Home Middle

ବଳାତ୍କାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ୩ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୧ : ଦିଲ୍ଲୀର ଚାୱଲା ଅଞ୍ଚଳରେ ୨୦୧୨ ମସିହାରେ ୧୯ ବର୍ଷର ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୦ ବର୍ଷ ପୁରୁଣା ଏହି ବଳାତ୍କାର…

ଆସାମ-ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦର କରିବେ ବିଶ୍ୱସ୍ତରୀୟ ବିକାଶ…

ଗୁଆହାଟି/ଶିଲଂ,୭।୧୧ : ଆସାମ ଏବଂ ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦକୁ ଜଳ କ୍ରୀଡା ପାଇଁ ବିଶ୍ୱସ୍ତରୀୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଘାଳୟର ଉମିୟମ ହ୍ରଦରେ ରାଇଜିଂ ସନ ଫେଷ୍ଟିଭାଲ ୨୦୨୨ର ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା…

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଯେଉଁ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ଲୋଡା ଯାଇଛି ସେଥି ମଧ୍ୟରେ…

ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…

ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କ ବିଜୟର ଦାବି ମଧ୍ୟରେ ସମସ୍ତ ନେତା…

ପୁଣି ଫେରିବେକି ଗୁଲାମ ନବୀ ? କଂଗ୍ରେସ ସପକ୍ଷରେ ଦେଲେ ମନ୍ତବ୍ୟ…

ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସକୁ ଫେରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗଲାମ ନବୀ ଦେଇଥିବା ମନ୍ତବ୍ୟ ନେଇ ଏଭଳି ଚର୍ଚ୍ଚା ହେଉଛି। ସେ କହିଛନ୍ତି ଯେ, ଭାଜପାକୁ କେବଳ…

ହେମନ୍ତଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୧୧ : ସୁପ୍ରିମକୋର୍ଟ ସୋମବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଶେଲ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଖଣି ଲିଜରେ ଅନିୟମିତତା ଯୋଗୁ ସୋରେନଙ୍କ ବିରୋଧରେ ଦାଖଲ ହୋଇଥିବା ପିଆଇଏଲ ଶୁଣାଣି କରିବାକୁ ଶୀର୍ଷ କୋର୍ଟ ମନା କରି…

ହାର୍‌ ମାନିବନି ନାସା, ପୁଣିଥରେ ଲଞ୍ଚ କରିବ ଆର୍ଟେମିସ୍‌

ଓ୍ବାଶିଂଟନ,୭ା୧୧: ଅନେକ ଥର ବିଫଳ ହେବା ପରେ ଆମେରିକାର ସ୍ପେସ୍‌ ଏଜେନ୍ସି ନଭେମ୍ବର ୧୪ରେ ପୁଣିଥରେ ଆର୍ଟେମିସ୍‌-୧ ମୁନ ମିଶନକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି। କିଛି ଦିନ ପୂର୍ବରୁ ନାସାକୁ ବହୁ ପ୍ରତୀକ୍ଷିତ ମିଶନ ଆର୍ଟେମିସ-୧ ମିଶନ ପ୍ରତ୍ୟାହାର…

ଆମେରିକା-ଦକ୍ଷିଣ କୋରିଆ ଉପରେ ଆକ୍ରାମକ ହେଲେ କିମ୍‌, କ୍ଷେପଣାସ୍ତ୍ର ପରୀକ୍ଷଣ ସୈନ୍ୟ ମୁକାବିଲା ଅଭ୍ୟାସ…

ପ୍ୟୋଙ୍ଗୟାଙ୍ଗ,୭।୧୧ : ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଉତ୍ତର କୋରିଆ ଦ୍ୱାରା ୧୨ ପାଖାପାଖି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ଏବେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ପକ୍ଷରୁ…

ଖାକିରେ ଲାଗିଲା ଦାଗ: ହବିଷିଆଳିଙ୍କୁ ମାଡ ମାରି ମୁଣ୍ଡ ଫଟାଇଲା ପୋଲିସ

ପୁରୀ ଅଫିସ, ୭।୨୨: ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣେ ହବିଷିଆଳିଙ୍କ ମୁଣ୍ଡକୁ ମାଡ ମାରିଛନ୍ତି। ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ…

ଇଡବ୍ଲୁଏସ ନେଇ ସାମ୍ବିଧାନିକ ପୀଠରେ ଅସହମତି…

ନୂଆଦିଲ୍ଲୀ,୭।୧୧ : ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠରେ ଅସହମତି ପ୍ରକାଶ ପାଇଛି। ୫ରୁ ୩ ଜଣ ବିଚାରପତି କହିଛନ୍ତି ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁ ନାହିଁ। ପ୍ରଧାନ…

ଇମ୍ରାନଙ୍କ ପୋଷ୍ଟମର୍ଟମ କରାଇବାକୁ କହିଲେ ଶେହବାଜ ସରିଫ…

ଇସଲାମାବାଦ,୭।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇମ୍ରାନଙ୍କୁ ପୋଷ୍ଟମର୍ଟମ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି। ଶେହବାଜ…

ମୋ ଅନୁପସ୍ଥିତିରେ ପ୍ରଦର୍ଶନ ନକରି ଶାହସ ଥିଲେ ମୋ ସମ୍ମୁଖକୁ ଆସ: ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୭।୧୧ : କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ, ବାମପନ୍ଥୀ ଦଳ ଏବଂ ଡିଏମକେ ନେତାଙ୍କ ସହଯୋଗୀମାନଙ୍କ ସହିତ ନଭେମ୍ବର ୧୫ ରେ ରାଜ ଭବନ ସମ୍ମୁଖରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଏହି ପ୍ରତିବାଦରେ ଏମ୍‌ପି ତିରୁଚି ଶିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri