ଜିନ୍ପିଙ୍ଗ୍ଙ୍କ ଶାନ୍ତି ପ୍ରସ୍ଥାବକୁ ପୁଟିନ୍ଙ୍କ ସହମତି
ମସ୍କୋ, ୨୦। ୩: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ସୋମବାର ମସ୍କୋରେ ପହଞ୍ଚିଛନ୍ତି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣପରଠାରୁ ଏହା ଜିନ୍ପିଙ୍ଗ୍ଙ୍କ ପ୍ରଥମ ରୁଷିଆ ଗସ୍ତ। ଶି ଜିନ୍ପିଙ୍ଗ୍ କ୍ରେମଲିନ୍ରେ ପୁଟିନ୍ଙ୍କୁ ଭେଟିଛନ୍ତି। ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା…
ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ: କେଜ୍ରିଓ୍ବାଲଙ୍କ ଅଭିଯୋଗ, କେନ୍ଦ୍ର ଦେଲାନି ଅନୁମତି
ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନି ବଜେଟ। ଦିଲ୍ଲୀ ସରକାରଙ୍କ ବଜେଟ ଉପରେ କେନ୍ଦ୍ର ସରକାର ରୋକୋ ଲଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା…
ମଙ୍ଗଳବାର ଉପସ୍ଥାପନ ହେବ କେଜ୍ରିଓ୍ବାଲ ସରକାରଙ୍କ ବଜେଟ
ନୂଆଦିଲ୍ଲୀ,୨୦।୩: ଦିଲ୍ଲୀବାସୀଙ୍କ ପାଇଁ ମଙ୍ଗଳବାର ଏକ ବିଶେଷ ଦିନ। କାରଣ ମଙ୍ଗଳବାର ସକାଳ ୧୧ଟାରେ ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ। ରାଜ୍ୟର ନୂତନ ଅର୍ଥମନ୍ତ୍ରୀ କୈଳାଶ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀର ବଜେଟ ଉପସ୍ଥାପନ କରିବେ। ସବୁବର୍ଷ ଭଳି…
ୱାନ ର଼୍ୟାଙ୍କ ୱାନ ପେନସନ ମାମଲା: ପ୍ରତିରକ୍ଷା ମନ୍ତ୍ରଣାଳୟର ସିଲ କଭର ରିପୋର୍ଟକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୦।୩ : ୱାନ ର଼୍ୟାଙ୍କ ୱାନ ପେନସନ (ଓଆରଓପି) ନୀତି ଅନୁଯାୟୀ ପେନସନ ଦେୟ ମାମଲାରେ ସୁପ୍ରିମକୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟର ଏସମ୍ପର୍କିତ ସିଲ ହୋଇଥିବା କଭର୍ ରିପୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ସିଲ…
ମୋଦି-କିଶିଦା ଭେଟ: ଦ୍ୱିପାକ୍ଷିକ ସହଯୋଗ ସହିତ ଚାଇନା କାର୍ଯ୍ୟକଳାପକୁ ଗୁରୁତ୍ୱ…
ନୂଆଦିଲ୍ଲୀ,୨୦।୩ : ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ…
ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…
ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି ସ୍ବୀକାର କରିବେ ନାହିଁ। କାରଣ ସେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ସେ…
ଖଲିସ୍ତାନୀଙ୍କୁ କଡ଼ା ଜବାବ: ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ବିରାଟ ତ୍ରିରଙ୍ଗା…
ଲଣ୍ଡନ,୨୦।୩ : ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତରେ ଖାଲିସ୍ତାନୀଙ୍କ ବେଆଇନ କାର୍ଯ୍ୟ ପରେ ଭାରତ ବର୍ତ୍ତମାନ ଏକ କଡ଼ା ଜବାବ ଦେଇଛି। ରବିବାର ଦିନ ଖାଲିସ୍ତାନୀମାନେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କଠାରୁ ଭାରତୀୟ ତ୍ରିରଙ୍ଗା କାଢ଼ି ଫିଙ୍ଗି ଦେଇଥିଲେ। ତେବେ, ପୂର୍ବ…
ମୋଦିଙ୍କୁ ଖୁସି କରିବା ମମତା ଦିଦିଙ୍କ ଲକ୍ଷ୍ୟ: ଅଧିର ରଞ୍ଜନ…
ନୂଆଦିଲ୍ଲୀ,୨୦।୩ : ୨୦୨୪ ନିର୍ବାଚନ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ କହିଛନ୍ତି, ଯଦି ରାହୁଲ ବିରୋଧୀ ଦଳର ନେତା ରହିବେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା
କଟକ ଅଫିସ,୨୦ା୩: ସୋମବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷଦିନରେ ଛାତ୍ରୀଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ତେବେ ଆସନ୍ତା ୩ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି…
ଆଇପିଏଲ ଉପରେ ପୁଣି କରୋନା ସଙ୍କଟ: ଖେଳାଳି ଆକ୍ରାନ୍ତ ହେଲେ ୭ ଦିନିଆ କ୍ୱାରାଣ୍ଟାଇନ…
କୋଲକାତା,୨୦।୩ : ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବୋର୍ଡ ସମସ୍ତ ପ୍ରସ୍ତୁତି ଚଳାଇଛି। ଆଇପିଏଲ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ପଡିଆ ମଧ୍ୟ ପ୍ରସ୍ତୁତ। ଆଇପିଏଲ ୨୦୨୩ ପୂର୍ବରୁ ବୋର୍ଡର ଚିନ୍ତା ବଢ଼ିଚାଲିଛି। କାରଣ ଦେଶରେ କରୋନା…
ଇଡିରେ ହାଜର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ
ନୂଆଦିଲ୍ଲୀ,୨୦।୩: ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଫସି ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ବିଧାୟକ କେ. କବିତା ଇଡିରେ ସୋମବାର ହାଜର ହୋଇଛନ୍ତି। କବିତା ଦିଲ୍ଲୀର ପିତାଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅବକାରୀ ଦୁର୍ନୀତିରେ…
ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସୋମବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ମାଟ୍ରିକ ପ୍ରଶ୍ନପତ୍ର ଲିକ୍କୁ ନେଇ ଉଭୟେ ଭାଜପା ଏବଂ କଂଗ୍ରେସ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିକ୍ରମ କେଶରୀ…
Archives


