Home Middle

ଭାରତ-ସାଇପ୍ରସ ମଧ୍ୟରେ ହେବ ପ୍ରତିରକ୍ଷା ଚୁକ୍ତି, ସାଇପ୍ରସ ଗସ୍ତରେ ଜୟଶଙ୍କର…

ନୂଆଦିଲ୍ଲୀ/ନିକୋସିଆ,୨୯।୧୨ : ଭୂମଧ୍ୟସାଗରରେ ତୁର୍କୀର ଆକ୍ରୋଶ ଯୋଗୁ ଅସୁବିଧାରେ ପଡିଥିବା ସାଇପ୍ରସ ପ୍ରତିରକ୍ଷା ସମେତ ଭାରତ ସହିତ ଅନେକ ଚୁକ୍ତି କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ଯାଉଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ସାଇପ୍ରସ ଗସ୍ତ ଆରମ୍ଭ…

ମେଲବୋର୍ନରେ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ହେବା ନେଇ ଚର୍ଚ୍ଚା, ଭିକ୍ଟୋରିଆ ସରକାରଙ୍କ ଉଦ୍ୟମ…

ମେଲବୋର୍ନ,୨୯।୧୨ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ବର୍ଷ ପରେ ପୁଣି ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର ଦୀର୍ଘତମ ଫର୍ମାଟରେ, ଏହି ଦୁଇ ଦଳ ଶେଷ ଥର ପାଇଁ ୨୦୦୭ ରେ ମୁହାଁମୁହିଁ ହୋଇଥିଲେ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…

ରାହୁଲଙ୍କ ସୁରକ୍ଷା ନେଇ ସିଆରପିଏଫର ଜବାବ, ସେ ନିଜେ କରୁଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ,୨୦୨୦ ଠାରୁ ୧୧୩ ଥର…

ନୂଆଦିଲ୍ଲୀ,୨୯।୧୨ : ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ପ୍ରସଙ୍ଗ ଉଠାଇଛି। ଗୋଟିଏ ଦିନ ପୂର୍ବରୁ ଦଳର ନେତା କେସି ଭେନୁଗୋପାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଅଭାବ ଅଭିଯୋଗ…

ମତଦାନ ପାଇଁ ଆଉ ପ୍ରବାସୀଙ୍କୁ ଘରକୁ ଫେରିବାକୁ ପଡ଼ିବ ନାହିଁ, ରିମୋର୍ଟ ଇଭିଏମ୍‌ର ପ୍ରୋଟୋଟାଇପ ବିକଶିତ କଲେ ଇସି…

ନୂଆଦିଲ୍ଲୀ,୨୯।୧୨ : ମତଦାନ ପ୍ରତ୍ୟେକ ବୟସ୍କଙ୍କ ସାମ୍ବିଧାନିକ ଅଧିକାର। କିନ୍ତୁ ଅନେକ ଲୋକ ଘରୁ ଦୂରରେ ଥିବାରୁ ଭୋଟ ଦେବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ନିର୍ବାଚନ ଆୟୋଗ ଏପରି ଏକ ସମାଧାନ ବାହାର କରିଛନ୍ତି ଯେ ଘରଠାରୁ ଦୂରରେ ରହୁଥିବା…

ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ ବିସ୍ତାରିତ…

ଏବେ ଅଲମାଟି ଡ୍ୟାମ ନେଇ ବିବାଦ ଘନେଇଲା, ସୁପ୍ରିମ୍‌କୋର୍ଟ ଯିବାକୁ ଫଡ଼ନାଭିସଙ୍କ ଧମକ…

ମୁମ୍ବାଇ/ବେଙ୍ଗାଲୁରୁ,୨୯।୧୨ : ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ସୀମା ବିବାଦ ପରେ ବର୍ତ୍ତମାନ ଆଲମାଟି ଡ୍ୟାମ ବିବାଦର ଏକ ନୂଆପ୍ରସଙ୍ଗରେ ପରିଣତ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବନ୍ୟା ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ସେ ଏହି…

ଭାରତ ପାଲଟିବ ବିଶ୍ୱସ୍ତରୀୟ ଗେମିଂ ହବ…

ନୂଆଦିଲ୍ଲୀ,୨୯।୧୨ : ଭାରତକୁ ଏକ ବିଶ୍ୱ ଗେମିଂ ହବ କରିବା ପାଇଁ ସହଜ ବ୍ୟବସ୍ଥା ଉପରେ ଯୋଜନା ଜାରି ରହିଛି। ଖେଳ କାର୍ଯ୍ୟକଳାପରୁ ହୋଇଥିବା ଆୟରୁ ଖର୍ଚ୍ଚ ଏବଂ କ୍ଷତି ଅଫସେଟ କରିବା ବ୍ୟବସ୍ଥା ବନ୍ଦ କରାଯିବା ନେଇ ଚର୍ଚ୍ଚା ହେଉଛି।…

ଉଦ୍ଧବଙ୍କ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି ବାଇଡେନ-ପୁଟିନ-ଚାଲର୍ସ: ସଞ୍ଜୟ ରାଉତ…

ମୁମ୍ବାଇ,୨୯।୧୨ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତଙ୍କ ଏକ ଭାଷଣ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ କିଙ୍ଗ ଚାଲର୍‌ସ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମୁକ୍ତ ବାଣିଜ୍ୟ, ୬ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଶୁଳ୍କ ମୁକ୍ତ…

ନୂଆଦିଲ୍ଲୀ,୨୯।୧୨ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମଧ୍ୟବର୍ତ୍ତୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଗୁରୁବାର ଠାରୁ କାର୍ଯ୍ୟକାରୀ ହେଉଛି। ଏହା ପରେ ଅଷ୍ଟ୍ରେଲିଆକୁ ଭାରତର ଛଅ ହଜାରରୁ ଅଧିକ ଉତ୍ପାଦ ରପ୍ତାନି ଉପରେ କୌଣସି ଶୁଳ୍କ ରହିବ ନାହିଁ। ୨…

ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…

ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ ଏବଂ…

ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…

ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦକ୍ଷିଣ ପଶ୍ଚିମ ଚେଙ୍ଗଡୁ ସହରର ଏକ ପ୍ରମୁଖ ହସ୍ପିଟାଲ ହୁଆକ୍ସିର କର୍ମଚାରୀମାନେ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri