Home Middle

ପୁଟିନ ଅସୁସ୍ଥ!

ମସ୍କୋ,୨୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଡିଆ ରିପୋର୍ଟରେ ପୁଣି ଏକ ଦାବି କରାଯାଇଛି । କୁହାଯାଇଛି କି ପୁଟିନ ଏବେ ଗୁରୁତର । ନିକଟରେ କ୍ୟୁବାର ଜଣେ ନେତାଙ୍କ ସହ ବୈଠକ ସମୟରେ ହଠାତ୍ ତାଙ୍କ…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୦୭ ରନ ଲକ୍ଷ୍ୟ ରଖିଛି। ଶେଷ ଓଭରରେ ୱାଶିଂଟନ ସୁନ୍ଦର ଦ୍ରୁତ ଗତିରେ…

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶୁକ୍ରବାର ପୁଣି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ୍‌ ଗତ ବୁଧବାର ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଜୋରା କରିଥିଲା ଇଡି। ଏହା ପରେ ରାତି ୧୦ଟାରେ ତାଙ୍କୁ…

ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ପତ୍ନୀ ଅକ୍ଷତା ମୂର୍ତ୍ତି

ଲଣ୍ଡନ,୨୫ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସହଧର୍ମିଣୀ ଅକ୍ଷରା ମୂର୍ତ୍ତି ବ୍ରିଟେନରେ ‘ଏସିଆର ଧନୀ ବ୍ୟକ୍ତଙ୍କ ତାଲିକା ୨୦୨୨’ରେ ସାମିଲ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ହିନ୍ଦୁଜା ପରିବାରକୁ ରଖାଯାଇଛି । ସୁନକ ଓ ଅକ୍ଷତା…

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଇତିହାସ ରଚିଲେ ରୋନାଲ୍ଡୋ

କାତାର,୨୫।୧୧: ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର ତଥା ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଇତିହାସ ସୃଷ୍ଟି କରିଛନ୍ତି। ସେ ଫିଫା ବିଶ୍ୱକପର ପାଞ୍ଚଟି ସଂସ୍କରଣରେ ଗୋଲ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି। ଘାନା ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ହାସଲ…

ଚା’ ଖଟିରୁ ଉଠୁ ସ୍ୱର

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠି ପଡ଼ିଛି। ଏହା ସମସ୍ତେ ଅନୁଭବ କରୁଛେ। ସବୁବେଳେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରୁଛେ। ଏହାର ସମସ୍ୟା ଉପରେ ଚିନ୍ତା ନ କରି ସମାଧାନ କିପରି ହୋଇପାରିବ ସେ ନେଇ ଚିନ୍ତା କରାଯିବା ଦରକାର।…

ଟ୍ରମ୍ପ ଟୁଇଟରକୁ ଫେରିବା ପରେ ଅନ୍ୟ ନିଲମ୍ବିତ ଆକାଉଣ୍ଟକୁ ନେଇ ବଡ ଘୋଷଣା କଲେ ମସ୍କ

ୱାଶିଂଟନ,୨୫ ।୧୧: ଟୁଇଟରର ନୂଆ ମାଲିକ ହେବା ପରେ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲଗାତାର ପରିବର୍ତ୍ତନ କରି ଚାଲିଛନ୍ତି । ଏହି କ୍ରମରେ ଗୁରୁବାର ସେ ଟୁଇଟରରୁ ନିଲମ୍ବିତ ହୋଇଥିବା ଆକାଉଣ୍ଟ ଗୁଡିକ ପାଇଁ ‘ସାମାନ୍ୟ କ୍ଷମା’…

‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ଶୀର୍ଷକ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨: ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ର କାର୍ଯ୍ୟଧାରା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଧରିତ୍ରୀ’ ପକ୍ଷରୁ ଆୟୋଜିତ ୟୁଥ୍‌ କନ୍‌କ୍ଲେଭ୍‌ର ଅନ୍ୟ ଏକ ଆକର୍ଷଣ ଥିଲା ‘କ୍ଲାଇମେଟ ଚେଞ୍ଜ’ ପ୍ରଦର୍ଶନୀ। ପରିବେଶ ସଂରକ୍ଷଣ ଉପରେ କାମ କରୁଥିବା ଯୁବପିଢୀ ତଥା ଅନୁଷ୍ଠାନମାନଙ୍କ କାର୍ଯ୍ୟଧାରାକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍‌ ୧୩…

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ…

ପାକିସ୍ତାନର ନୂଆ ସେନାଧକ୍ଷ କଶ୍ମୀରର ପ୍ରତିଟି ଅଞ୍ଚଳକୁ ଭଲ ଭାବେ ଜାଣିଛନ୍ତି, ପୁଲଓ୍ବାମା ଷଡ଼ଯନ୍ତ୍ରରେ ଥିଲେ ସାମିଲ…

ନୂଆଦିଲ୍ଲୀ,୨୪।୧୧ : ପାକିସ୍ତାନର ନୂତନ ସେନା ମୁଖ୍ୟଙ୍କ ନାମ ଘୋଷଣା କରାଯାଇଛି। ଜେନେରାଲ କମର ଜାଭେଦ ବାଜୱାଙ୍କ ସ୍ଥାନରେ ଜେନେରାଲ ଅସିମ ମୁନିର ବର୍ତ୍ତମାନ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ନାମ ଘୋଷଣା କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri