ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଭାରତ ଆମରିକା ମଧ୍ୟରେ ଖୁବ ଶୀଘ୍ର ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଭାରତ ଏବଂ ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ବଡ଼ ପ୍ରତିରକ୍ଷା ଚୁକ୍ତି ଶୀଘ୍ର ହୋଇପାରେ। ଏହି ଚୁକ୍ତି ଅନୁଯାୟୀ ଭାରତକୁ ଆମେରିକାରୁ ୩୦ ଏମକ୍ୟୁ-୯ବି ପ୍ରିଡେଟର ଡ୍ରୋନ କିଣିବ। ଏହି ଚୁକ୍ତି ସହିତ ଭାରତର ଏଲଏସି ଏବଂ…
ରେକର୍ଡ ବର୍ଷା କଲେ ଗିଲ୍
ଅହମ୍ମଦାବାଦ,୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି। ଟି-୨୦ରେ ନ୍ୟୁଜିଲାଣ୍ଡ ଉପରେ ଟିମ ଇଣ୍ଡିଆର ଏହା ହେଉଛି ସବୁଠାରୁ ବଡ ବିଜୟ। ଏହି ବିଜୟରେ ଶୁବମନ ଗିଲଙ୍କର ଏକ…
ଶାହାବାଜ-ଇମ୍ରାନଙ୍କ ସରକାର ଅଧିକ ଦୁର୍ନୀତିଗ୍ରସ୍ତ…
ବର୍ଲିନ,୨।୨ : ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ (ଟିଆଇ) ସଂଗଠନ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଶାହାବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ସରକାରଙ୍କ ଅଧୀନରେ ପାକିସ୍ତାନ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ଜଣାପଡିଛି। ଟିଆଇ ପାକିସ୍ତାନର ଅଧ୍ୟକ୍ଷ ଏକ ପ୍ରେସ…
ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…
ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି। ରାୱଲପିଣ୍ଡିସ୍ଥିତ…
୨୪ ଫେବୃୟାରୀ ସୁଦ୍ଧା ରୁଷିଆ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି: ୟୁକ୍ରେନ୍…
କିଭ୍/ମସ୍କୋ,୨।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ରେଜନିକୋଭ କହିଛନ୍ତି ଯେ ଏହି ଆକ୍ରମଣ ଫେବୃଆରୀ ୨୪ କିମ୍ବା ଏହାର ପାଖାପାଖି…
ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତଶାଳୀ କଲା ତାଇଓ୍ବାନ, ଚାଇନାର ବଢ଼ିଲା ଚିନ୍ତା…
ବେଜିଂ/ତାଇପେ,୨।୨ : ତାଇୱାନ ଚାଇନାକୁ କଡ଼ା ଜବାବ ଦେବାକୁ ଏହାର ନୌସେନାକୁ ସତର୍କ କରାଇ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି। ଚାଇନାର ୩୪ ସାମରିକ ବିମାନ ଏବଂ ନଅଟି ଯୁଦ୍ଧ ଜାହାଜ ତାଇଓ୍ବାନର ଆକାଶ ମାର୍ଗ ସୀମାରେ ପ୍ରବେଶ କରିବା ପରେ…
ଧଳା ହରିଣକୁ କରୋନା: ୮୦ ଭାରିଆଣ୍ଟ ଠାବ …
ଓ୍ବାଶିଂଟନ,୨।୨ : ଆମେରିକାରେ ଧଳା ହରିଣଠାରେ କରୋନା ମହମାରୀ ବ୍ୟାପିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହରିଣଙ୍କଠାରେ କରୋନା ଭୂତାଣୁ ମନୁଷ୍ୟ ତୁଳନାରେ ୮୦ ଥର ନିଜର ରୂପ ପରିବର୍ତ୍ତନ କରି ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି କରିଛି। ବୈଜ୍ଞାନିକମାନେ ଉତ୍ତର…
ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…
ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ କମିଟିର…
୨୦୨୧ ଅଣ୍ଡରଟେକିଂର ପ୍ରଚାର କର
ନୂଆଦିଲ୍ଲୀ,୨ା୨: ହ୍ବାଟ୍ସଆପ୍ର ୨୦୨୧ ଗୋପନୀୟତା ନୀତିକୁ ୟୁଜର ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ସେହିବର୍ଷ ମେ’ରେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ପତ୍ର ଲେଖି ଜଣାଇଥିଲା। ନୂଆ ପ୍ରିଭେସି ନୀତିକୁ ୟୁଜର ଗ୍ରହଣ…
ସୁଏଜ୍ କେନାଲରେ ଜାହାଜ ଅଚଳ
କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍ଏନ୍ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର ଭାବେ ପରିଚିତ ସୁଏଜ୍ କେନାଲରେ ଜାହାଜ ଚଳାଚଳ ବାଧାପ୍ର୍ରାପ୍ତ ହୋଇନାହିଁ। ବାହାମାସ୍ର ଏହି ଜାହାଜ…
୨୦୪୭ ସୁଦ୍ଧା ସିକଲ୍ସେଲ୍ ଆନେମିଆ ମୁକ୍ତ ହେବ ଭାରତ
ନୂଆଦିଲ୍ଲୀ,୨।୨ :ଦେଶର ୧୫୭ ସହରରେ ଖୋଲିବ ସରକାରୀ ନର୍ସିଂ କଲେଜ। ବିଶେଷକରି ୨୦୧୪ ସୁଦ୍ଧା ଯେଉଁ ସହରରେ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି, ସେଠାରେ ଏହି ନର୍ସିଂ କଲେଜ ଆରମ୍ଭ କରାଯିବ। ସେହିପରି ୨୦୪୭ ମସିହା ସୁଦ୍ଧା ଭାରତ ସିକଲ୍ ସେଲ୍…
Archives


