ରାହୁଲଙ୍କ ଅଭିଯୋଗ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କରାଯାଉଛି ଆକ୍ରମଣ, ବିବିସିର ଦେଲେ ଉଦାହରଣ
ଲଣ୍ଡନ/ନୂଆଦିଲ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆକୁ ସମ୍ବୋଧନ କରିବା ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, ଯଦି କେହି…
ବାଘ ମୃତ୍ୟୁ: କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୪।୩ : ଦେଶରେ ବାଘଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ବାଘଙ୍କ ମୃତ୍ୟୁର ଖବରକାଗଜ ରିପୋର୍ଟ ଉପରେ ଧ୍ୟାନ ଦେବା ପରେ ଏନେଇ ଆବଶ୍ୟକ ସୂଚନା…
ପାକିସ୍ତାନରେ ଜନସଂଖ୍ୟା ସଙ୍କଟ ଯୋଗୁ ଆର୍ଥିକ ସ୍ଥିତି ଗୁରୁତର: ପୂର୍ବତନ ଅର୍ଥମନ୍ତ୍ରୀ…
ଇସଲାମାବାଦ,୪।୩ : ପାକିସ୍ତାନରେ ଜାରି ରହିଥିବା ଆର୍ଥିକ ସଙ୍କଟ ପାଇଁ ଏହାର ଜନସଂଖ୍ୟା ଦାୟୀ ବୋଲି ଶନିବାର ପୂର୍ବତନ ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ କହିଛନ୍ତି। ଦେଶର ଜନସଂଖ୍ୟା ନିୟୋଜନ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ସ୍ଥିତି ଉତ୍କଟ ହେବାରେ…
୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ସରକାର
ଭୁବନେଶ୍ୱର,୪ା୩(ବ୍ୟୁରୋ): ରାଜ୍ୟ ସରକାର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୫ ହଜାର ୮୨୭.୨୭ କୋଟି ଟଙ୍କାର ୨୫ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ୨୫ ହଜାର ୨୯୨ଜଣଙ୍କୁ ନିଯୁକ୍ତି…
ଦିଦିଙ୍କ ଏକଲା ଚଲୋ ନୀତି: ମାଷ୍ଟର ଷ୍ଟ୍ରୋକ୍ ନା ବାଧ୍ୟବାଧକତା ?…
କୋଲକାତା,୪।୩ : ଉତ୍ତର-ପୂର୍ବରେ ନିର୍ବାଚନ ଫଳାଫଳ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଫଳ ଆସିବା ମାତ୍ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ଏକତାକୁ ଏକ ବଡ଼ ଝଟକା ଦେଇଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଦିଦି କହିଛନ୍ତି…
ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧୀ ପିଟିଶନ ଖାରଜ କଲେ ସୁପ୍ରିମ୍କୋର୍ଟ: ତମାଖୁ ବ୍ୟବସାୟୀଙ୍କୁ ନୋଟିସ ଜାରି…
ନୂଆଦିଲ୍ଲୀ,୪।୩ : ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଏହାର ଜବାବ ମାଗିବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ, ତାମିଲନାଡୁର ଖାଦ୍ୟ ସୁରକ୍ଷା କମିଶନରଙ୍କ ୨୦୧୮ ବିଜ୍ଞପ୍ତିକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି।…
ସମୁଦ୍ରରେ ପାଇପ ଲାଇନରୁ ଅଶୋଧିତ ତୈଳ ଲିକ୍: ସଙ୍କଟରେ ଜଳଚର…
ଚେନ୍ନାଇ,୪।୩ : ତାମିଲନାଡୁର ନାଗପଟ୍ଟିନମ ଜିଲାର ନାଗୁର ପଟିନାଚେରୀ ଉପକୂଳରୁ ଏକ ବିଶୋଧନାଗାରର ପାଇପଲାଇନରୁ ଅଶୋଧିତ ତୈଳ ଲିକ ହୋଇଛି। ତେବେ ଏହା ପରେ ଏହାକୁ ନିୟନ୍ତ୍ରଣକୁ ନିଆଯାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶନିବାର…
ସରକାରୀ ଶିକ୍ଷକ ତାଲିମ ପାଇଁ ଯିବେ ଫିନଲାଣ୍ଡ: ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ…
ନୂଆଦିଲ୍ଲୀ,୪।୩ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ସରକାରୀ ସ୍କୁଲ ଶିକ୍ଷକମାନଙ୍କୁ ଫିନଲାଣ୍ଡରେ ତାଲିମ ପାଇଁ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ ପ୍ରାଥମିକ ଇନ-ଚାର୍ଜଙ୍କ ସଂଖ୍ୟାକୁ ୫୨ ର ୮୭ କୁ ବୃଦ୍ଧି କରିଛନ୍ତି। ଉପରାଜ୍ୟପାଳଙ୍କ ଅନୁଯାୟୀ,…
ପାଗଳ କଲା ଆଲିଆଙ୍କ ଆଉଟ୍ଫିଟ୍
ମୁମ୍ବାଇ: ବଲିଉଡ୍ର ଷ୍ଟାଇଲ୍ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍ଫିଟ୍ ଏବଂ ଲୁକ୍ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍ ଆଉ ଷ୍ଟାଇଲ୍କୁ ଫଲୋ ବି କରନ୍ତି। ଏବେ…
ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…
ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର ମହାକାଶଯାନ ଆମେରିକୀୟ ଉପଗ୍ରହ ଉପରେ ଗୁପ୍ତଚରୀ କରୁଛି। ଟୋଙ୍ଗସିନ ଜିଶୁ ଶିଆନ ୱିକ୍ସିଂ ଅର୍ଥାତ୍…
ଦେଶରେ ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ସତର୍କ ସୂଚନା ଜାରି କଲା ଆଇସିଏମଆର…
ନୂଆଦିଲ୍ଲୀ,୪।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍)…
ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ନିନ୍ଦା କଲା ଭାରତ
ବ୍ରିସ୍ବେନ୍/ନୂଆଦିଲ୍ଲୀ,୪ା୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି। ମନ୍ଦିରର ସଭାପତି ସତୀନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୁରୋହିତ ଏବଂ…
Archives


