Home Middle

ରାଏବରେଲି ଏବଂ ଆମେଠି ସିଟ ନିଜ ପାଖରେ ରଖିବେ ଗାନ୍ଧୀ ପରିବାର…

ନୂଆଦିଲ୍ଲୀ,୧୩।୩ : ଉତ୍ତରପ୍ରଦେଶରେ ଗାନ୍ଧୀ-ନେହେରୁ ପରିବାରର ବୋଲି ବିବେଚନା କରାଯାଉଥିବା ରାଏବରେଲି ଏବଂ ଆମେଠି ଲୋକସଭା ଆସନକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ରାଏ ବରେଲିଙ୍କରୁ ସୋନିଆ ଗାନ୍ଧୀ ଲଢ଼ିବେ କି ନାହିଁ? ରାହୁଲ ଆମେଠି ସମ୍ପର୍କରେ କେଉଁ ନିଷ୍ପତ୍ତି…

ତାଇଓ୍ବାନର ସ୍ବାଧୀନତାକୁ ବିରୋଧ କରିବ ଚାଇନା: ଜିନପିଙ୍ଗ…

ବେଜିଂ,୧୩।୩ : କମ୍ୟୁନିଷ୍ଟ ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସ୍ବାଧୀନତା ନେଇ ତାଇୱାନରେ ହେଉଥିବା ପରିବର୍ତ୍ତନକୁ ସେ ବିରୋଧ କରିବେ। ଏକ ସପ୍ତାହ ଧରି ଚାଲିଥିବା ବୈଠକ ଶେଷରେ ଜିନପିଙ୍ଗ କହିଛନ୍ତି ତାଇୱାନର…

ରାଷ୍ଟ୍ରପତି ନିର୍ବାଚନ: ତୁର୍କୀ ଗାନ୍ଧୀ-ଏର୍ଦୋଗନ ମୁକାବିଲା…

ଇସ୍ତାନବୁଲ,୧୩।୩ : ତୁର୍କୀରେ ଭୂକମ୍ପ ପ୍ରଭାବିତ ତୁର୍କୀରେ ଚଳିତ ବର୍ଷ ମେ ୧୪ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିପକ୍ଷର ୬ଟି ଦଳ ମୁଖ୍ୟ ଧର୍ମନିରପେକ୍ଷ ବିରୋଧୀ ରିପବ୍ଲିକାନ ପିପୁଲ୍ସ ପାର୍ଟି (ସିଏଚପି) ର ନେତା କେମଲ କିଲିକଡାରୋଗ୍ଲୁଙ୍କୁ…

ଓସ୍କାରରେ ଇତିହାସ ରଚିଲା ଭାରତ

୯୫ତମ ଓସ୍କାର ସମାରୋହରେ ରାଜାମୌଲିଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଚଳିତ ଓସ୍କାରରେ ଭାରତର ଏହା ଦ୍ୱିତୀୟ ପୁରସ୍କାର। ଏହାପୂର୍ବରୁ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ…

ମେକ୍ସିକୋରେ ଗୁଳିକାଣ୍ଡ: ୭ ପୁରୁଷ-୩ ମହିଳା ମୃତ, ୫ ଆହତ…

ମେଲବୋର୍ନ,୧୩।୩ : ମେକ୍ସିକୋର ଗୁଆନାଜୁଏଟୋରେ ୨ ଅଜଣା ସଶସ୍ତ୍ର ବ୍ୟକ୍ତି ଏକ ବାର ଉପରେ ଆକ୍ରମଣ କରିଛନ୍ତି। ସେମାନେ ଆଖିବଚଜା ଗୁଳି ଚାଳନା କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୭ଜଣ ପୁରୁଷ…

ଅନୁଚ୍ଛେଦ ୩୭୦ ହଟାଇ କଂଗ୍ରେସର ଭୁଲ ସୁଧାରିଛି ଭାଜପା: ଅନୁରାଗ ଠାକୁର…

ବେଙ୍ଗାଲୁରୁ,୧୩।୩ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ ଯାଇ ଭାରତର ଏକ ଅଂଶ ଭାବରେ ଭାରତୀୟ ମାଟିକୁ ନିଜର ବୋଲି କୁହନ୍ତି ନାହିଁ। ଏମାନେ ସମାନ ଲୋକ, ଯେଉଁମାନଙ୍କ ପାଇଁ…

ଆତଙ୍କବାଦୀ ତାଲିମ ପାଇଁ ପାକିସ୍ତାନ ଯିବାକୁ ପଛଘୁଞ୍ଚା ଦେଉଛନ୍ତି ଜମ୍ମୁ-କଶ୍ମୀର ଯୁବବର୍ଗ…

ଶ୍ରୀନଗର,୧୩।୩ : ଜମ୍ମୁ-କାଶ୍ମୀର ପୋଲିସର କଡ଼ା କଟକଣା ଏବଂ ଯାଞ୍ଚ ଯୋଗୁଁ କଶ୍ମୀରର ଯୁବବର୍ଗମାନଙ୍କୁ ଆତଙ୍କବାଦ ତାଲିମ ପାଇଁ ପାକିସ୍ତାନ ଯିବାକୁ ବାରଣ କରାଯାଇଛି। ଯୁବବର୍ଗ ଏବେ ପାକିସ୍ତାନ ଯିବାକୁ ପଛଘୁଞ୍ଚା ଦେଉଛନ୍ତି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ସେମାନଙ୍କୁ ନକଲି ପାସପୋର୍ଟ…

ଭାରତ ୫-୪ରେ ଅଷ୍ଟ୍ରେଲିଆକୁ ହରାଇଲା

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୩।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ ହକି ମ୍ୟାଚରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ୧୩, ୧୪ ଓ ୫୫ତମ ମିନିଟରେ…

ଓସ୍କାରରେ ଭାରତକୁ ସଫଳତା: ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଆଓ୍ବାର୍ଡ ଜିତିଲା ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’

ଓସ୍କାର ୨୦୨୩ରେ ଭାରତକୁ ସଫଳତା ମିଳିଛି। ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି। ଯଦିଓ ଆରମ୍ଭରୁ ଶ୍ରେଷ୍ଠ ଫିଚର ଡକ୍ୟୁମେଣ୍ଟାରୀ ବର୍ଗରେ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’ ପୁରସ୍କାର ରେସ୍‌ରୁ ବାଦ୍‌ ପଡିଥିଲା କିନ୍ତୁ ‘ଦ…

ନିବେଶକଙ୍କୁ ନିରାଶ କରୁଛି ବଜାର

ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ…

ଏନ୍‌ଆର୍‌ଆଇ ଯାତ୍ରୀଙ୍କ ନାଁରେ ମାମଲା

ମୁମ୍ବାଇ,୧୩ା୩: ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରିବା ସହ ଅନ୍ୟ ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶନିବାର ଉଡ଼ନ୍ତା ବିମାନରେ…

ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହ କମ୍ପିବ

ନୂଆଦିଲ୍ଲୀ, ୧୩ା୩ :ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଆର୍ଥତ୍କ ବିଧେୟକଗୁଡ଼ିକୁ ଗୃହୀତ କରାଇବା ଉପରେ ସରକାର ପ୍ରାଥମିକତା ଦେବେ। ଅନ୍ୟପକ୍ଷରେ ଆଦାନି ଗ୍ରୁପ୍‌ ବିରୋଧରେ ଅଭିଯୋଗ, ବିରୋଧୀ ନେତାଙ୍କ ବିରୋଧରେ ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri