ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ବାପା
ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ରବିବାର ଇଡିରେ ହାଜର ହୋଇଛନ୍ତି ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ବାପା। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି। ଅର୍ଚ୍ଚନାଙ୍କ ବାପା ଆଜି ସକାଳେ ଇଡି ଅଫିସରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇ…
ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…
ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା ହେଉଛି, କିନ୍ତୁ କଳା ବାଦଲ ସମଗ୍ର ସହରକୁ ଘୋଡାଇ ରଖିଛି। ଅନ୍ତିମ ମ୍ୟାଚ ସମୟରେ…
ଭାରତ-ପାକିସ୍ତାନ ସୀମାରେ ଡ୍ରୋନ୍ରେ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ବୃଦ୍ଧି ଘଟିଛି…
ଶ୍ରୀନଗର,୧୩।୧୧ : ପଞ୍ଜାବ, ଜମ୍ମୁ-କଶ୍ମୀରର ଭାରତ ଏବଂ ପାକିସ୍ତାନ ସୀମାରେ ୨୦୨୨ ମସିହାରେ ସୀମା ଆରପାର୍ଶ୍ୱରୁ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ର ଚୋରା ମାମଲା ଦ୍ୱିଗୁଣିତ ହୋଇଛି। ସୀମା ସୁରକ୍ଷା ବଳର ମହାନିର୍ଦେଶକ (ବିଏସଏଫ ଡିଜି) ପଙ୍କଜ କୁମାର ସିଂ…
ଚିଲିରେ ଭୂକମ୍ପ
ଚିଲି,୧୩ା୧୧: ଚିଲିର ବାୟୋବିଓ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) କହିଛି, ଶନିବାର ବିଳମ୍ବିତ ରାତିରେ ଚିଲିର କେନ୍ଦ୍ରୀୟ ବାୟୋବିଓ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ୨୦…
ୟୁକ୍ରେନ୍-ଆଫଗାନିସ୍ତାନ ବିସ୍ଥାପିତଙ୍କ ପାଇଁ ବିପଜ୍ଜନକ ହେବ ଶୀତଦିନ: ଜାତିସଂଘର ଚେତାବନୀ…
ଜେନେଭା,୧୩।୧୧ : ଆଫଗାନିସ୍ତାନରେ ହୋଇଥିବା କ୍ଷମତା ଦଖଲ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଆସୁଥିବା ଶୀତ ଏହି ବିସ୍ଥାପିତ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବାର…
ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟଙ୍କ ନିଯୁକ୍ତି ନେଇ ଲଣ୍ଡନରେ ନିଷ୍ପତ୍ତି: ଇମ୍ରାନଙ୍କ ଦାବୀ…
ଇସଲାମାବାଦ,୧୩।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଦେଶର ପରବର୍ତ୍ତୀ ସେନା ମୁଖ୍ୟଙ୍କ ନିଯୁକ୍ତି ଲଣ୍ଡନରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏଥିପାଇଁ ବ୍ରିଟେନ ଯାଇ ତାଙ୍କ ବଡ଼…
ଆତଙ୍କବାଦ ନେଇ ଜିରୋ ଟୋଲେରାନ୍ସ ନୀତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର: ସ୍ବରାଷ୍ଟ୍ରମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୩।୧୧ : ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜିରୋ ଟୋଲେରାନ୍ସ ନୀତି ଆପଣେଇଛନ୍ତି। ଏହି ବିପଦ ବିରୋଧରେ ଲଢ଼େଇ ନେଇ ଭାରତ ସରକାର ଅନ୍ତର୍ଜାତୀୟ ସମୁଦାୟକୁ ନିଜର ସଂକଳ୍ପ ସମ୍ପର୍କରେ ଜଣାଇବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ…
ସାବରିମାଳା ପ୍ରବନ୍ଧନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକ…
ଥିରୁଭାନନ୍ତପୁରମ୍,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ କେରଳ ହାଇକୋର୍ଟ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ ଏବଂ କୋଚିନ ଦେବାସ୍ବୋମ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।…
ଟ୍ରମ୍ପ୍ଙ୍କୁ ଝଟ୍କା, ୨ ବର୍ଷ ପାଇଁ ସିନେଟ ବାଇଡେନଙ୍କ ପାର୍ଟି ଦଖଲରେ…
ଓ୍ବାଶିଂଟନ,୧୩।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିନେଟରେ ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି। କାରଣ ତାଙ୍କର ଅନ୍ୟ ଜଣେ ପ୍ରାର୍ଥୀ ପରାଜିତ ହେବାପରେ ରିପବ୍ଲିକାନ ପାର୍ଟିର ସିନେଟ ଦଖଲ କରିବାର ଆଶା ମଉଳି ଯାଇଛି। ରିପବ୍ଲିକାନ…
୮ ଶହ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…
ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ
ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ…
କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଥିବା ସୂଚନା ମିଳିଛି । ଏହି ଟାର୍ଗେଟ କିଲିଂରେ ଉଭୟ ଶ୍ରମିକ ଆହତ…
Archives


