ପାକିସ୍ତାନ ମୁଣ୍ଡ କାମ କରୁନି, ବଏକଟ ଖବର ମଧ୍ୟରେ ଏସିଆ କପ୍ ଅୟୋଜକଙ୍କୁ କଲା ଏପରି ଅନୁରୋଧ
ଦୁବାଇ,୧୭।୯: ଶେଷରେ ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରେ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ମ୍ୟାଚ ଖେଳିବାକୁ ଷ୍ଟାଡିୟମ ଅଭିମୁଖେ ବାହାରିଛି। ପୂର୍ବରୁ ଭାରତ ବିପକ୍ଷ ମ୍ୟାଚରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହାତ ମିଳାଇବା ବିବାଦ ପରେ…
ପାକିସ୍ତାନ ଏସିଆ କପ୍ରୁ ଓହରିଲା: ଭାରତ ସହ ହ୍ୟାଣ୍ଡସେକ ବିବାଦ ପରେ ବଏକଟ
ଦୁବାଇ,୧୭।୯: ପାକିସ୍ତାନ କ୍ରିକେଟ ଦଳ ଏସିଆ କପ୍ ୨୦୨୫ରୁ ଓହରି ଯାଇଛି। ଭାରତ ବିପକ୍ଷ ମ୍ୟାଚ ସମୟରେ ମ୍ୟାଚ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ନେଇ ହ୍ୟାଣ୍ଡସେକ ବିବାଦ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସଲମାନ ଆଘାଙ୍କ ନେତୃତ୍ୱାଧୀନ ଦଳକୁ UAE…
EVMରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୧୭।୯: ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍ରେ ପ୍ରଥମ ଥର ପାଇଁ ପ୍ରିଣ୍ଟ ହେବ। ଫଟୋ ତିନି-ଚତୁର୍ଥାଂଶ ସ୍ଥାନରେ ରହିବ ଯାହା ଦ୍ୱାରା ପ୍ରାର୍ଥୀଙ୍କୁ…
ଓଡିଶା ସରକାରଙ୍କ ବଡ ଯୋଜନା: ପୁରୀରେ ହେବ ବିଶ୍ୱସ୍ତରୀୟ ମେରାଇନ୍ ଆକ୍ୱାରିୟମ୍
ଭୁବନେଶ୍ୱର: ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍ ଆକ୍ୱାରିୟମ୍ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ…
ମୋଦୀଙ୍କୁ ଜନ୍ମଦିନରେ ବଡ ଉପହାର ଦେଲେ ଓଡ଼ିଶାବାସୀ, ବୃକ୍ଷରୋପଣରେ ରେକର୍ଡ
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶାରେ ୭୫ ଲକ୍ଷ ଗଛ ଲଗାଇବାର ସଂକଳ୍ପ ସଫଳ ହୋଇଛି। ଏହି ସାମୂହିକ ବୃକ୍ଷରୋପଣ ଅଭିଯାନ ପରିବେଶ ପ୍ରତି ଦାୟିତ୍ୱ ଓ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସମାଜର ଏକଜୁଟ୍…
ଏହି କାରଣରୁ ଶୁଭମିତ୍ରାଙ୍କ ହତ୍ୟା କରିଥିଲା ଦୀପକ, ବଡ଼ ଖୁଲାସା କଲା ପୋଲିସ
ଭୁବନେଶ୍ୱର,୧୭।୯: ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ କମିଶନରେଟ ପୋଲିସ (ସିପି) ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ୧୦ ଲକ୍ଷ ଟଙ୍କା ଝଗଡ଼ା କାରଣରୁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି। ତଦନ୍ତରୁ ଜଣାପଡ଼ିଛି, ଶୁଭମିତ୍ରା ଅଭିଯୁକ୍ତ ସ୍ୱାମୀ ଦୀପକ…
ଇନ୍ସୁରାନ୍ସ ଟଙ୍କା ପାଇଁ ଶୁଭମିତ୍ରାଙ୍କ ହତ୍ୟା କରିଥିଲା ସ୍ୱାମୀ; ମାଟିତଳୁ ବାହାରିଲା ମୃତଦେହ
ଭୁବନେଶ୍ୱର,୧୭।୯: କେନ୍ଦୁଝର ଜିଲାର ଘଟଗାଁ ଜଙ୍ଗଲରୁ ନିଖୋଜ ଟ୍ରାଫିକ୍ କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଭିଯୁକ୍ତ ତାଙ୍କ ସ୍ୱାମୀ ଦୀପକ ରାଉତ, ଜଣେ ପୋଲିସ କନଷ୍ଟେବଲ୍, ତାଙ୍କୁ ହତ୍ୟା କରି ଘଟଗାଁ ନିକଟସ୍ଥ କୁସୁନପୁର ଜଙ୍ଗଲରେ ପୋତିଥିବା ସ୍ୱୀକାର…
ବନ୍ଦ ହେବ ଡିଜେ ଗାଡ଼ି: ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୯: ରାଜ୍ୟରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ (STA)। ଗାଡ଼ିର ମୂଳ ଢାଞ୍ଚାରେ ବେଆଇନ ପରିବର୍ତ୍ତନ, ଅତ୍ୟଧିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା ବ୍ୟବହାର ବିରୋଧରେ STA ଏକ ସର୍କୁଲାର ଜାରି କରିଛି। ଏହା…
ମୋଟା
ସାରା ବିଶ୍ୱରେ ଏବେ ପିଲା ଓ କିଶୋରମାନେ ମେଦବହୁଳତା ବା ପ୍ରୟୋଜନଠାରୁ ଅଧିକ ମୋଟା ହୋଇଯାଉଛନ୍ତି ବୋଲି ନିକଟରେ ୟୁନାଇଟେଡ୍ ନେଶନ୍ସ ଇଣ୍ଟରନ୍ୟାଶନାଲ ଚିଲ୍ଡ୍ରେନ୍ସ ଏମର୍ଜେନ୍ସି ଫଣ୍ଡ୍ (ୟୁନିସେଫ୍) ଦ୍ୱାରା ପ୍ରକାଶିତ ‘ଚାଇଲ୍ଡ ନ୍ୟୁଟ୍ରିଶନ ଗ୍ଲୋବାଲ ରିପୋର୍ଟ-୨୦୨୫’ରୁ ଜଣାପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି…
ପ୍ରଧାନମନ୍ତ୍ରୀଙ୍କୁ ୭୫
ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ…
ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, ମୋଦି ଦେଲେ ଏମିତି ଜବାବ, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୧୭।୯: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ,…
ଦଶହରାକୁ ଧୋଇବ ବର୍ଷା: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୧୭।୯: ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫-୨୬ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ, ୧୭ରୁ ୨୧…
Archives


