ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…
ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କ ବିଜୟର ଦାବି ମଧ୍ୟରେ ସମସ୍ତ ନେତା…
ପୁଣି ଫେରିବେକି ଗୁଲାମ ନବୀ ? କଂଗ୍ରେସ ସପକ୍ଷରେ ଦେଲେ ମନ୍ତବ୍ୟ…
ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସକୁ ଫେରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗଲାମ ନବୀ ଦେଇଥିବା ମନ୍ତବ୍ୟ ନେଇ ଏଭଳି ଚର୍ଚ୍ଚା ହେଉଛି। ସେ କହିଛନ୍ତି ଯେ, ଭାଜପାକୁ କେବଳ…
ହେମନ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୭।୧୧ : ସୁପ୍ରିମକୋର୍ଟ ସୋମବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଶେଲ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଖଣି ଲିଜରେ ଅନିୟମିତତା ଯୋଗୁ ସୋରେନଙ୍କ ବିରୋଧରେ ଦାଖଲ ହୋଇଥିବା ପିଆଇଏଲ ଶୁଣାଣି କରିବାକୁ ଶୀର୍ଷ କୋର୍ଟ ମନା କରି…
ହାର୍ ମାନିବନି ନାସା, ପୁଣିଥରେ ଲଞ୍ଚ କରିବ ଆର୍ଟେମିସ୍
ଓ୍ବାଶିଂଟନ,୭ା୧୧: ଅନେକ ଥର ବିଫଳ ହେବା ପରେ ଆମେରିକାର ସ୍ପେସ୍ ଏଜେନ୍ସି ନଭେମ୍ବର ୧୪ରେ ପୁଣିଥରେ ଆର୍ଟେମିସ୍-୧ ମୁନ ମିଶନକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି। କିଛି ଦିନ ପୂର୍ବରୁ ନାସାକୁ ବହୁ ପ୍ରତୀକ୍ଷିତ ମିଶନ ଆର୍ଟେମିସ-୧ ମିଶନ ପ୍ରତ୍ୟାହାର…
ଆମେରିକା-ଦକ୍ଷିଣ କୋରିଆ ଉପରେ ଆକ୍ରାମକ ହେଲେ କିମ୍, କ୍ଷେପଣାସ୍ତ୍ର ପରୀକ୍ଷଣ ସୈନ୍ୟ ମୁକାବିଲା ଅଭ୍ୟାସ…
ପ୍ୟୋଙ୍ଗୟାଙ୍ଗ,୭।୧୧ : ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଉତ୍ତର କୋରିଆ ଦ୍ୱାରା ୧୨ ପାଖାପାଖି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ଏବେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ପକ୍ଷରୁ…
ଖାକିରେ ଲାଗିଲା ଦାଗ: ହବିଷିଆଳିଙ୍କୁ ମାଡ ମାରି ମୁଣ୍ଡ ଫଟାଇଲା ପୋଲିସ
ପୁରୀ ଅଫିସ, ୭।୨୨: ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣେ ହବିଷିଆଳିଙ୍କ ମୁଣ୍ଡକୁ ମାଡ ମାରିଛନ୍ତି। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ…
ଇଡବ୍ଲୁଏସ ନେଇ ସାମ୍ବିଧାନିକ ପୀଠରେ ଅସହମତି…
ନୂଆଦିଲ୍ଲୀ,୭।୧୧ : ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠରେ ଅସହମତି ପ୍ରକାଶ ପାଇଛି। ୫ରୁ ୩ ଜଣ ବିଚାରପତି କହିଛନ୍ତି ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁ ନାହିଁ। ପ୍ରଧାନ…
ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…
ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇମ୍ରାନଙ୍କୁ ପୋଷ୍ଟମର୍ଟମ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ଶେହବାଜ…
ମୋ ଅନୁପସ୍ଥିତିରେ ପ୍ରଦର୍ଶନ ନକରି ଶାହସ ଥିଲେ ମୋ ସମ୍ମୁଖକୁ ଆସ: ରାଜ୍ୟପାଳ…
ଥିରୁଭାନନ୍ତପୁରମ୍,୭।୧୧ : କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ, ବାମପନ୍ଥୀ ଦଳ ଏବଂ ଡିଏମକେ ନେତାଙ୍କ ସହଯୋଗୀମାନଙ୍କ ସହିତ ନଭେମ୍ବର ୧୫ ରେ ରାଜ ଭବନ ସମ୍ମୁଖରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଏହି ପ୍ରତିବାଦରେ ଏମ୍ପି ତିରୁଚି ଶିବା…
କୋଟିପତି ଧନୀକଙ୍କ ଯୋଗୁ ବଢୁଛି ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନ: ଅକ୍ସଫାମ ରିପୋର୍ଟ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧୧ : ଦୁନିଆରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ବିଷୟରେ ବିଭିନ୍ନ ପ୍ରକାରର ରିପୋର୍ଟ ବାହାରକୁ ଆସୁଛି, କିନ୍ତୁ ଏଥର ପ୍ରକାଶ ପାଇଥିବା ରିପୋର୍ଟ ସମସ୍ତଙ୍କୁ ବେଶ୍ ଚକିତ କରିଛି। ବାସ୍ତବରେ, ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ୧୨୫ କୋଟିପତି…
ହଜାରେ ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨…
ନୂଆଦିଲ୍ଲୀ, ୭।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି ।…
କାର୍ଯ୍ୟକାଳର ଶେଷଦିନରେ ୬ ରାୟ ଦେବେ ୟୁୟୁ ଲଳିତ…
ନୂଆଦିଲ୍ଲୀ,୭।୧୧ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ପ୍ରକାଶ ଥାଉକି, ନଭେମ୍ବର ୮ ଗୁରୁ ନାନକ ଜୟନ୍ତୀ ହୋଇ୍ଥିବରୁ କୋର୍ଟ ଛୁଟି ରହିବ। ତେଣୁ ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ଲଲିତଙ୍କ ଶେଷ କାର୍ଯ୍ୟ…
Archives


