ବରିଷ୍ଠ ଓଏଏସ୍ ଶ୍ୟାମଭକ୍ତ ମିଶ୍ର ହେଲେ ଓପିଏସ୍ସି ସଦସ୍ୟ
ଭୁବନେଶ୍ୱର,୨୧ା୧(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍ ଅଫିସର ଶ୍ୟାମଭକ୍ତ ମିଶ୍ରଙ୍କୁ ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ…
ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…
ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଭେଟେରାନଙ୍କ ସମେତ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଏକ…
‘ଯୁଦ୍ଧରେ ଆଗକୁ ବଢ଼ିବାକୁ ହେଲେ ଉନ୍ନତମାନର ଅସ୍ତ୍ରଶସ୍ତ୍ର ଦରକାର’
କିଭ୍,୨୧ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ହେଲେ ୟୁକ୍ରେନକୁ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଦରକାର। ପାଶ୍ଚାତ୍ୟ ଦେଶଗୁଡ଼ିକ ଦୀର୍ଘଦିନ ଧରି କିଭ୍କୁ ଟ୍ୟାଙ୍କ ଦେବେ…
ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ମନେ ପକାଇଲେ ନିର୍ବାଚନ କମିଶନ, ପ୍ରଚାରରେ ପୂଜା ସ୍ଥଳର ନ ହେଉ ବ୍ୟବହାର…
ନୂଆଦିଲ୍ଲୀ,୨୧।୧ : ୩ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ଉପ-ନିର୍ବାଚନ ପୂର୍ବରୁ ର୍ନିବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଆଇନର ଧାରା ଏବଂ ଆଦର୍ଶ ଆଚରଣ ବିଧି ବିଷୟରେ ମନେ ପକାଇ ଦେଇଛନ୍ତି। ପ୍ରଚାରରେ ପୂଜାପାଠ ସ୍ଥଳର ବ୍ୟବହାରକୁ…
ଗେହଲଟ-ପାଇଲଟଙ୍କୁ ପରାମର୍ଶ ଦେଲେ ଥରୁର…
ଜୟପୁର,୨୧।୧ : କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ ନେତାମାନେ ବ୍ୟାପକ ଭାଭମୂର୍ତ୍ତି ଏବଂ ସାମୂହିକ ଲକ୍ଷ୍ୟକୁ ଗୁରୁତ୍ୱ ଦେବା ଉଚିତ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ…
ଏଲଏସିରେ ଭାରତୀୟ ବାୟୁସେନା ପକ୍ଷରୁ ହେବ ସମରାଭ୍ୟାସ ‘ପ୍ରଳୟ’…
ନୂଆଦିଲ୍ଲୀ,୨୧।୧ : ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି। ଏହାର ନାମ ‘ପ୍ରଳୟ’ ରଖାଯାଇଛି। ବାୟୁସେନା ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସର ସହଯୋଗରେ…
ସିରିଜ ଜିତିଲା ଭାରତ…
ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚକୁ ସହଜରେ ଟିମ ଇଣ୍ଡିଆ ଜିତିଛି। ଏହା ସହିତ ତିନିଟିକିଆ ସିରିଜକୁ ଭାରତ ୨-୦ରେ ଜିତଛି। ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ…
ସୋସିଆଲ ମିଡ଼ିଆ ପ୍ରଭାବଶାଳୀଙ୍କ ପାଇଁ ନୂଆ ନିୟମ: ବିଭ୍ରାନ୍ତିକର ବିଜ୍ଞାପନ ଦେଲେ ୫୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୨୧।୧ : ସୋସିଆଲ ମିଡିଆ ପ୍ରଭାବଶାଳୀ(ଇନଫ୍ଲ୍ୟୁଏନ୍ସର)ମାନଙ୍କୁ ଉତ୍ପାଦ ଏବଂ ସେବାକୁ ପ୍ରୋତ୍ସାହନ ଦେବାବେଳେ ସରକାର ସେମାନଙ୍କର ସାମଗ୍ରୀକ ସମ୍ବନ୍ଧ ଏବଂ ଆଗ୍ରହକୁ ପ୍ରକାଶ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ ଯଦି ଏହା କରା ନ ଯାଏ ତେବେ ବିଜ୍ଞାପନ…
ବିବିସିର ଡକ୍ୟୁମେଣ୍ଟାରୀର ଭିଡିଓ-ଟୁଇଟ ଅବରୋଧ ପାଇଁ ସରକାରଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିେରୋଧରେ ପ୍ରଚାର କରୁଥିବା ବିବିସିର ଡକ୍ୟୁମେଣ୍ଟାରୀ ଶେୟାର କରୁଥିବା ଭିଡିଓ ଏବଂ ଟୁଇଟକୁ ଅବରୋଧ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ବିବିସି ଡକ୍ୟୁମେଣ୍ଟାରୀ ଇଣ୍ଡିଆ: ଦ ମୋଦି କୋଶ୍ଚିନର ଭିଡିଓ…
ଅହୋମ ମୈଦାନ ୟୁନେସ୍କୋ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ପ୍ରସ୍ତାବ ପଠାଇବେ କେନ୍ଦ୍ର ସରକାର…
ଗୁଆହାଟୀ,୨୧।୧ : କେନ୍ଦ୍ର ସରକାର ଅହୋମ ସାମ୍ରାଜ୍ୟର ଚରାଇଦେବ ମୈଦାନକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମନୋନୀତ କରିବାକୁ ୟୁନେସ୍କୋକୁ ଏକ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଶନିବାର ଏହି ସୂଚନା…
ଡିଜିଟାଲ ଜ୍ଞାନକୌଶଳ ଦ୍ୱାରା ଅନୁପ୍ରବେଶ ସାଇବର ସୁରକ୍ଷା ପାଇଁ ଆହ୍ବାନ ସୃଷ୍ଟି କରିଛି…
ନୂଆଦିଲ୍ଲୀ,୨୧।୧ : ସମ୍ପ୍ରତି ଡିଜିଟାଲ ଜ୍ଞାନକୌଶଳ ଦ୍ୱାରା ଅନୁପ୍ରବେଶ ସାଇବର ସୁରକ୍ଷା ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷା କିପରି ସୁନିଶ୍ଚିତ ହେବ ସେ ନେଇ ସରକାରଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରହିଛି। ୫୭ ତମ…
ଆରଏସଏସକୁ ସମାଲୋଚନା କଲେ ନେତାଜୀଙ୍କ ଝିଅ, ଦୁହିଁଙ୍କ ଚିନ୍ତା ଧାରା ଭିନ୍ନ ଭିନ୍ନ ବୋଲି କହିଲେ…
କୋଲକାତା,୨୧।୧ : ଜାନୁଆରୀ ୨୩ ରେ କୋଲକାତାରେ ଆରଏସଏସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଯୋଜନା କରିଛି। ଏନେଇ ନେତାଜୀଙ୍କ ଝିଅ ଅନୀତା ବୋଷ ଫାଫ କହିଛନ୍ତି ଯେ ତାଙ୍କ ପିତାଙ୍କ ଉତ୍ତରାଧିକାରୀଙ୍କ ଶୋଷଣ ପାଇଁ…
Archives


