Home Middle

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ…

ଓଡ଼ିଶା ୪-୧ରେ ଗୋଆକୁ ହରାଇଲା

ଭୁବନେଶ୍ୱର,୧୩ା୨(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୭୬ତମ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ମୁକାବିଲାରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୪-୧ ଗୋଲରେ ଗୋଆକୁ ପରାସ୍ତ…

ଫେବୃୟାରୀରେ ୯୭୦୦ କୋଟି ଶେୟାର ବିକ୍ରି

ନୂଆଦିଲ୍ଲୀ,୧୩।୨: ବିଗତ କିଛିଦିନ ହେବ ଭୌଗୋଳିକ କାରଣରୁ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି, ଏପରି କି ଶେୟାର ବଜାରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଫଳରେ ଭାରତୀୟ ଶେୟାର ବଜାରରୁ କ୍ରମାଗତ ଭାବେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର…

ଟାଟା ଷ୍ଟିଲ ସହ ମିଶ୍ରଣ ହେବ ଗ୍ରୁପର ୭ସହାୟକ କମ୍ପାନୀ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ ସହ ଗ୍ରୁପର ଆଉ ୭ ସହାୟକ କମ୍ପାନୀର ମିଶ୍ରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଟାଟା ଷ୍ଟିଲ…

ହ୍ବାଟ୍ସଆପ୍‌ ସହାୟତାରେ ସନ୍ତାନ ପ୍ରସବ କରାଇଲେ ଡାକ୍ତର

ଶ୍ରୀନଗର,୧୩।୨ : ଜମ୍ମୁ-କଶ୍ମୀରର ଉପାନ୍ତ ଅଞ୍ଚଳ କେରନରେ ଜଣେ ଆସନ୍ନପ୍ରସବା ଗର୍ଭବେଦନାରେ ଛଟପଟ ହେଉଥିବାବେଳେ ତୁଷାରପାତ ଯୋଗୁ ତାଙ୍କୁ ଏୟାରଲିଫ୍ଟ କରାଇ ହସ୍ପିଟାଲ ନେବା ସମ୍ଭବ ହୋଇ ନ ଥିଲା। ତେବେ ଡାକ୍ତରମାନେ ହ୍ବାଟ୍ସଆପ୍‌ କଲ୍‌ କରି ସୁସ୍ଥ ସନ୍ତାନ ପ୍ରସବ…

ମେଗା ଏକ୍ସପ୍ରେସ୍‌ଓ୍ବେ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଦଉସାଠାରେ ଦେଶର ଦୀର୍ଘତମ ରାଜପଥ ୧,୪୦୦ କିଲୋମିଟର ଦୀର୍ଘ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେର ପ୍ରଥମ ପର୍ଯ୍ୟାୟକୁ ରବିବାର ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀ-ଦଉସା-ଲାଲ୍‌ସଟ୍‌ ୨୪୬ କିଲୋମିଟର ଏକ୍ସପ୍ରେସ୍‌ ଓ୍ବେ ଉଦ୍‌ଘାଟିତ ହେବା ଫଳରେ ଦିଲ୍ଲୀରୁ ଜୟପୁର…

ମଞ୍ଚ ଛାଡ଼ିଲେ ଧର୍ମୀୟ ନେତା

ନୂଆଦିଲ୍ଲୀ,୧୩।୨ : ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ର ୩୩୪ତମ ସାଧାରଣ ଅଧିବେଶନ ଚାଲିଥିବାବେଳେ ଏହାର ଅଧ୍ୟକ୍ଷ ସୟେଦ ଅର୍ଶାଦ ମଦାନି ଏକ ବିବାଦୀୟ ମନ୍ତବ୍ୟ ଦେବାରୁ ଅନେକ ଧର୍ମୀୟ ନେତା ମଞ୍ଚ ଛାଡ଼ି ଚାଲିଯାଇଛନ୍ତି। ମଞ୍ଚରେ ଉପସ୍ଥିତ ଥିବା ଜୈନ ମୁନି ଆଚାର୍ଯ୍ୟ ଲୋକେଶ…

ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଅନ୍ୟତମ ଅନ୍ୟାୟ: ସିଜେଆଇ

ନାଗପୁର,୧୩।୨: ସମଲିଙ୍ଗୀ ଯୌନସମ୍ପର୍କର ଅପରାଧୀକରଣ ଆମ ସମାଜରେ ଅନ୍ୟତମ ଅନ୍ୟାୟ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଚନ୍ଦ୍ରଚୂଡ଼ କହିଛନ୍ତି। ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ସମଲିଙ୍ଗୀ ଯୌନସମ୍ପର୍କକୁ ଅପରାଧମୁକ୍ତ କରାଯାଇଥିଲା। ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଓ୍ବାରାଙ୍ଗ…

ଚାଇନା ଚଳାଇଛି ସୀମା ଦଖଲ ଉଦ୍ୟମ

ନୂଆଦିଲ୍ଲୀ,୧୩ା୨ : ବେଜିଂ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଭାରତ-ଚାଇନା ମଝିରେ ଥିବା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ଦଖଲ ଲାଗି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ, ତିବ୍ଦତ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ରେ…

ଭାରତର ଲିଥିୟମ ନିର୍ଭରଶୀଳତା କମିବ

ନୂଆଦିଲ୍ଲୀ,୧୩।୨ : ଭାରତ ଲିଥିୟମ ପାଇଁ ବାହାର ଦେଶ ଉପରେ ନିର୍ଭର କରିଆସୁଥିବାବେଳେ ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରର ରିଆସି ଜିଲାରେ ଠାବ ହେବା ଗୁରୁତ୍ୱପୂର୍ଣ୍ଣ ଘଟଣା। ସ୍ବଚ୍ଛ ଇନ୍ଧନକୁ ଆପଣାଇବା ଯୋଜନା ରଖିଥିବା ଏବଂ ବିଦ୍ୟୁତଚାଳିତ ଯାନ ବ୍ୟବହାର…

ବୋଲ ମାନିଲେ ରାଜ୍ୟପାଳ: କଂଗ୍ରେସ

ନୂଆଦିଲ୍ଲୀ,୧୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ମୋଦିଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳୁଛି ବୋଲି ରବିବାର କଂଗ୍ରେସ ଟାର୍ଗେଟ କରିଛି। ବିମୁଦ୍ରୀକରଣ, ତିନି ତଲାକ୍‌, ପ୍ରିଭେସି…

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ବର, ୧୩/୨(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri