ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍ ଗ୍ରୁପ୍
ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍ (କୋପ୍୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍ ଗ୍ରୁପ୍) ଧନୀ ରାଷ୍ଟ୍ରଗୁଡ଼ିକୁ ଦୋମୁହାଁ ବୋଲି ଅଭିହିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ…
ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ
ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବା ସ୍ବୀକାର କରାଯାଇଛି। ତେବେ ଯୁଦ୍ଧବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା…
୧୦୦ କୋଟି ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି
ପ୍ୟାରିସ୍, ୧୭।୧୧: ନୂଆ ଟ୍ରେଣ୍ଡକୁ ଯୁବପିଢ଼ି ଅତି ସରାଗରେ ଆପଣାଇବାରେ ଲାଗିଛନ୍ତି। ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇଁବା ପାଇଁ ସେମାନେ ଓ୍ବିକେଣ୍ଡ୍ ପାର୍ଟି, ପବ୍ ଓ ମ୍ୟୁଜିକ୍ କନ୍ସର୍ଟରେ ମଜ୍ଜି ରହୁଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଲାଗୁଥିବା ଲାଉଡ୍ ମ୍ୟୁଜିକ୍…
ଆସନ୍ତା ସପ୍ତାହରୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ
କଟକ ଅଫିସ,୧୬ା୧୧: ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି,…
ସିଦ୍ଧରମୈୟା-ଭାଜପା ଏମ୍ପି ମୁହାଁମୁହିଁ, ଧାର୍ମିକ ନିର୍ମାଣ ଭାଙ୍ଗିବାକୁ କହିବା ନେଇ ବିବାଦ…
ବେଙ୍ଗାଲୁରୁ,୧୬।୧୧ : କର୍ନାଟକ ଭାଜପା ଏମ୍ପି ପ୍ରତାପ ସିହ୍ମା ଏକ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼…
ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବା ଆବଶ୍ୟକ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୬।୧୧ : ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବେ ବୋଲି ବୁଧବାର ସୁପ୍ରିମ୍କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। ଏନେଇ ବମ୍ବେ ହାଇକୋର୍ଟଙ୍କର ନାଗପୁର ବେଞ୍ଚ୍ ପକ୍ଷରୁ ବୁଲା କୁକୁରଙ୍କୁ ଖାଇବାକୁ ନେଇ ଜାରି ହୋଇଥିବା…
ପୁଟିନଙ୍କୁ ସୁନକଙ୍କ ଧମକ, ଶୀଘ୍ର ୟୁକେନ୍ ଖାଲି କର…
ବାଲି/ଲଣ୍ଡନ,୧୬।୧୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ସଙ୍କଟକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରି ଧମକ ଦେଇଛନ୍ତି। ସୁନକ କହିଛନ୍ତି ଯେ ଜି-୨୦ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାଙ୍କ ସହ…
ଚନ୍ଦ୍ର ମୁହାଁ ଆର୍ଟେମିସ-୧…
ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ ମିଶନ ଆରମ୍ଭ କରିଛି। ଏହାର ତୃତୀୟ ପ୍ରୟାସରେ ନାସା ଆର୍ଟେମିସ-୧ ମିଶନରେ ରକେଟ ଉତ୍କ୍ଷେପଣ…
ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…
ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ପ୍ରଦାନ କରିଛନ୍ତି। ଡିସେମ୍ବର ୧ ରୁ ଭାରତ ଆନୁଷ୍ଠାନିକ ଭାବରେ ଜି…
ଭାରତ-ଆମେରିକା ସମରାଭ୍ୟାସ ଆରମ୍ଭ, ଚାଇନାର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୧୬।୧୧ : ଲଦାଖରେ ଚାଇନାର ଅନୁପ୍ରବେଶ ଏବଂ ବିସ୍ତାରବାଦୀ ଯୋଜନାକୁ ଚେତାବନୀ ଦେବା ପାଇଁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ଉତ୍ତରାଖଣ୍ଡର ଔଲି ଏବଂ ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଭାରତ ଏବଂ…
ମୋଦି-ସୁନକ ଭେଟ ପରେ ଭାରତୀୟଙ୍କ ପାଇଁ ୩୦୦୦ ଭିଜାକୁ ସବୁଜ ସଙ୍କେତ…
ବାଲି/ନୂଆଦିଲ୍ଲୀ,୧୬।୧୧ : ବ୍ରିଟେନରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ କାର୍ଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ଯୁବବର୍ଗ ବୃତ୍ତିଗତମାନଙ୍କୁ ପ୍ରତିବର୍ଷ ୩୦୦୦ ଭିଜା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।…
ଭାଜପା ଏଏପି ପ୍ରାର୍ଥୀଙ୍କୁ କରିଛି ଅପହରଣ: ସିସୋଡିଆ…
ନୂଆଦିଲ୍ଲୀ,୧୬।୧୧ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନୀଷ ସିସୋଡିଆ ବୁଧବାର କହିଛନ୍ତି ଯେ ଗୁଜରାଟରେ ନିର୍ବାଚନରେ ଭାଜପା ହାରିବାକୁ ଯାଉଛି। ଭାଜପା ଆମ ଆଦମୀ ପାର୍ଟିର ସୁରଟ ପୂର୍ବ…
Archives


