ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୧୧ ଯାଏ ଲାଗିରହିବ ବର୍ଷା
ଭୁବନେଶ୍ୱର,୮।୧୦(ବନ୍ଦନା ସେଠୀ):ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍ ଲାଇନ୍…
ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ନେଲା ବଡ଼ ନିଷ୍ପତ୍ତି: ଆକାଉଣ୍ଟ ଥିଲେ ହୋଇଯାନ୍ତୁ ସତର୍କ
ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି, ମହାରାଷ୍ଟ୍ରର ସତାରାରେ ଥିବା ଜିଜାମାତା ମହିଳା ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏହାର କାରଣ ହେଉଛି ସମବାୟ…
ରୋହିତ, ବିରାଟ,ଅଶ୍ୱିନଙ୍କୁ ଅବସର ନେବାକୁ ବାଧ୍ୟ କରିଛନ୍ତି ଏହି ଖେଳାଳି, ବଡ଼ ପୋଲ ଖୋଲିଦେଲେ…
ନୂଆଦିଲ୍ଲୀ,୮।୧୦: ଟିମ ଇଣ୍ଡିଆର ନୂତନ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ତାଙ୍କ ପୂର୍ବତନ ସାଥୀ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ତିୱାରୀ କହିଛନ୍ତି ଯେ ଗମ୍ଭୀର…
ଭାରତର GDP ଆକଳନ 6.5% କୁ ବୃଦ୍ଧି କଲା ବିଶ୍ୱ ବ୍ୟାଙ୍କ
ମୁମ୍ବାଇ,୭।୧୦: ବିଶ୍ୱ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭାରତର GDP ବୃଦ୍ଧି ଅନୁମାନକୁ ୬.୩%ରୁ ୬.୫%କୁ ବୃଦ୍ଧି କରିଛି, ଯାହା ଦେଶରେ ଖର୍ଚ୍ଚ, କୃଷି ଓ ଗ୍ରାମ୍ୟ ମଜୁରୀର ଭଲ ପ୍ରଦର୍ଶନରୁ ହୋଇଛି। କିନ୍ତୁ ଆର୍ଥିକ ବର୍ଷ ୨୭ରେ ଏହା…
ନୂତନ ରେକର୍ଡ କଲା ସୁନା ମୂଲ୍ୟ: ୧.୨୪ ଲକ୍ଷ ଟଙ୍କା ଛୁଇଁଲା, ଜାଣନ୍ତୁ କାରଣ
ମୁମ୍ବାଇ,୭।୧୦: ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି, ଯାହା ସୁନାକୁ ସୁରକ୍ଷିତ ନିବେଶ…
SI ନିଯୁକ୍ତି ଘୋଟାଲା: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦେଶ, ‘ଅଭିଯୁକ୍ତଙ୍କୁ ପାତାଳରୁ ଖୋଜି ଗିରଫ କରାଯିବ’
ଭୁବନେଶ୍ୱର,୭।୧୦: ଓଡ଼ିଶାରେ ପୋଲିସ ସବ-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଘୋଟାଲାରେ ସମ୍ପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।…
ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା, ରାଜନୀତରେ ହଲଚଲ
ନୂଆପଡା,୭।୧୦: ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ…
SI ନିଯୁକ୍ତି ପରୀକ୍ଷା: ସନ୍ଦେହରେ ପୋଲିସର ଭୂମିକା, ବରିଷ୍ଠ ପୋଲିସ ଅଧିକାରୀ କରୁଥିଲେ ଜାଲିଆତି
ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସ୍ଆଇ) ନିଯୁକ୍ତି ପରୀକ୍ଷା ଘୋଟାଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରାଙ୍କୁ ଗିରଫ କରାଯାଇଛି। ଏହାସହ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ ଘରୋଇ…
SI ପରୀକ୍ଷା ଜାଲିଆତି: ଜଳଜଳ ଦିଶୁଛି ରାଜନୈତିକ ଲିଙ୍କ୍, ନେତାଙ୍କୁ ବାନ୍ଧିବ କି କ୍ରାଇମବ୍ରାଞ୍ଚ ?
ଭୁବନେଶ୍ୱର,୭।୧୦: ଓଡ଼ିଶା ପୋଲିସ ସବ-ଇନ୍ସ୍ପେକ୍ଟର (ଏସ୍ଆଇ) ନିଯୁକ୍ତି ଜାଲିଆତିରେ ଛାନବିନ୍ ଯେତେ ଗଭୀର ହେଉଛି ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମଙ୍ଗଳବାର କ୍ରାଇମ୍ ବ୍ରାଞ୍ଚ୍ ଏବେ ଏହି ମାମଲାରେ ଷଷ୍ଠ ମଧ୍ୟସ୍ଥ ଭାବେ ଗିରଫ ଚନ୍ଦନ ମଲ୍ଲିକଙ୍କର ରାଜନୈତିକ…
OPRB କୁ ଜବାବ ମାଗିଲେ ସରକାର, ଆଉଟସୋର୍ସିଂକୁ କାହିଁକି ଦେଇଥିଲ ଦାୟିତ୍ୱ ?
ଭୁବନେଶ୍ୱର,୭।୧୦: ପୋଲିସ ସବ-ଇନ୍ସ୍ପେକ୍ଟର (ଏସ୍ଆଇ) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ବିବାଦରେ ଓଡ଼ିଶା ସରକାର ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB)କୁ ଘରୋଇ କମ୍ପାନୀଗୁଡ଼ିକୁ ପରୀକ୍ଷା ଆୟୋଜନରେ ସମ୍ପୃକ୍ତ କରିବା ପାଇଁ ଜବାବ ମାଗିଛନ୍ତି। ସରକାରୀ ନିଷେଧାଜ୍ଞା ସତ୍ତ୍ୱେ…
ଶାସନ ମୁଖିଆ ଭାବେ ୨୪ ବର୍ଷ ପୂରଣ କଲେ ମୋଦି: ମା’ଙ୍କ ୨ଟି କଥାକୁ ମନେ ପକାଇ ହେଲେ ଭାବପ୍ରବଣ
ନୂଆଦିଲ୍ଲୀ,୭।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବରେ ୨୪ ବର୍ଷ ପୂରଣ କରିଛନ୍ତି। ୨୦୦୧ର ଆଜିର ଦିନ ଅର୍ଥାତ୍ ଅକ୍ଟୋବର ୭ରେ, ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେବେଠାରୁ, ସେ ବିଭିନ୍ନ ସରକାରରେ ସର୍ବୋଚ୍ଚ ପଦବୀରେ ଅଛନ୍ତି। ସେ…
କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ୪ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୭।୧୦: କେନ୍ଦ୍ର କ୍ୟାବିନେଟ ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ୭ଟି ରେଳ କରିଡର ମୋଟ ରେଳ ଟ୍ରାଫିକର ୪୧ ପ୍ରତିଶତ ବହନ କରେ।…
Archives


