ଜେଲରେ ଥିବା ସିଦ୍ଧୁଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା…
ଚଣ୍ଡିଗଡ଼,୨୮।୧୧ : ପଟିଆଲା ଜେଲରେ ଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ରହିଛି। କୁହାଯାଉଛି ଯେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିଦ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କ’ଣ…
ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନାହିଁ। ତେଣୁ ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ।…
ଦୈନିକ ସଂକ୍ରମଣ ୨୯୧…
ନୂଆଦିଲ୍ଲୀ, ୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୩…
ଅଷ୍ଟ୍ରା ହିନ୍ଦ-୨୨ : ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ …
ଜୟପୁର,୨୮।୧୧ : ଅଷ୍ଟ୍ରେଲିଆ ଏବଂ ଭାରତର ସୈନ୍ୟବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସ ରାଜସ୍ଥାନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସାମରିକ ଅଭ୍ୟାସକୁ ଅଷ୍ଟ୍ରା ହିନ୍ଦ-୨୨ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ…
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିରୋଧ ପାଇଁ କାନାଡାର ଯୋଜନା…
ଅଟଓ୍ବା,୨୮।୧୧ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ତଥା ବ୍ୟାଘାତକାରୀ ନୀତିର ମୁକାବିଲା ପାଇଁ କାନାଡା ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଯୋଜନା କରିଛି। କାନାଡା…
ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…
ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଏପରି ଗ୍ରହ ରହିଛି, ଯେଉଁଠି…
ଚାଇନାରେ ଖବରଦାତାଙ୍କୁ ମାଡ, ବେଜିଂ-ସାଂଘାଇ ପରେ ଉହାନରେ ରାଜରାସ୍ତାକୁ ଆସିଲେ ପ୍ରଦର୍ଶନକାରୀ, କ୍ଷମା ମାଗୁ ନାହାନ୍ତି ସରକାର
ବେଜିଂ,୨୮ ।୧୧: ଚାଇନାରେ ଜିରୋ କୋଭିଡ ପଲିସି ଯୋଗୁ କଡା ଲକଡାଉନ ବିରୋଧରେ ଲଗାତାର ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରେ ଖବର ଆସିଛି କି ସାଂଘାଇରେ ଏକ ବିରୋଧ ପ୍ରଦର୍ଶନକୁ କଭର କରୁଥିବା ଜଣେ ଖବରଦାତାଙ୍କୁ ମାଡ ହୋଇଛି । ମିଡିଆ…
ରୁଷିଆରେ ବିଦେଶୀଙ୍କୁ ସରୋଗେସି ମନା…
ମସ୍କୋ,୨୮।୧୧ : ରୁଷିଆରେ ସରୋଗେସି ଆଇନଗତ ହୋଇଛି। ତେବେ ଦୀର୍ଘ ଦିନ ଧରି ଅନେକ ଧାର୍ମିକ ଗୋଷ୍ଠୀ ଏହାକୁ ଅପମାନଜନକ ଏବଂ ଧର୍ମ ବିରୋଧୀ ବୋଲି କହିଆସୁଥିଲେ। ବିଶେଷକରି ବିଦେଶୀ ଲୋକମାନେ ରୁଷିଆର ମହିଳାମାନଙ୍କୁ ସରୋଗେଟ ମାତା କରିବାକୁ ଆପତ୍ତି କରୁଛନ୍ତି।…
ବାପାଙ୍କ ଦେହାନ୍ତ ଯୋଗୁ ଚାଷୀ ତାଙ୍କ ହକ୍ ପାଇଲେ: ବର୍ଷା
ଭୁବନେଶ୍ବର, ୨୮ା୧୧(ବ୍ୟୁରୋ): ଚାଷୀଙ୍କୁ ଫସଲବୀମା ଯୋଗାଇବା ପାଇଁ ଦୀର୍ଘ ୧୫ ମାସ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। ହେଲେ କେନ୍ଦ୍ର ଏ ଦିଗରେ ନ ଶୁଣିବାରୁ ପଦ୍ମପୁର ଅଞ୍ଚଳର ଚାଷୀ ଆନ୍ଦୋଳନରେ ବସିଥିଲେ। ଉପନିର୍ବାଚନ ଘୋଷଣା…
ବେଜିଂ ପରେ ଉହାନକୁ ବ୍ୟାପିଲା ଅସନ୍ତୋଷ ନିଆଁ…
ବେଜିଂ,୨୮।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଏହାକୁ ନେଇ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ…
ବେଲଜିୟମ ପରାଜୟ ପରେ ହିଂସାକାଣ୍ଡ…
ବ୍ରୁସେଲ୍ସ ,୨୮।୧୧ : କତାରରେ ଚାଲିଥିବା ଫିଫା ବିଶ୍ୱକପ ମ୍ୟାଚରେ ରବିବାର ବେଲଜିୟମ ଉପରେ ମୋରୋକୋର ବିଜୟ ପରେ ହିଂସା କାଣ୍ଡ ଆରମ୍ଭ ହୋଇଥିଲା। ଏହା ପରେ ବେଲଜିୟମ ପୋଲିସ ଏକ ଡଜନ ଲୋକଙ୍କୁ ଅଟକ ରଖି ଜଣଙ୍କୁ ଗିରଫ କରିଥିଲା।…
୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ
ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ କଟକ…
Archives


