ଭାଜପାକୁ କେଜରିଓ୍ବାଲଙ୍କ ଚ୍ୟାଲେଞ୍ଜ, ଯଦି ଆତଙ୍କବାଦୀ-ଦୁର୍ନୀତିଗ୍ରସ୍ତ ତେବେ ଗିରଫ କର…
ନୂଆଦିଲ୍ଲୀ,୮।୧୧ : ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ତାଙ୍କୁ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଟୁଇଟ କରି…
ମେଡ଼ିକାଲ ଶିକ୍ଷାରେ ଆତଙ୍କବାଦ ପୀଡ଼ିତଙ୍କୁ ମିଳିବ ସଂରକ୍ଷଣ…
ନୂଆଦିଲ୍ଲୀ,୮।୧୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦରେ ପୀଡିତଙ୍କ ପରିବାରଙ୍କ ସୁବିଧା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରର ପିଲାମାନଙ୍କୁ ସରକାରୀ କଲେଜଗୁଡ଼ିକରେ ଏମବିବିଏସ ଏବଂ ବିଡିଏସ ଭଳି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସଂରକ୍ଷଣ…
କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍ରେ ଚାଲିଛି ପ୍ରସ୍ତୁତି…
ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ…
ଜି-୨୦ର ନୂଆ ଲୋଗୋ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୮।୧୧ : ଡିସେମ୍ବର ୧ ରୁ ଭାରତ ଜି -୨୦ ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ର ନୂତନ ଲୋଗୋ-ଥିମ ଏବଂ ୱେବସାଇଟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ…
ମେଡିକାଲ କଲେଜ ଫି ବୃଦ୍ଧି ମାମଲା: ଶିକ୍ଷା ଲାଭ ପାଇଁ ଏକ ବ୍ୟବସାୟ ନୁହେଁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୮।୧୧ : ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସର୍ବଦା କମ ହେବା ଉଚିତ ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟ ସରକାର ମେଡିକାଲ କଲେଜଗୁଡ଼ିକରେ ବର୍ଷକୁ ୨୪ ଲକ୍ଷ ଟଙ୍କା…
୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…
ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ ଏବଂ ଅମଲାତନ୍ତ୍ରର ଉଦାସୀନତା ଯୋଗୁ ଅନେକ ବର୍ଷ ପଡ଼ି ରହିଛି। ସେସବୁ ପରିଯୋଜନାକୁ ଶୀଘ୍ର…
ଇମ୍ରାନଙ୍କଠାରୁ ୪ ଗୁଳି ବାହାରିଥିବା ପ୍ରମାଣ ହେଲେ ଛାଡିଦେବି ରାଜନୀତି…
ଇସଲାମାବାଦ,୮।୧୧ : ନିକଟରେ ଆଜାଦୀ ମାର୍ଚ୍ଚରେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଦାବି କରିଛନ୍ତି ଯେ ତାଙ୍କ ଗୋଡ଼ରେ ତିନିଟି ଗୁଳି ବାଜିଥିଲା, ଯାହାକୁ ଡାକ୍ତରମାନେ ଏକ ଅପରେଶନ ମାଧ୍ୟମରେ ବାହାର କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ…
ଭାରତ ଯୋଡୋ ଯାତ୍ରାରେ ବରିଷ୍ଠ ନେତାଙ୍କ ପରଲୋକ…
ମୁମ୍ବାଇ,୮।୧୧ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଅଭିଯାନ ମହାରାଷ୍ଟ୍ରରେ ପହଞ୍ଚିଛି। କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କିନ୍ତୁ ଏସବୁ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। କୁହାଯାଉଛି ଯେ ଏହି ଯାତ୍ରା ସମୟରେ ତ୍ରିରଙ୍ଗା ନେଇ…
୫୭୬ ମାତୃଭାଷାର ସର୍ବେକ୍ଷଣ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ …
ନୂଆଦିଲ୍ଲୀ,୮।୧୧ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଭିଡିଓଗ୍ରାଫି ମାଧ୍ୟମରେ ସମଗ୍ର ଦେଶରେ ୫୭୬ ଟି ଆଞ୍ଚଳିକ ଭାଷା ଏବଂ ଉପଭାଷାର ମାତୃଭାଷା ସର୍ବେକ୍ଷଣକୁ ସଫଳତାର ସହ ସମାପ୍ତ କରାଯାଇଛି। ଗୃହ ମନ୍ତ୍ରଣାଳୟର ୨୦୨୧-୨୨ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସ୍ଥାନୀୟ…
୨ ମାସ ତଳୁ ମୋ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା: ଇମ୍ରାନ…
ଇସଲାମାବାଦ,୮।୧୧ : ଗୁଜରାନୱାଲା ରାଲିରେ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି ବାହାରିଛି। ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଏହା ଦାବି…
ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…
ନୂଆଦିଲ୍ଲୀ, ୮।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି ।…
ଦିଲ୍ଲୀରୁ ଚାଲୁଛି ଗୁଜରାଟ ସରକାର…, ମୋରବି ପୋଲ ଦୁର୍ଘଟଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଚିଦାମ୍ବରମ
ନୂଆଦିଲ୍ଲୀ,୮ ।୧୧: ଗୁଜରାଟର ମୋରବି ପୋଲ ଦୁର୍ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋରବି ପୋଲ ଦୁର୍ଘଟଣା ଘଟଣା ଗୁଜରାଟର ନାଁକୁ ମାଟିରେ ମିଶାଇ ଦେଇଛି ।…
Archives


