳ କଂଗ୍ରେସ ଭାଜପାର ସହ ମୁକାବିଲା କରିବାକୁ ସକ୍ଷମ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ…
ଜାତୀୟ ସଙ୍ଗୀତ-ଜାତୀୟ ଗୀତ ଏକ ସମାନ, ଉଭୟଙ୍କର ସମ୍ମାନ ଜରୁରୀ…
ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ’ ପାଇଁ ଏକ ନୀତି ଆପଣାଇବା ଆବେଦନ ଉପରେ କେନ୍ଦ୍ର ସରକାର ଶନିବାର ଜବାବ ଦେଇଛନ୍ତି। ସରକାର କହିଛନ୍ତି ଯେ ଜାତୀୟ ସଂଗୀତ…
ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍କା, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା…
ଅହମଦାବାଦ,୫।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏକ ବଡ଼ ଝଟ୍କା ଲାଗିଛି। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜୟନାରାୟଣ ବ୍ୟାସ ଶେଷରେ ଭାଜପା ଛାଡିଛନ୍ତି। ଜୟ ନାରାୟଣ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ…
ଗୁଜରାଟରେ ନିର୍ବାଚନ ନ ଲଢ଼ିଲେ ମନ୍ତ୍ରୀଙ୍କୁ ଛାଡ଼ିଦେବାକୁ କହିଛି ଭାଜପା: କେଜ୍ରିଓ୍ବାଲଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଭାଜପା ସରକାରଙ୍କ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଭାଜପା ମୋତେ ପ୍ରସ୍ତାବ ଦେଇଛି। ମୋତେ କୁହାଯାଇଛି ଗୁଜରାଟ…
ଚାର୍ଜଶିଟ୍ ଦାଖଲ ନହେବା ପର୍ଯ୍ୟନ୍ତ ପୀଡ଼ିତାଙ୍କ ବୟାନ ହେବନି ପ୍ରକାଶ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୫।୧୧ : ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନୁଯାୟୀ ବଳାତ୍କାର ପୀଡିତାଙ୍କ…
ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…
ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି ଦୁଇ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଉଭୟ ଦେଶ ପାରସ୍ପରିକ ସହଯୋଗ…
ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…
ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ ସୂତ୍ରରୁ ପ୍ରକାଶ ଯେ ପୁଟିନ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ବହୁତ କମ। ଏହି…
Archives


