ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି
ଇସଲାମାବାଦ,୨୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍ ମଲିକ ଅମାନ ଶୁଣାଣି…
ଶ୍ରୀ ଲିଙ୍ଗରାଜଙ୍କ ପହଣ୍ଡି ବିଜେ
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ପବିତ୍ର ଅଶୋକାଷ୍ଟମୀ ଉପଲକ୍ଷେ ବୁଧବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ବର୍ତ୍ତମାନ ମହାପ୍ରଭୁଙ୍କ ପହଣ୍ଡି ବିଜେ ଚାଲିଛି। ଦୁଇ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ନୀତିକାନ୍ତି ଚାଲିଛି। ସୂଚନାଯୋଗ୍ୟ, ଭଉଣୀ ରୁକ୍ମିଣୀଙ୍କୁ ସାଥୀରେ ନେଇ ରାମନବମୀ ଯାତ୍ରାରେ…
ନେହେରୁ-ବାଜପେୟୀଙ୍କ ଭାଷଣ ଶୁଣିବାକୁ ରୁଣ୍ଡ ହେଉଥିଲେ ଲୋକେ: ଘୃଣା ଭାଷଣ ନେଇ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୯।୩ : ଘୃଣା ଭାଷଣ ପ୍ରଦାନ କରୁଥିବା ଉପାଦାନଗୁଡିକ ଉପରେ ସୁପ୍ରିମକୋର୍ଟ ଦୃଢ଼ ଆପତ୍ତି ଉଠାଇଛନ୍ତି। ଲୋକମାନେ କାହିଁକି ନିଜକୁ ନିୟନ୍ତ୍ରଣ କରୁନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର…
ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…
ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର ରଣନୀତିର ଏକ ଅଂଶ ଭାବେ ଏଭଳି କରାଯାଉଛି। ବେଜିଂ ଭିତ୍ତିକ ଥିଙ୍କ ଟ୍ୟାଙ୍କ ସାଉଥ…
ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ: ୯୦ ଲକ୍ଷ ଭୋକରେ…
କାବୁଲ,୨୯।୩ : ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚ୍ପି) ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୯୦ ଲକ୍ଷ ଲୋକ ଅର୍ଥନୈତିକ ଏବଂ ମାନବିକ ସଙ୍କଟ ମଧ୍ୟରେ ଭୋକ ଉପାସରେ ଅଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…
ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ
ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେବଳ ସମ୍ଭବ ହେବ ଯଦି ସେ ତାଙ୍କର ‘ଭୁଲ୍’କୁ ଗ୍ରହଣ କରନ୍ତି। ସେ ଯାହା…
ରୋଡ ଶୋ’ରେ ୫୦୦ ଟଙ୍କିଆ ନୋଟ ଉଡାଇଲେ ବିଧାୟକ, ଭିଡ଼ିଓ ଭାଇରାଲ…
ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେ ୧୦ ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମେ ୧୩ ରେ ଭୋଟ ଗଣନା କରାଯିବ। ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିବାଦ ଘେରକୁ ଆସିଥିବା…
ଦେଶରେ ବଢ଼ିଲା ଚିତା ବଂଶ: ନାମିବ୍ୟା ଚିତା ବାଘୁଣୀ ଦେଲା ୪ ଶାବକଙ୍କୁ ଜନ୍ମ…
ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ ଚାରି…
କର୍ନାଟକର ୯୫ ପ୍ରତିଶତ ବିଧାୟକ କୋଟିପତି, ୭୫ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା…
ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମେ ୧୦ରେ ନିର୍ବାଚନ ହେବା ସହିତ ମେ ୧୩ରେ ଏହାର ଫଳାଫଳ ଘୋଷଣା କରାଯିବ। ଏପରି ସ୍ଥଳେ, ଏଡିଆର ପକ୍ଷରୁ ସିଟିଂ ବିଧାୟକଙ୍କ ତଥ୍ୟ ପ୍ରକାଶ କରିଛି। ଏଥିରେ…
ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…
ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ବିରୋଧୀ ଦଳମାନଙ୍କୁ ଦୁର୍ନୀତିଗସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏହାର ଜବାବ…
ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ
ଭୁବନେଶ୍ୱର,୨୯।୩: ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ସୂଚନାନୁଯାୟୀ, ମେ’୧୦ରେ ମତଦାନ ଏବଂ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ…
ଜେଡିୟୁ-ଶିବସେନା ପୂର୍ବରୁ ଥିଲେ ଭଲ, ଏବେ ହେଲେ ଦୁର୍ନୀତିଗ୍ରସ୍ତ: ମୋଦିଙ୍କୁ ସିବଲଙ୍କ ଜବାବ…
ନୂଆଦିଲ୍ଲୀ,୨୯।୩ : ରାଜ୍ୟସଭା ଏମପି କପିଲ ସିବଲ କ୍ରମାଗତ ଭାବେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଭାଜପା ମୁଖ୍ୟାଳୟରେ କରାଯାଇଥିବା ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରି ବିରୋଧୀଙ୍କୁ…
Archives


