Home Middle

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବାଟ ଫିଟିଲା: ପରସିମନ ବିରୋଧୀ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୩।୨ : ଜମ୍ମୁ-କଶ୍ମୀରରେ ହୋଇଥିବା ନୂତନ ସୀମା ଅନୁଯାୟୀ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି। ଜମ୍ମୁ-କଶ୍ମୀରରେ ପରସିମନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ କରାଯାଇଛି। ବିଧାନସଭା ଆସନ ବଦଳାଇବା ଏବଂ ପରିବର୍ତ୍ତନ ପ୍ରକ୍ରିୟାକୁ କୋର୍ଟ ସମର୍ଥନ କରିଛନ୍ତି। ଜଷ୍ଟିସ…

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ କରିପାରିବେ, ତାହା କେବଳ ମୁର୍ଖାମୀ। ସେ କହିଛନ୍ତି ଯେ ଜଣେ ଟ୍ରାନ୍ସଜେଣ୍ଡର କଦାପି ଗର୍ଭଧାରଣ…

ବିଚାରପତି ବିନ୍ଦଲ-ଅରବିନ୍ଦ ନେଲେ ଶପଥ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି…

ନୂଆଦିଲ୍ଲୀ,୧୩।୨ : ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଅରବିନ୍ଦ କୁମାର ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ସର୍ବୋଚ୍ଚ ଅଦାଲତର ବିଚାରପତି ଭାବରେ ଉନ୍ନୀତ ହେବା…

ଭୂକମ୍ପ ମୃତ୍ୟୁସଂଖ୍ୟା ୩୪୦୦୦ ଟପିଲା

ଆଙ୍କାରା,୧୩ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୩୪ ହଜାର ଟପିଛି। ମିଳିତ ଜାତିସଂଘ ଭୂକମ୍ପ ପ୍ରଭାବିତ ସିରିଆକୁ ବହୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାରେ ବିଫଳତାକୁ ନିନ୍ଦା କରିଛି ଏବଂ ମୃତ୍ୟୁସଂଖ୍ୟା ୩୪,୮୦୦ରୁ ଅଧିକ ହୋଇପାରେ ବୋଲି ଚେତାବନୀ…

ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଷ୍ଟାଲିନ ସରକାରଙ୍କୁ ରାଜ୍ୟପାଳଙ୍କ ଟାର୍ଗେଟ…

ଚେନ୍ନାଇ,୧୩।୨ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ସୋମବାର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଦଳିତଙ୍କ ବିରୋଧରେ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି। ଦଳିତଙ୍କ ବିରୋଧରେ ଆସିଥିବା ଅପରାଧକୁ ରୋକିବାରେ ରାଜ୍ୟ ସରକାର ବିଫଳ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଧର୍ମଶାଲା ବଦଳରେ ଖେଳାଯିବ ଇନ୍ଦୋରରେ: ବିସିସିଆଇ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟକୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ଏହାପୂର୍ବରୁ ଏହି ମ୍ୟାଚ ଧର୍ମଶାଲାରେ ଖେଳାଯିବାର ଯୋଜନା ଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଇନ୍ଦୋରର…

ଜେଲରେ ମିଳିଥିଲା ଅଫର, ଗ୍ରହଣ କରିଥିଲେ ଅଢ଼େଇ ବର୍ଷ ପୂର୍ବରୁ ଉଦ୍ଧବ ସରକାରଙ୍କ ପତନ ଘଟିଥାନ୍ତା: ଅନିଲ ଦେଶମୁଖ…

ନୂଆଦିଲ୍ଲୀ,୧୩।୨ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜାମିନରେ ୧୫ ମାସ ପରେ ଜେଲରୁ ମୁକୁଳିବା ପରେ ନିଜ ଘରୋଇ ସହର ନାଗପୁରରେ ପହଞ୍ଚିଛନ୍ତି। ଅନିଲ ଏବେ ନୂଆ ଘଟଣା ପ୍ରକାଶ…

ସକାଳୁ ଥରିଲା ଆଫଗାନିସ୍ତାନ, ନୂଆ ଆତଙ୍କ ନେଇ ଆତଙ୍କିତ ଲୋକେ…

କାବୁଲ,୧୩।୨ : ସୋମବାର ସକାଳେ ଆଫଗାନିସ୍ତାନର କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ସକାଳ ୬ଟା ୪୭ରେ ଭୂକମ୍ପନ ଅନୁଭୂତ…

ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ: ଦୁନିଆ ଦେଖିଲା ଭାରତର ପରାକ୍ରମ…

ବେଙ୍ଗାଲୁରୁ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏରୋ ଇଣ୍ଡିଆ ୨୦୨୩ ର ୧୪ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ କର୍ନାଟକର ବେଙ୍ଗାଲୁରୁର ବାୟୁସେନାର ୟେଲାହଙ୍କା ବାୟୁସେନା ଷ୍ଟେଶନରେ ଅନୁଷ୍ଠିତ ହେଉଛି। ଏରୋ ଇଣ୍ଡିଆ ଦେଶକୁ ସାମରିକ ବିମାନ, ହେଲିକପ୍ଟର,…

ତୁର୍କୀ ଭଳି ବିନାଶ ପୃଥିବୀର ଅନ୍ୟ ଅଞ୍ଚଳରେ ମଧ୍ୟ ହେବ: ଡଚ ଭୂକମ୍ପ ବିଶେଷଜ୍ଞ…

କାଏରୋ,୧୩।୨ : ଡଚ ଭୂକମ୍ପ ବିଶେଷଜ୍ଞ ତଥା ବୈ ଜ୍ଞାନିକ ଫ୍ରାଙ୍କ ହୋଗର୍ବେଟ୍ସଙ୍କ ମନ୍ତବ୍ୟ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ତୁର୍କୀରେ ଭୂକମ୍ପ ହେବାର କିଛି ଦିନ ପୂର୍ବରୁ ସେ ଏହାର ପୂର୍ବାନୁମାନ କରିଥିଲେ। ହୋଗର୍ବେଟ୍ସ ଏକ ଭିଡିଓରେ କହିଛନ୍ତି ଯେ,…

ଶାହାଙ୍କୁ ବିଜୟନଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୩।୨ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଶାହା କେରଳରେ କି ପ୍ରକାର ବିପଦ ଦେଖୁଛନ୍ତି ତାହା ବିସ୍ତୃତ ଭାବରେ ବ୍ୟାଖ୍ୟା କରିବା ଉଚିତ। ଶାହ ଶନିବାର…

ବ୍ରିଟେନ ସଂସଦ ଉପରେ ଆକ୍ରମଣ ପାଇଁ କହିଲେ ପୁଟିନଙ୍କ ବନ୍ଧୁ…

ମସ୍କୋ,୧୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷ ବିତିବାକୁ ଯାଉଛି। ଯୁଦ୍ଧରେ କେତେବେଳେ ରୁଷିଆ ଜୋରଦାର ଆକ୍ରମଣ କରୁଛି ତ ଅନ୍ୟ କେତେବେଳ ୟୂକ୍ରେନ ଆକ୍ରମଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri