Home Middle

ପାକିସ୍ତାନରେ ମହଙ୍ଗା ମାଡ଼ ୪୮ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୧।୨ : ପାକିସ୍ତାନ ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ସାଧାରଣ ଲୋକମାନେ ସରକାରଙ୍କୁ ବିରୋଧ କରୁଛନ୍ତି। ଦେବାଳିଆ ଅବସ୍ଥାରେ ପାକିସ୍ତାନ ପହଞ୍ଚିଛି।…

ନାଗପୁର ଟେଷ୍ଟ ୧୩୨ ରନରେ ଜିତିଲା ଭାରତ…

ନାଗପୁର,୧୧।୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୧୩୨ ରନରେ ଟିମ୍‌ ଇଣ୍ଡିଆ ଜିତିଛି। ଏହି ବିଜୟ ସହିତ ଭାରତ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନାଗପୁରର ପ୍ରଥମ ଇନିଂସରେ…

ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି…

ଭଟିକାନ ସିଟି,୧୧।୨ : ଖ୍ରୀଷ୍ଟିଆନ ଧର୍ମର କେନ୍ଦ୍ର ଭଟିକାନ ସିଟିରେ ପୋପ୍‌ ଫ୍ରାନ୍ସିସଙ୍କୁ ବିରୋଧ ଜାରି ରହିଛି ବିରୋଧୀମାନେ ତାଙ୍କୁ ତାଙ୍କର ବୈଦେଶିକ ସମ୍ପର୍କ ଏବଂ ସେ କରୁଥିବା ପରିବର୍ତ୍ତନ ପାଇଁ ସମାଲୋଚନା କରୁଛନ୍ତି। ପୂର୍ବତନ ପୋପ ବେନେଡିକ୍ଟଙ୍କ ମୃତ୍ୟୁ ପରେ…

ନାଗପୁର ଟେଷ୍ଟ: ୨୨୩ ରନ୍‌ରେ ଭାରତ ଆଗୁଆ

ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୧୦ ଉଇକେଟ ହରାଇ ୪୦୦ ରନ୍‌ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩…

ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗରାଜ ଦର୍ଶନ ପରେ ରାଷ୍ଟ୍ରପତି…

ନିଷ୍ଠା ମହିଳାଙ୍କୁ ଅଗ୍ରଗାମୀ କରାଇଛି

ମୁଁ ଯେତେବେଳେ ଓୟୁଏଟିରେ ପଢ଼ୁଥିଲି ସେତେବେଳେ ପୁଅ ପିଲାଙ୍କ ସଂଖ୍ୟା ଅଧିକ ଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ଏଠାରେ ଯଦି ଏକ ଆକଳନ କରାଯାଏ ତେବେ ପାଖାପାଖି ୬୦ ପ୍ରତିଶତ ଝିଅ ପିଲା ପଢ଼ୁଛନ୍ତି। କେବଳ ଏତିକି…

ଆଲାସ୍କା ଆକାଶ ମାର୍ଗରେ ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କଲା ଆମେରିକା ଫାଇଟର ଜେଟ, ବାଇଡେନ ଦେଇଥିଲେ ନିର୍ଦ୍ଦେଶ

ୱାଶିଂଟନ,୧୧ ।୨: ଆମେରିକା ଦ୍ୱାରା ଚାଇନା ଗୁଇନ୍ଦା ବେଲୁନକୁ ନଷ୍ଟ କରିବାର ମାମଲା ଶାନ୍ତ ହୋଇ ନ ଥିବା ବେଳେ ଆମେରିକା ଫାଇଟର ଜେଟ ଆଲାସ୍କା ଆକାଶ ମାର୍ଗରେ ବହୁ ଉଚ୍ଚରେ ଦେଖାଯାଇଥିବା ଏକ ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କରିଦେଇଥିବା ସୂଚନା…

ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ

ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଧାନମନ୍ତ୍ରୀ ୨ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହି…

ତୁର୍କୀ-ସିରିଆରେ ପରିସ୍ଥିତି ଜଟିଳ, ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୪,୬୮୦ରୁ ଅଧିକ ଆହତଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ

ଅଙ୍କାରା/ଦାମସକସ,୧୧ ।୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଙ୍ଗା କୋଠାତଳେ କେଉଁଠି ଜୀବନ ସାହାଯ୍ୟ ଅପେକ୍ଷାରେ ରହିଛି…

ତୁର୍କୀରେ ମୃତ୍ୟୁକୁ ଜିତୁଛି ଜୀବନ, ‘ଅପରେଶନ ଦୋସ୍ତ’କୁ ନେଇ ମୋଦି କହିଲେ ପ୍ରତି ମୁହୂର୍ତ୍ତରେ ଆମେ ତୁମ ସହ ଅଛୁ

ଅଙ୍କାରା/ନୂଆଦିଲ୍ଲୀ,୧୧ ।୨: ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ତୁର୍କୀରେ ଏବେ ଶେଷ ହୋଇଆସୁଥିବା ନିଶ୍ୱାସ ପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏଠାରେ ପ୍ରତି ମୁହୂର୍ତ୍ତରେ ଚାଲିଛି ଜୀବନ…

ଘଣ୍ଟାଏ ଭିତରେ ୟୁକ୍ରେନ୍ ଉପରେ ୧୭ ମିଶାଇଲ ମାଡ କଲା ରୁଷିଆ

ମସ୍କୋ,୧୧ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏହି ଯୁଦ୍ଧ ଏବେବି ପ୍ରଥମ ଦିନ ଭଳି ଲାଗି ରହିଛି । ଶୁକ୍ରବାର ରୁଷିଆ ୧ ଘଣ୍ଟା ଭିତରେ ୟୁକ୍ରେନ୍ ଉପରେ…

‘ଆର୍ଥିକ ବିକାଶ କ୍ଷେତ୍ରରେ ବିଶ୍ୱର ୫ମ ସ୍ଥାନରେ ରହିଛି ଭାରତ’

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ସେ କହିଛନ୍ତି, ଆଜିର ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri