ଆକାଶମାର୍ଗରେ ଗୁଇନ୍ଦା ବେଲୁନକୁ ଫଟାଇଦେବା ପରେ ଆମେରିକାକୁ ଧମକ ଦେଲା ଚାଇନା
ବେଜିଂ,୫ ।୨: ଆମେରିକା ଚାଇନାର ଗୁଇନ୍ଦା ବେଲୁନ ବା ସ୍ପାଏ ବେଲୁନକୁ ଫଟାଇ ଦେଇଛି । ଇତିମଧ୍ୟରେ ବେଲୁନର ଶୁଟଡାଉନକୁ ନେଇ ଚାଇନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକାର ଏହି କାର୍ଯ୍ୟକୁ ଚାଇନା କଡା ବିରୋଧ କରିଛି ।…
ଇସ୍ରୋ-ନାସାର ମିଳିତ ମହାକାଶ ଅଭିଯାନ, ଲଞ୍ଚ ପାଇଁ ଭାରତ ଆସିବ ନିସାର ସାଟେଲାଇଟ
ନୂଆଦିଲ୍ଲୀ,୫ ।୨: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ମିଳିତ ଭାବେ ନିର୍ମିତ ଉପଗ୍ରହ ନିସାରର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଏହି ଉପଗ୍ରହ ଭାରତ ପହଞ୍ଚିବାକୁ…
ଚାଇନାର ଗୁଇନ୍ଦା ବେଲୁନକୁ ନଷ୍ଟ କଲା ଆମେରିକା, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା
ୱାଶିଂଟନ,୫ ।୨: ଆମେରିକା ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଲାଣି । ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଆମେରିକା ସମୁଦ୍ର ଉପରେ ଚାଇନା ବେଲୁନକୁ ନଷ୍ଟ କରିଦେଇଛି । ଏବେ…
ପିଆଜ ବଦଳରେ ଅନ୍ୟ ଜିନିଷ କିଣୁଛନ୍ତି ମାନିଲାର ନାଗରିକ…
ମାନିଲା,୪।୨ : ଫିଲିପାଇନ୍ସରେ ପିଆଜ ଦର ଆକାଶଛୁଆଁ ହେଉଛି। ଲୋକଙ୍କ ଥାଳିରୁ ପିଆଜ ନିଖୋଜ ହେବାରେ ଲାଗିଛି। ଫିଲିପାଇନ୍ସରେ ପିଆଜ ଉତ୍ପାଦନ ଅଳ୍ପ, କିନ୍ତୁ ବ୍ୟବହାର ଅଧିକ । ଏଥର ସରକାର ଅନ୍ୟ ଦେଶରୁ ଆବଶ୍ୟକ ପରିମାଣର ପିଆଜ କିଣିବାରେ ବିଫଳ…
ଶିନ୍ଦେଙ୍କୁ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଲେ ଆଦିତ୍ୟ…
ମୁମ୍ବାଇ,୪।୨ : ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜଣେ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ଶିନ୍ଦେଙ୍କୁ ବିଧାନସଭା ନିର୍ବାଚନରେ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି। ମୁଁ ମୋ ଆସନରୁ ଇସ୍ତଫା ଦେବି…
୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…
ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି), ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର…
ଦୂଷିତ ପାଣି ପିଇ ରୟାଲ ନେଭିର ନାବିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…
ଲଣ୍ଡନ,୪।୨ : ବ୍ରିଟେନର ରୟାଲ ନେଭିର ନାବିକମାନଙ୍କୁ ସେମାନଙ୍କ ଜାହାଜରେ ପାନୀୟ ଜଳ ସମସ୍ୟା ହେବା ପରେ ଦକ୍ଷିଣ ପୂର୍ବ ଇଂଲଣ୍ଡର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୟାଲ ନେଭି ନିଶ୍ଚିତ କରିଛି ଯେ ଏହାର ଫ୍ରିଗେଟ ଏଚଏମଏସ ପୋର୍ଟଲ୍ୟାଣ୍ଡ ସତର୍କତାର ସହିତ…
ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବାବା ରାମଦେବ…
ଜୟପୁର,୪।୨ : ରାଜସ୍ଥାନ ଗସ୍ତରେ ଯାଇଥିବା ଯୋଗ ଗୁରୁ ବାବା ରାମଦେବ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି। ସେ ମୁସଲମାନ ସମାଜ ବିରୋଧରେ ନମାଜ ଉପରେ ମନ୍ତବ୍ୟ ଦେଇଥିଲେ। ବାବାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ରାଜନୀତି ସରଗରମ…
ବଜେଟରେ ତାଲିବାନ ପାଇଁ କାହିଁକି ସହାୟତା, କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଦେଶର ବିକାଶ ପାଇଁ କେନ୍ଦ୍ର ବଜେଟରେ ଆର୍ଥିକ ସହାୟତା ପ୍ରଦାନ ଉପରେ ପ୍ରଶ୍ନ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଦିଲ୍ଲୀର ପାଣ୍ଠି…
ସୋରେନ ସରକାରଙ୍କୁ ଶାହାଙ୍କ ଖୋଲା ଚ୍ୟାଲେଞ୍ଜ: ନିର୍ବାଚନ ମଇଦାନରେ ହେବ ଲଢ଼େଇ…
ଦେଓଘର,୪।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦେଓଘରଠାରେ ଭାଜପାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବାବେଳେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ସୋରେନ ସରକାରଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି…
ପାକିସ୍ତାନରେ ଡଙ୍ଗାବୁଡ଼ି ଘଟଣା: ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି
ଇସଲାମାବାଦ,୪ା୨: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ହ୍ରଦରେ ଡଙ୍ଗା ବୁଡ଼ିଯିବା ପରେ ଉଦ୍ଧାର କର୍ମଚାରୀମାନେ ଅନ୍ୟ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହା ସହିତ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଥିବା ପୋଲିସ ସୂଚନା ଦେଇଛି। ଜାନୁୟାରୀ ୨୯ରେ…
୯ ଫେବୃୟାରୀରୁ ବର୍ଡର-ଗାଭାସ୍କର ଟ୍ରଫି: ୨୬ ବର୍ଷ ତଳେ ହୋଇଥିଲା ଆରମ୍ଭ, ଅଧିକ ବିଜୟ ଭାରତ ଖାତାରେ…
କୋଲକାତା,୪।୨ : ଯଦିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ ୭୫ ବର୍ଷ ପୂର୍ବେ ଖେଳାଯାଇଥିଲା, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଟେଷ୍ଟ ସିରିଜ ୨୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୯୯୬ ରୁ ଭାରତ ଏବଂ…
Archives


