Home Middle

ସାବାଳିକା ଝିଅ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ହେଲେ ପିତା ଦେଇପାରିବେନି ଭରଣପୋଷଣ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୨୮।୧ : କେରଳ ହାଇକୋର୍ଟ ଦୋହରାଇଛନ୍ତି ଯେ ଜଣେ ସାବାଳିକା ଅବିବାହିତା ଝିଇ, ସିଆରପିସିର ଧାରା ୧୨୫(୧) ଅନୁଯାୟୀ ତାଙ୍କ ପିତାଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ ନାହିଁ। ସେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ନ ଥିବା ଦର୍ଶାଇ ଏଭଳି ଦାବି…

ଆଇନ ଅନୁଯାୟୀ ପ୍ରାସଙ୍ଗିକ ସମୟରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଅନ୍ୟଥା ଭାରତ ଧର୍ମନିରପେକ୍ଷ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଆମ ଦେଶରେ ଧର୍ମ ଯେତେବେଳେ ଆଇନ ଅନୁଯାୟୀ ପ୍ରାସଙ୍ଗିକ ହୋଇଥାଏ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ। ନଚେତ ଭାରତ ସବୁ ଉଦ୍ଦେଶ୍ୟରେ ଏକ ଧର୍ମନିରପେକ୍ଷ ଦେଶ। ଯେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ସେତେବେଳେ ଧର୍ମକୁ ଆମେ ଗୁରୁତ୍ପ…

କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ଲକ୍ଷ୍ନୌ,୨୮।୧ : ଉତ୍ତରପ୍ରଦେଶର ମୁଜାଫରନଗରରେ ରାସ୍ତା ପାର୍ଶ୍ୱରେ ବସି ପୋଷାକ ବିକ୍ରି କରୁଥିବା ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କ ନାଁରେ ୩୬୬ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ ହୋଇଛି। ଇଜାଜ ଅହମ୍ମଦ ନାମକ କ୍ଷୁଦ୍ର ବ୍ୟବସାୟୀ ଜଣକ ଏଥିରେ ଆଶ୍ଚର୍ଯ୍ୟ ହୋଇ…

ପାର୍ଲାମେଣ୍ଟରେ ପିଟିଶନ ପାଇଁ ନାଗରିକଙ୍କୁ କ୍ଷମତା ମିଳିବା ନେଇ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୮।୧: ପାର୍ଲାମେଣ୍ଟରେ ପିଟିଶନ ଦାୟର ଲାଗି ନାଗରିକମାନଙ୍କୁ କ୍ଷମତା ମିଳିବା ନେଇ କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଶୁକ୍ରବାର ଜଷ୍ଟିସ କେ.ଏମ୍‌ ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି…

୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ…

୬ କୋଟି ବର୍ଷ ପୁରୁଣା ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ରାମ-ସୀତାଙ୍କ ପ୍ରତିମୂର୍ତ୍ତି…

ଅଯୋଧ୍ୟା,୨୮।୧ : ନେପାଳରୁ ଅଯୋଧ୍ୟାକୁ ଦୁଇଟି ବିରାଟ ଶାଳଗ୍ରାମ ଶିଳା ଅଣାଯାଉଛି। ଏଥିରୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏହି ପଥରଗୁଡିକ ପ୍ରାୟ ୬ କୋଟି ବର୍ଷ ପୁରୁଣା ବୋଲି କୁହାଯାଇଛି। ତେବେ ଏଗୁଡ଼ିକରେ ନିର୍ମିତ…

ସବାଲେଙ୍କା ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଲେ…

ମେଲବୋର୍ନ,୨୮।୧ : ଅଷ୍ଟ୍ରେଲିୟ ଓପନ ୨୦୨୩ର ମହିଳା ସିଙ୍ଗଲ ଇଭେଣ୍ଟରେ ବେଲାରୁଷର ଆରିନା ସବାଲେଙ୍କା ଚାମ୍ପିଅନ ହୋଇଛନ୍ତି। ପ୍ରଥମ ସେଟରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେ ଖାଜକସ୍ତାନର ଏଲେନା ରାୟବାକିନାଙ୍କୁ ପରାସ୍ତ କରିଛନ୍ତି। ଟାଇଟଲ ମ୍ୟାଚ ରେ ସେ…

୨୦୨୪ ନିର୍ବାଚନରେ ଭାଜପା କରିବ ଐତିହାସିକ ପ୍ରଦର୍ଶନ ସର୍ଭେ ରିପୋର୍ଟ ନେଇ ବିରୋଧୀଙ୍କ ମନରେ ଛନକା…

ନୂଆଦିଲ୍ଲୀ,୨୮।୧ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଶେଷ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରଠାରୁ ଭାଜପା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡକୁ ଆସିଥିବାବେଳେ କଂଗ୍ରେସ ସମେତ ବାକି ଦଳ ମଧ୍ୟ ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।…

ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଭେଟେରାନ ନେତା ତଥା ଲେଖକ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ଗାନ୍ଧୀ ଦୀର୍ଘଦିନରୁ ବିଜୁ ବାବୁ ଏବଂ ପରେ ବିଜୁ ଜନତା ଦଳ…

ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ…

ନୂଆଦିଲ୍ଲୀ,୨୮।୧ : ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ଏକ ନୂତନ ନାମ ପାଇଛି। ବର୍ତ୍ତମାନ ଏହା ଅମୃତ ଉଦ୍ୟାନଭାବେ ନାମିତ ହୋଇଛି। ଅମୃତ ମହୋତ୍ସବ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଅମୃତ ଉଦ୍ୟାନରେ ୧୨ ଟି ବିଭିନ୍ନ ପ୍ରକାରର…

ଆତଙ୍କବାଦୀ ଅସନ୍ତୁଷ୍ଟ: ଆଫଗାନିସ୍ଥାନରେ ଚାଇନା ବିବେଶରେ ବାଧା…

କାବୁଲ,୨୮।୧ : ପୁଞ୍ଜି ନିବେଶ ନେଇ ଆଫଗାନିସ୍ତାନରେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଚାଇନାକୁ ଟାର୍ଗେଟ କରୁଥିବାରୁ ପୁଞ୍ଜି ନିବେଶ କରିବାରେ ବାଧା ସୃଷ୍ଟି ହୋଇଛି। ଚାଇନା କମ୍ପାନୀ ଶିନଜିଆଙ୍ଗ ସେଣ୍ଟ୍ରାଲ ଏସିଆ ପେଟ୍ରୋଲିୟମ ଆଣ୍ଡ ଗ୍ୟାସ…

ମହିଳା ୨୨ରୁ ୩୦ ବର୍ଷ ମଧ୍ୟରେ ମା’ ହେବା ଆବଶ୍ୟକ: ହିମନ୍ତ ଶର୍ମା…

ଗୁଆହାଟୀ,୨୮।୧ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ମହିଳାମାନେ ଠିକ ସମୟରେ ମା’ ହେବା ଉଚିତ। ନଚେତ ସେମାନେ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?