Home Middle

ବଜେଟରେ ୭ ପ୍ରାଥମିକତା: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : ସଂସଦରେ ୨୦୨୩ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ବଜେଟରେ ୭ଟି ପ୍ରାଥମିକତା ରହିଛି । ଏହା ଦ୍ୱାରା କୃଷି ତ୍ୱରାନ୍ବିତ ପାଣ୍ଠି ସହିତ ଏଗ୍ରି ଷ୍ଟାର୍ଟଅପ ବୃଦ୍ଧି ପାଇବ। ଏହା କୃଷକମାନଙ୍କୁ ସାହାଯ୍ୟ…

ବଜେଟରେ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି। ଦେଶର ସ୍ବାଧୀନତାର ସୁବର୍ଣ୍ଣ ଯୁଗର ଏହା ହେଉଛି ପ୍ରଥମ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆମେ ପ୍ରତ୍ୟେକ ବିଭାଗରେ ପହଞ୍ଚିବାକୁ…

କ୍ୟାବିନେଟ ବୈଠକରେ ବଜେଟକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଜେଟ-୨୦୨୩କୁ ମଞ୍ଜୁରୀ ମିଳିଛି । ୨୦୨୩ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିବା ପରେ ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ବୈଠକରେ…

ଲାଲ ସମ୍ବଲପୁରୀ ରେଶମ ଶାଢିରେ ବଜେଟ ଉପସ୍ଥାପନ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀଙ୍କର ଏକ ସୁନ୍ଦର ଶାଢି ସଂଗ୍ରହ ସେଟ ଅଛି। ତାଙ୍କ ଶାଢିର ରଙ୍ଗ ପ୍ରାୟତଃ ଦେଶର ନୋଟ୍‌ର ରଙ୍ଗ ସହିତ ମେଳ ଖାଉଥିବା…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। କେନ୍ଦ୍ର ସ୍ବାସ୍ଥ୍ୟ…

ବଜେଟକୁ ରାଷ୍ଟ୍ରପତିଙ୍କ ଔପଚାରିକ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ ବୈଠକରେ ଯୋଗଦେବା ପାଇଁ ସଂସଦ ଗୃହରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା…

ଭାରତ ସୀମାରେ ମ୍ୟାନମାରରେ ସେନାର ଏୟାର ଷ୍ଟ୍ରାଇକ…

ନୂଆଦିଲ୍ଲୀ,୧।୨ : କ୍ଷମତା ହାସଲ କରିବାର ଦୁଇ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମ୍ୟାନମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ମ୍ୟାନମାରର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକକୁ ବୃଦ୍ଧି କରୁଛନ୍ତି। ମାନବାଧିକାର ମନିଟରିଂ ଗୋଷ୍ଠୀ କହିଛନ୍ତି ଯେ…

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ୭ ଫେବୃୟାରୀରୁ…

ମେଲବୋର୍ନ/ନୂଆଦିଲ୍ଲୀ,୧।୨ : ଭାରତ-ଅଷ୍ଟ୍ରେଲିଆ ପକ୍ଷରୁ ଏକ ନୂତନ ପ୍ରତିରକ୍ଷା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ଏହା କାନବେରାରେ ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମର ନେତୃତ୍ୱ ସୁରକ୍ଷା ଏବଂ ଜିଓପଲିଟିକ୍ସର ନିର୍ଦ୍ଦେଶକ ଡେଭିଡ ବ୍ରୁଷ୍ଟର କରିବେ। ଏହି ଅବସରରେ ଅଷ୍ଟ୍ରେଲୀୟ…

ଚାଟ ଜିପିଟି ଜ୍ଞାନର ମୂଳଦୁଆ ପାଇଁ ସୃଷ୍ଟି କରୁଛି ବିପଦ…

ଟରଣ୍ଟୋ/ନୂଆଦିଲ୍ଲୀ,୧।୨ : ସମ୍ପ୍ରତି ଇଣ୍ଟରନେଟ ଦୁନିଆରେ ଚାଟ ଜେନେରେଟିଭ ପ୍ରି-ଟ୍ରେଣ୍ଡ ଟ୍ରାନ୍ସଫର୍ମର ଅର୍ଥାତ ଚାଟ ଜିପିଟି ବିଷୟରେ ଅନେକ ଆଲୋଚନା ଚାଲିଛି। ଚାଟ ଜିପିଟି ଜ୍ଞାନର ମୂଳଦୁଆ ପାଇଁ ବିପଦ ହୋଇପାରେ। ଏନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ଓପନ- ଏଆଇ କମ୍ପାନୀ…

ହିଣ୍ଡନବର୍ଗ ରିପୋର୍ଟର ଯାଞ୍ଚ କରିବେ ଅଷ୍ଟ୍ରେଲିଆ ସରକାର…

ମେଲବୋର୍ନ,୧।୨ : ହିଣ୍ଡନବଗର୍ର୍ ରିପୋର୍ଟ ଆଦାନୀ ଗ୍ରୁପକୁ ଏକ ବଡ ଝଟକା ଦେଇଛି ଏବଂ ଏହା ଯୋଗୁ କମ୍ପାନୀର ଶେୟାର ହ୍ରାସ ପାଇଛି। ବର୍ତ୍ତମାନ ଖବର ଆସିଛି ଯେ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ ମଧ୍ୟ ଏହି ରିପୋର୍ଟର ସମୀକ୍ଷା କରୁଛନ୍ତି। ଆମେରିକାର…

ଝିଅ-ପୁଅଙ୍କ ବିବାହ ବୟସ ହେଉ ସମାନ, ଆବେଦନକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କଲେ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଝିଅ-ପୁଅଙ୍କ ବିବାହ ବୟସ ସମାନ ହେବା ନେଇ କରାଯାଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ୧୩ ଜାନୁୟାରୀ ୨୦୨୩ ରେ ବିଭିନ୍ନ ଆଇନରେ ଝିଅ-ପୁଅଙ୍କ…

୮ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତ ୯୦୦ ତଳେ…

ନୂଆଦିଲ୍ଲୀ,୩୧।୧ : ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ (ଏଚଏମଆଇଏସ) ରିପୋର୍ଟରେ ଦେଶରେ ଜନ୍ମ ସମୟରେ ଲିଙ୍ଗ ଅନୁପାତର ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ପୁଅ ତୁଳନାରେ ଝିଅମାନଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri