କାଲିଫର୍ନିଆରେ ବର୍ଷାର ତାଣ୍ଡବ: ଗଲାଣି ୧୯ ଜୀବନ, ୨୩୦୦୦ ଘରକୁ ବିଜୁଳି ନାହିଁ
ଓ୍ବାଶିଂଟନ,୧୫ା୧: ବର୍ଷା, ତୁଷାରପାତ ଏବଂ ପ୍ରବଳ ଝଡ଼ତୋଫାନରେ ଆମେରିକାର କାଲିଫର୍ନିଆର ଅବସ୍ଥା ବେହାଲ ହୋଇଛି। ସପ୍ତାହ ଶେଷ ସୁଦ୍ଧା କାଲିଫର୍ନିଆରେ ପୁଣି ପ୍ରବଳ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ କେବଳ ବର୍ଷା ଯୋଗୁ…
ସିଂହନାଥ ପୀଠରେ ୧୪୪ ଧାରା ଜାରି
ବଡ଼ମ୍ବା,୧୫ା୧(ଡି.ଏନ୍.ଏ.): ମକରମେଳା ଅବସରରେ କଟକ ଜିଲା ବଡ଼ମ୍ବାର ସିଂହନାଥ ପୀଠ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳାଚକଟାରେ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସିଂହନାଥ ପୀଠରେ ୧୪୪ ଧାରା ଜାରି ହୋଇଛି।…
ଟି-ବ୍ରିଜ୍ରେ ଦଳାଚକଟା
ବଡ଼ମ୍ବା (ଡି.ଏନ୍.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିରକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଉପରେ ଅସମ୍ଭାଳ ଭିଡ଼ ହେବାରୁ…
ରୁଷିଆର ମିଶାଇଲ ମାଡରେ ୟୁକ୍ରେନରେ ୯ ଲୋକ ମୃତ, ୬୪ ଆହତ, ଅଧିକାଂଶ ଅଞ୍ଚଳରେ ବ୍ଲାକ ଆଉଟ
କ୍ୱିଭ,୧୫ ।୧: ୟୁକ୍ରେନର ବିଭିନ୍ନ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ ଲଗାତାର ଭାବେ ହୋଇଚାଲିଛି । ଏମିତି ଏକ ମିଶାଇଲ ମାଡରେ ୟକ୍ରେନର ଦକ୍ଷିଣ-ପୂର୍ବ ସହର ନିପ୍ରୋରେ ଥିବା ଏକ ଆପାର୍ଟମେଣ୍ଟର ଅଧାଭାଗ ନଷ୍ଟ ହୋଇଯାଇଛି ଯେଉଁଥିରେ ୧୨ ଜଣଙ୍କ…
ଝିଅ-ପୁଅଙ୍କ ପାଇଁ ସମାନ ବିବାହ ବୟସ ମାମଲାକୁ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୪।୧ : ବିବାହରେ ଝିଅ-ପୁଅଙ୍କ ପାଇଁ ସମାନ ବୟସ ଲାଗି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଦିଲ୍ଲୀ ହାଇକୋର୍ଟରୁ ନିଜ ପାଖକୁ ଆଣିଛନ୍ତି। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥରା…
ଲାଇଭ ଷ୍ଟ୍ରିମିଂ ପାଇଁ ସମସ୍ତ କୋର୍ଟରେ ସମାନ ପ୍ଲାଟଫର୍ମ ଲାଗି ଆମେ ଆଗ୍ରହୀ: ସିଜେଆଇ…
ନୂଆଦିଲ୍ଲୀ,୧୪।୧ : ଦେଶର ସମସ୍ତ କୋର୍ଟର ନ୍ୟାୟିକ ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ କୋର୍ଟରେ ଏଥି ପାଇଁ ସମାନ ପ୍ଲାଟଫର୍ମ ପ୍ରଣୟନ ଲାଗି ଆମେ ଆଗ୍ରହୀ। ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ…
ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…
ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ ସହରରେ ହୋଇଥିବା ବୈଠକରେ ଉଭୟ ପକ୍ଷ ଏନେଇ ରାଜି ହୋଇଛନ୍ତି। ଭୁଟାନର ଚାଇନା ସହିତ…
୩-୦ ଗୋଲରେ ଜାପାନକୁ ହରାଇଲା ଜର୍ମାନୀ…
ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଜାପାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯାଉଥିବା ପୁଲ ବି ମ୍ୟାଚରେ ଜର୍ମାନୀ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାଜିତ କରିଛି। ମ୍ୟାଚର…
ଗ୍ବାଦରରେ କର୍ଫ୍ୟୁ: ଇଣ୍ଟରନେଟ୍ ସେବାରେ ଲାଗିଲା ପ୍ରତିବନ୍ଧକ
ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି କରିଛନ୍ତି। ଯାହା ସମସ୍ତ ପ୍ରକାର ସମାବେଶ ତଥା ବିରୋଧ ଉପରେ ପ୍ରତିବନ୍ଧକ ଲଗାଇବ। ମକରାନ…
ଶ୍ରୀଲଙ୍କା ଯାଉଥିବା ଭାରତୀୟମାନଙ୍କ ପାଇଁ ମାନିବାକୁ ପଡ଼ିବ ଏହି ନିୟମ
କଲମ୍ବୋ,୧୪ା୧: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ପ୍ରକାଶ ପାଇଛି। ସମସ୍ତ ଦେଶ ଏଥିରୁ ବର୍ତ୍ତିବା ପାଇଁ କଡ଼ା ନିୟମ ଲାଗୁ କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ମଧ୍ୟ ଏହାର କରୋନା ନିୟମକୁ କଡ଼ାକଡ଼ି କରିଛି। ଶନିବାର ଭାରତୀୟ ଦୂତାବାସ…
ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସଶସ୍ତ୍ର ବାହିନୀ ମଧ୍ୟରୁ ଅନ୍ୟତମ: ସେନାମୁଖ୍ୟ…
ନୂଆଦିଲ୍ଲୀ,୧୪।୧ : ଜାନୁୟାରୀ ୧୫ରେ ସେନା ଦିବସ ପାଳନ ପୂର୍ବରୁ ଭାରତୀୟ ସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କହିଛନ୍ତି ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସେନା ମଧ୍ୟରୁ ଅନ୍ୟତମ। ଦେଶରେ ସୁରକ୍ଷାରେ ଭାରତୀୟ ଯବାନମାନେ ନିଜ ଜୀବନକୁ ବାଜି…
ବଡ଼ମ୍ବା ଟି-ବ୍ରିଜ୍ ଦଳାଚକଟା: ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମକରମେଳାରେ କଟକ ଜିଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି…
Archives


