Home Middle

ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଭାରତ ଉପରେ ଆକ୍ରମଣ କରିପାରେ ଚାଇନା: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ…

ନୂଆଦିଲ୍ଲୀ/ଓ୍ବାଶିଟନ,୬।୩ : ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଚାଇନା ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ଚାଇନା ତୀକ୍ଷଣ…

୪ ଦିନ ଯାଏ ଖରାରେ ସିଝିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀ ଖରାରେ ସିଝିବେ। ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ। ୧୬ ସହରର ତାପମାତ୍ରା ରବିବାର ୩୭ ଡିଗ୍ରୀ ଉପରେ ଥିବା ବେଳେ ଟିଟିଲାଗଡ଼ରେ ୩୮.୮ ଡିଗ୍ରୀ ଥିଲା। ସେହିପରି ଭୁବନେଶ୍ୱରରେ ତାପମାତ୍ରା…

ବୁଝିଶୁଝି ନିଜ ମାତାପିତାଙ୍କ ଚୟନ କରନ୍ତୁ: ନାଗାଲାଣ୍ଡ ମହିଳାଙ୍କ ପ୍ରଶ୍ନ ନେଇ ଶଶି ଥରୁରଙ୍କ ମଜାଳିଆ ଉତ୍ତର…

ନୂଆଦିଲ୍ଲୀ,୬।୩ : କଂଗ୍ରେସ ନେତା ଶଶି ଥରୁର ଗୋଟିଏ କାରଣ ପାଇଁ ମିଡିଆ ହେଡଲାଇନରେ ରହିଛନ୍ତି। ଏବେ ପୁଣି ଥରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି । ଯେଉଁଥିରେ ନାଗାଲାଣ୍ଡର ଜଣେ ମହିଳା ଶଶି ଥରୁରଙ୍କୁ ପଚାରିଥିଲେ…

୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ପଛରେ ଇସଲାମିକ ମୌଳବାଦୀ ନା ବିଦେଶୀ ଶତ୍ରୁ? ମାମଲା ହେଉଛି ଜଟିଳ…

ତେହେରାନ,୬।୩ : ଇରାନରେ ୯୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାସ୍ତବରେ ଏହା ପୂର୍ବରୁ କୁହାଯାଇଥିଲା ଯେ ସ୍କୁଲ ଛାତ୍ରୀମାନଙ୍କ ଜହର ଦେବା ପଛରେ ଇସଲାମିକ ମୌଳବାଦୀମାନେ ଅଛନ୍ତି ଏବଂ…

ପିଓକେରୁ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ଲୋକେ…

ଶ୍ରୀନଗର,୬।୩ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ନାଗରିକମାନେ ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତୀୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି, କିନ୍ତୁ ପ୍ରତ୍ୟେକ ଥର ସେମାନଙ୍କୁ ପଠାଇ ଦିଆଯାଉଛି । ସେନା ସୂତ୍ରରୁ…

କେରଳରେ ପିନାରାଇ ବିଜୟନ ‘ଧୋତିରେ ମୋଦି’: କଂଗ୍ରେସ ବିଧାୟକଙ୍କ କଟାକ୍ଷ…

ଥିରୁଭାନନ୍ତପୁରମ,୬।୩ : କେରଳର ଏସିଆନେଟ ନ୍ୟୁଜ ଅଫିସରେ ପୋଲିସ ଚଢାଉ କରିବା ପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ଭି.ଡି ସତିଶନ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କେରଳର ମୁଖ୍ୟମନ୍ତ୍ରୀ ପ୍ରମାଣ…

ଇମ୍ରାନଙ୍କ ମଜା ଉଡ଼ାଇଲେ ମୋରିୟମ

ଇସଲାମାବାଦ,୬ା୩: ପାକିସ୍ତାନର ମୁସ୍‌ଲିମ ଲିଗ୍‌ ନଓ୍ବାଜ (PML)ର ଉପାଧ୍ୟକ୍ଷା ମୋରିୟମ ନଓ୍ବାଜ ଇମ୍ରାନଙ୍କୁ ପରିହାସ କରିଛନ୍ତି। ସେ କହିଛନ୍ତି, ଇମ୍ରାନ ଏବଂ ନଓ୍ବାଜ ସରିଫଙ୍କ ମଧ୍ୟରେ କୌଣସି ତୁଳନା ନାହିଁ। କାରଣ ପିଏମ୍‌ଏଲ୍‌-ଏନ୍‌ ସୁପ୍ରିମୋ ଜଣେ ସାହସୀ ବ୍ୟକ୍ତି। ସେ ଇସଲାମାବାଦ…

ଚାଇନା ସିସିଟିଭିକୁ ସାବଧାନ ! ଗୁପ୍ତଚରୀ କରିପାରେ ଚାଇନା, କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୬।୩ : ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ବିଧାୟକ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟାଳୟରେ ଚାଇନାର ସିସିଟିଭି କ୍ୟାମେରା ଲଗାଇବାକୁ ବାରଣ କରନ୍ତୁ। ଏହା ସହିତ ବିଧାୟକ ନିବେଦନ…

ଚାଇନାରେ ନିବେଶ ପାଇଁ ଆମେରିକାର ନୂଆ ନିୟମ…

ଓ୍ବାଶିଂଟନ/ବେଜିଂ,୬।୩ : ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଯୋଗୁ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଚାଇନାରେ ଆମେରିକାର ପୁଞ୍ଜି ବିନିଯୋଗକୁ ନେଇ ଅନେକ ରିପୋର୍ଟ ଆସିଛି। ଏଥି ସହିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ସରକାର…

ସାଗାସାହି ସୋଲାର ମଡେଲ ଗ୍ରାମରେ ପରିଣତ

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ସୁନ୍ଦରଗଡ଼ ଜିଲାର କୋଇଡା ବ୍ଲକର ସାଗାସାହି ଗ୍ରାମକୁ ଏକ ସୋଲାର ମଡେଲ ଗ୍ରାମରେ ପରିଣତ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଭିଯାନ ଜରିଆରେ ସମ୍ପୃକ୍ତ…

ଆଜିଠୁ ବକ୍ସ ଅଫିସରେ ଟିକେଟ ବିକ୍ରି

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ନେଇ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବକ୍ସ ଅଫିସ ଟିକେଟ…

ଅନ୍ତିମ ମ୍ୟାଚ ଖେଳିଲେ ସାନିଆ

ହାଇଦ୍ରାବାଦ, ୬ା୩ (ପି.ଟି.): ଭାରତୀୟ ଟେନିସ କିମ୍ବଦନ୍ତୀ ସାନିଆ ମିର୍ଜା ରବିବାର ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ରବିବାର ଖେଳିଛନ୍ତ, ଯେଉଁଠାରେ ସେ ଆରମ୍ଭ କରିଥିଲେ। ସ୍ଥାନୀୟ ଲାଲବାହାଦୁର ଷ୍ଟାଡିୟମରେ ସେ ରୋହନ ବୋପାନ୍ନା, ଯୁବରାଜ ସିଂ ଓ ତାଙ୍କ ବାନ୍ଧାବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri