Home Middle

ଲୋକ ସଭାରେ ବିହାର ମଦମୃତ୍ୟୁ ତାତି…

ନୂଆଦିଲ୍ଲୀ,୧୪।୧୨ : ବିହାର ମଦମୃତ୍ୟୁ ତାତି ଲୋକ ସଭାରେ ଦେଖିବାକୁ ମିଳିଛି। ବୁଧବାର ଭାଜପା ସଦସ୍ୟ ଲୋକ ସଭାରେ ବିହାରରେ ଘଟିଥିବା ମଦ ମାମଲା ପ୍ରସଙ୍ଗ ଉଠାଇ ସରନ ପୋଲିସ ଅଧୀକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଜନାର୍ଦ୍ଦନ ସିଂ…

ବିଷାକ୍ତ ମଦ୍ୟପାନ କରି ୧୮ ମୃତ, ୫ ଗୁରୁତର…

ପାଟନା,୧୪।୧୨ : ମଦ ବିକ୍ରି ବନ୍ଦ ପରେ ମଧ୍ୟ ପୁଣିଥରେ ବିହାରରେ ବିଷାକ୍ତ ମଦ୍ୟପାନ କରି ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ଯୋଗୁଁ ମୃତକଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ପର୍କୀୟମାନେ ଦାବି କରୁଥିବାବେଳେ ପ୍ରଶାସନ ଏ ବିଷୟରେ କିଛି…

ସିଆଇଡି-ସିବିଆଇ ମୁହାଁମୁହିଁ: ଲଲନ ଶେଖ ହାଜତ ମୃତ୍ୟୁ ମାମଲାରେ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ସିଆଇଡିର ଏଫଆଇଆର…

କୋଲକାତା,୧୪।୧୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସିବିଆଇ ହେପାଜତରେ ବାଗତୁଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଲନ ଶେଖଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ସିବିଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାର…

୩ ବର୍ଷରେ ୯ କଶ୍ମୀରୀ ପଣ୍ଡିତଙ୍କୁ କରାଯାଇଛି ହତ୍ୟା…

ନୂଆଦିଲ୍ଲୀ,୧୪।୧୨ : କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୦ ରୁ ୨୦୨୨ ଗତ ତିନିବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୯ ଜଣ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଇଛି।…

ପୂଜାରା-ଆୟାରଙ୍କ ଅର୍ଦ୍ଧଶତକ: ଭାରତର ସ୍କୋର ୨୦୦ ଟପିଲା

ଚଟ୍ଟୋଗ୍ରାମ,୧୪।୧୨: ଚଟ୍ଟୋଗ୍ରାମରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚେତେଶ୍ୱର ପୂଜାରା ଏବଂ ଶେୟାୟାଶ ଆୟାର ବାଂଲାଦେଶ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପୂଜାରା ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚରେ…

୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ନାହିଁ ଡିଜିଟାଲ ଦକ୍ଷତା…

ନୂଆଦିଲ୍ଲୀ,୧୪।୧୨ : ଏକ ସର୍ଭେ ଅନୁଯାୟୀ, ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି। କନସଲ୍ଟିଂ ଫାର୍ମ ଆଲଫାବେଟାର ଏକ ସର୍ଭେରେ ଏହା ଜଣାପଡିଛି ଯେ ୨୦୨୩…

ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୧୨ : ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ୫.୮୫ ପ୍ରତିଶତକୁ ହ୍ରାସ ପାଇଛି। ସର୍ବଶେଷ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ କର୍ନାଟକ ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଏହା…

କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ…

ବ୍ୟାରେଲ ପିଛା ୪୯ ଡଲାରରେ ଭାରତକୁ ତୈଳ ଯୋଗାଣ ଜାରି ରଖିବ ରୁଷିଆ…

ନୂଆଦିଲ୍ଲୀ,୧୪।୧୨ : ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ଅଶୋଧିତ ତୈଳ ଉପରେ ବ୍ୟାରେଲ ପିଛା ଅତି କମରେ ୬୦ଡଲାରର ପ୍ରାଇସ୍‌ କ୍ୟାପ୍‌ ଲଗାଇଛନ୍ତି। ଏହା ପରେ ମଧ୍ୟ ଭାରତ ବହୁତ କମ୍‌ରେ ତୈଳ ପାଇବା ଜାରି ରଖିବ। ଏହି ପ୍ରତିବନ୍ଧକ ପରେ ମଧ୍ୟ…

ଗୁଜରାଟ ପରାଜୟ ପରେ କଂଗ୍ରେସର ଘରକଳି ତେଜିଲା…

ଅହମଦାବାଦ,୧୪।୧୨ : ଗୁଜରାଟ ନିର୍ବାଚନ ଫଳାଫଳ ସହିତ ରାଜ୍ୟରେ କଂଗ୍ରେସରେ ଘରକଳି ଏବେ ପଦାକୁ ଆସିଛି। କଂଗ୍ରେସର ଗୁଜରାଟ ୟୁନିଟ ନେତା ତଥା ପୂର୍ବତନ ବିଧାୟକ ରଘୁ ଦେଶାଇ ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri