ଇତିହାସ ରଚିଲେ ହିଟ୍ମ୍ୟାନ୍
ନାଗପୁର, ୧୦।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ବର୍ତ୍ତମାନ ଅଧିନାୟକ ଭାବରେ କ୍ରିକେଟ (ଟେଷ୍ଟ, ଦିନିକିଆ ଏବଂ…
ଓଡ଼ିଶାରେ ରାଷ୍ଟ୍ରପତି
ଭୁବନେଶ୍ୱର,୧୦ା୨: ଶୁକ୍ରବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତି…
ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ଉଦ୍ଘାଟନ କଲେ ମୋଦି
ଲକ୍ଷ୍ନୌ,୧୦।୨: ତିନି ଦିନିଆ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ଆଜିଠାରୁ ୟୁପିରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟପାଳ ଆନନ୍ଦିବନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
୭୨ ଘଣ୍ଟା ପରେ କୋଠାତଳୁ ଜୀବିତ ଉଦ୍ଧାର ହେଲେ ମହିଳା
ଆଙ୍କାରା,୧୦ା୨: :ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୧,୦୦୦ ଟପିଛି। ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହା ମଧ୍ୟରେ ଆନ୍ତାକ୍ୟାର ପୂର୍ବର ଡିଆରବାକିରେ ଉଦ୍ଧାରକାରୀମାନେ ଭୁଶୁଡ଼ି ପଡ଼ିଥିବା କୋଠା…
ଭୂକମ୍ପ ମୃତ୍ୟୁସଂଖ୍ୟା ୨୧୦୦୦ ଟପିଲାଣି
ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ସିରିଆରେ ୩…
ଆଜି ଆସୁଛନ୍ତି ରାଷ୍ଟ୍ରପତି
ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୧ଟା ୪୫ରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ…
ଜିଦ୍ରେ ଆନ୍ଧ୍ର, ଅନାଇଛି ଓଡ଼ିଶା
ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ…
ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର
ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ ଏହ ଭୂକମ୍ପର ଭବିଷ୍ୟବାଣୀ କରିଥିବା ଡଚର ବିଶେଷଜ୍ଞ ଫ୍ରେକ ହୋଗରବିଟ୍ସ ଏବେ ଘୋଷଣା କରିଛନ୍ତି…
ପୁଣିଥରେ ଆକ୍ଟିଭ ହେଲା ଡୋନାଲ୍ଡ ଟ୍ରମ୍ଫଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ
ୱାଶିଂଟନ,୧୦ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକ ଓ ଇନଷ୍ଟାଗ୍ରାମରେ ତାଙ୍କର ପ୍ରତିକ୍ରିୟା ଦେବେ । ମେଟା ତାଙ୍କ ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରି ଦେଇଛି । ଫେସବୁକ ୨ ବର୍ଷ ପୂର୍ବରୁ ଟ୍ରମ୍ଫଙ୍କ ଆକାଉଣ୍ଟକୁ ବ୍ୟାନ…
ଗୁପ୍ତଚର ବେଲୁନକୁ ନେଇ ଆମେରିକା ସହ କଥା ହେବାକୁ ଚାଇନା ଅରାଜି
ବେଜିଂ,୯ା୨: ଚାଇନାର ଗୁପ୍ତଚର ବେଲୁନ ଆମେରିକା ଆକାଶରେ ଦେଖାଯିବା ପରଠାରୁ ଚାଇନା ଏବଂ ଆମେରିକା ବିବାଦ ଘେରରେ ରହିଛନ୍ତି। ଆମେରିକା କ୍ଷେପଣାସ୍ତ୍ର ଦ୍ୱାରା ବେଲୁନକୁ ଖସାଇବା ପରେ ଚାଇନା ଏହାର ଆବର୍ଜନା ଫେରାଇବାକୁ ଦାବି କରିଛି। ଏହି ସମୟରେ ଚାଇନା ଆମେରିକାର…
ଥରିଲା ଇଣ୍ଡୋନେସିଆ, ୪ ମୃତ
ଜାକର୍ତ୍ତା,୯ା୨: ତୁର୍କୀରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗୁରୁବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା। ଇଣ୍ଡୋନେସିଆର ପାପୁଆର ପୂର୍ବ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ…
ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ
ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି ସେ କହିଛନ୍ତି, ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ। ଏହି ଗୃହ ହେଉଛି…
Archives


