Home Middle

ବାଇଡେନଙ୍କ ଘୋଷଣା: ଲଢ଼ିବି ୨୦୨୪ ନିର୍ବାଚନ…

ଓ୍ବାଶିଂଟନ,୨୫।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ତାଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଶେଷ ହୋଇଛି। ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣି ନିର୍ବାଚନ…

ଓଲଟା ଗିୟର ପାର୍ଟି କଂଗ୍ରେସ କ୍ଷମତାକୁ ଆସିଲେ ବଢ଼ିବ ଦଙ୍ଗା, ଧାର୍ମିକ ଭିତ୍ତିରେ ନ ମିଳୁ ସଂରକ୍ଷଣ: ଶାହା…

ବେଙ୍ଗାଲୁରୁ,୨୫।୪ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କର୍ନାଟକର ବାଗଲକୋଟରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଆଧାରରେ…

ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ର ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ନାହିଁ…

ଇସଲାମାବାଦ,୨୫।୪ : ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ରରେ ଘଟିଥିବା ବିସ୍ଫୋରଣ ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ନାହିଁ ବୋଲି ପୋଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସୋମବାର ରାତି ୮ଟା ୨୦ରେ ଏହି…

ଜାପାନରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ, ଜି-୨୦ ଶିଖର ସମ୍ମିଳନି ପରେ ଭାଙ୍ଗିପାରେ ସଂସଦ

ଟୋକିଓ,୨୫।୪: ଜାପାନରେ ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସଂସଦର ନିମ୍ନ ଗୃହ ଡାଏଟକୁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ନେଇ ବିଚାର ଆରମ୍ଭ ହୋଇଛି। ରବିବାର ଦେଶରେ ଆସିଥିବା ୫ଟି ଉପନିର୍ବାଚନ ଫଳାଫଳରେ ଦଳ ଏକ ବଡ ସଫଳତା ପାଇବା ପରେ ଦଳର ନେତୃତ୍ୱ…

ମହାରାଷ୍ଟ୍ରରେ ପୋଷ୍ଟର ରାଜନୀତି: ଲାଗିଲା ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିବା ପୋଷ୍ଟର…

ମୁମ୍ବାଇ,୨୫।୪ : ମହାରାଷ୍ଟ୍ରର ଏବେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଏବେ ଧରାବୀରେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରୁଥିବା ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ତାଙ୍କ ବିବୃତ୍ତି ପରେ ତାଙ୍କୁ…

ପାକିସ୍ତାନୀ ସେନା ମୁଖ୍ୟ ଚାଇନାରେ…

ଇସଲାମାବାଦ/ବେଜିଂ,୨୫।୪ : ଚାରି ଦିନିଆ ସରକାରୀ ଗସ୍ତରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଚାଇନାରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଲକ୍ଷ୍ୟ କରାଯାଇଛି। ଗତ ବର୍ଷ ନଭେମ୍ବରରେ ପାକିସ୍ତାନୀ ସେନାର କମାଣ୍ଡର ଦାୟିତ୍ୱ…

ସମଲିଙ୍ଗୀ ବିବାହ: ସିଜେଆଇଙ୍କୁ ଚିଠି ଲେଖିଲେ ଏଲଜିବିଟିଙ୍କ ସମ୍ପର୍କୀୟ…

ନୁଆଦିଲ୍ଲୀ,୨୫।୪ : ସମଲିଙ୍ଗୀ ବିବାହ ନେଇ ଏଲଜିବିଟିଙ୍କ ସମ୍ପର୍କୀୟମାନେ ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରାଯାଇଛି। ସମଲିଙ୍ଗୀ ବିବାହର ଅନୁମୋଦନ ସମ୍ପର୍କରେ…

ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ମୁସଲମାନଙ୍କ ଭୋଟ ଦରକାର ନାହିଁ: ଇଶ୍ୱରପ୍ପା

ବେଙ୍ଗାଲୁରୁ,୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୦ତାରିଖରେ ହେବ। ଏ ନେଇ ସବୁଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ କର୍ନାଟକ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏସ୍‌. ଇଶ୍ୱରପ୍ପା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର…

ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦ ଟି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି। ପୂର୍ବ ଲଦାଖରେ ଚାଇନା ସହ ଚାଲିଥିବା…

ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ: ଚାଇନା…

ବେଜିଂ,୨୫।୪ : ଭାରତ ଏବଂ ଚାଇନା ମଧ୍ୟରେ ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ବୈଠକ ପରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଦିଆଯାଇଛି। ବୈଠକରେ ସମ୍ପର୍କରେ କୁହାଯାଇଛି , ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ଚାଇନା…

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି ସହିବାକୁ ପଡୁଛି। ଇତି ମଧ୍ୟରେ ଏକ ଗଣମାଧ୍ୟମ ସଂସ୍ଥାକୁ ରୁଷିଆର ବୈଦେଶିକ ମନ୍ତ୍ରାଳୟର ପରମାଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?