ଗଣତନ୍ତ୍ର ଦିବସର ଅତିଥି ହେବେ ଇଜିପ୍ଟ ରାଷ୍ଟ୍ରପତି…
ନୂଆଦିଲ୍ଲୀ,୨୭।୧୧ : ଏଥର ଇଜିପ୍ଟର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ର ଦିବସ ୨୦୨୩ ରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଅଲ ସିସି ବିଦେଶୀ ଅତିଥି ହେବେ।…
ଝିଅ ହେବେ କି କିମ୍ଙ୍କ ଉତ୍ତରାଧିକାରୀ
ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍ ତାଙ୍କ ଝିଅଙ୍କୁ କ୍ଷେପଣାସ୍ତ୍ର…
ଜନ୍ମ-ମୃତ୍ୟୁ ଡାଟାବେସ୍ ମାଧ୍ୟମରେ ଏନପିଆର ଅପଡେଶନ ପାଇଁ ପ୍ରସ୍ତୁତି, ଶୀତ ଅଧିବେଶନରେ ବିଲ୍ ଆଣି ପାରନ୍ତି ସରକାର…
ନୂଆଦିଲ୍ଲୀ,୨୭।୧୧ : ସଂସଦର ଆଗାମୀ ଶୀତ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରିନ୍ତ୍ି। ଜନ୍ମ ଏବଂ ମୃତ୍ୟୁ ଡାଟାବେସ ମାଧ୍ୟମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ର ଅପଡେଶନକୁ ଅନୁମତି ଦେବା ସହିତ ଜଡିତ ଏକ ବିଲ ମଧ୍ୟ…
ବ୍ୟାକ୍ ଫୁଟରେ ଋଷି ସୁନକ, ଲିଜ ଟ୍ରସ୍ଙ୍କ ଭଳି ବିଫଳ ହେବା ନେଇ ଚର୍ଚ୍ଚା ଆରମ୍ଭ…
ଲଣ୍ଡନ,୨୭।୧୧ : ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ଆଗରେ ପର୍ବତ ଭଳି ଚ୍ୟାଲେଞ୍ଜ ଅଛି। ଏହା ବ୍ୟତୀତ ଟୋରି ସାଂସଦଙ୍କ ଗୋଷ୍ଠୀ ଗଠନ ଏବଂ ବିରୋଧୀ ଲେବର ପାର୍ଟିର ଲୋକପ୍ରିୟତା…
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା
ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୫ ମୃତକଙ୍କ ମଧ୍ୟରେ ୭୧…
ଶିନ୍ଦେଙ୍କ ଗୋଷ୍ଠୀରେ ବିଦ୍ରୋହ ସ୍ବର: ତୀର୍ଥଯାତ୍ରାରୁ ଦୂରେଇ ରହିଲେ ୬ ବିଧାୟକ…
ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ, ଏମ୍ପି ଏବଂ ସେମାନଙ୍କ ପରିବାର ଶନିବାର ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସହିତ ତାଙ୍କ ଶିବିରରେ ବିଦ୍ରୋହର ସ୍ବର ସୃଷ୍ଟି ହୋଇଛି। ବିରୋଧୀମାନେ ଶିନ୍ଦେଙ୍କୁ ଘେରିବାର କୌଣସି…
କାଗଜରେ ଉଡ଼ାଜାହାଜ ତିଆରି କରୁଥିବା ଯୁବବର୍ଗ ମହାକାଶକୁ ପଠାଉଛନ୍ତି ରକେଟ: ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୭।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମର ୯୫ ତମ ସଂସ୍କରଣରେ ସମ୍ବୋଧିତ କରି କହିଛନ୍ତି ଯେ ଆମେ ଏହି କାର୍ଯ୍ୟକ୍ରମକୁ ଶତକ ଆଡକୁ ନେଇ ଗତି କରୁଛୁ। ୧୩୦ କୋଟି ଦେଶବାସୀଙ୍କ ସହ ଯୋଡିହେବା ପାଇଁ…
୬ ଦିନ ଧରି ଆସାମ-ମେଘାଳୟ ସୀମାରେ ୧୪୪ ଧାରା ଜାରି, ଯିବା ଆସିବା ବନ୍ଦ…
ଗୁଆହାଟି/ଶିଲଂ,୨୭।୧୧ : ଆସାମ-ମେଘାଳୟ ହିଂସାକୁ ଛଅ ଦିନ ବିତିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଧାରା ୧୪୪ ଏପର୍ଯ୍ୟନ୍ତ ହଟିନି। ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପୂର୍ବରୁ ଲାଗୁ ହୋଇଥିବା…
ରାମଦେବଙ୍କୁ ମହୁଆଙ୍କ କଟାକ୍ଷ : ଏବେ ଜଣା ପଡ଼ିଲା କାହିଁକି ସାଲଓ୍ବାର-ସୁଟରେ ପଳାୟନ କରିଥିଲେ…
କୋଲକାତା,୨୭।୧୧ : ମହାରାଷ୍ଟ୍ରର ଥାଣେରେ ଏକ ଯୋଗ ଶିବିରରେ ମହିଳାମାନଙ୍କ ଉପରେ ବାବା ରାମଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବାଦୀୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ…
୧୦୦ ବର୍ଷ ତଳର ସଂଗ୍ରହାଳୟକୁ ୟୁନେସ୍କୋ ପୁରସ୍କାର…
ମୁମ୍ବାଇ,୨୭।୧୧ : ମୁମ୍ବାଇରେ ଥିବା ୧୦୦ ବର୍ଷ ପୁରୁଣା ଛତ୍ରପତି ଶିବାଜୀ ମହାରାଜ ବାସ୍ତୁ ସଂଗ୍ରହାଳୟର ପୁନରୁଦ୍ଧାରକୁ ୟୁନେସ୍କୋ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ୟୁନେସ୍କୋ ବିଚାରକମଣ୍ଡଳୀ ଏହି ସଂଗ୍ରହାଳୟକୁ ଏକ ପ୍ରକଳ୍ପ ଭାବରେ ପ୍ରଶଂସା କରିଛନ୍ତି ଯାହାକି ବିଶ୍ୱଐତିହ୍ୟର ସୁରକ୍ଷା…
ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…
ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି। ଏହି ସମସ୍ତ ଭୂତାଣୁ ରୁଷିଆର ଦୂର ପୂର୍ବ ଅଞ୍ଚଳରେ ଅବସ୍ଥିତ ସାଇବେରିଆର…
ଆରୋପ-ପ୍ରତ୍ୟାରୋପର ରାଜନୀତି : ଯୋଗୀଙ୍କୁ ଜବାବ ଦେଲେ କେଜରିଓ୍ବାଲ…
ନୂଆଦିଲ୍ଲୀ,୨୭।୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡ଼ା ଜବାବ ଦେଇଛନ୍ତି। ଗୁଜରାଟରେ ଏକ ନିର୍ବାଚନ ରାଲିରେ ଭାଜାପାର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥ ଅରବିନ୍ଦ କେଜରିୱାଲଙ୍କୁ ଆତଙ୍କବାଦ…
Archives


