ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…
ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ଏହି ଦେଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟ ସେବାର ଘୋର…
ଗାମ୍ବିଆରେ ଶିଶୁ ମୃତ୍ୟୁ ପାଇଁ ଭାରତ କଫ ସିରପ ଦାୟୀ: ସିଡିସି ରିପୋର୍ଟି…
ନୂଆଦିଲ୍ଲୀ,୪।୩ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ଗାମ୍ବିଆର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ଅନୁସନ୍ଧାନରେ ଗାମ୍ବିଆରେ ଶିଶୁଙ୍କ ମୃତ୍ୟୁ ଏବଂ ଭାରତରେ ଉତ୍ପାଦିତ ଅପମିଶ୍ରିତ କଫ ସିରପ ବ୍ୟବହାର ମଧ୍ୟରେ ସମ୍ପର୍କ ରହିଛି। ବିଶ୍ୱ ସ୍ବାସ୍ଥ୍ୟ…
ଭାରତ ସମସ୍ତ ଦେଶର ସମୃଦ୍ଧି ଚାହେଁ: ୟୁକ୍ରେନ ଯୁଦ୍ଧ ନେଇ ନୌସେନା ମୁଖ୍ୟଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୪।୩ : ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ ଯେତେବେଳେ ବି ଟେକ୍ନୋଲୋଜି ଆସେ, ଏହାକୁ କାଉଣ୍ଟର କରିବା ଜ୍ଞାନକୌଶଳ ମଧ୍ୟ ଆସିଯାଏ। ୟୁକ୍ରେନ ଯୁଦ୍ଧ ସମୟରେ ଆମେ ଦେଖିଥିଲୁ ଯେ ଯେତେବେଳେ ବି ଯୁଦ୍ଧରେ ନୂଆ…
ଆମ ଭାଇମାନଙ୍କୁ ଆମେ ଦେବୁ ସୁରକ୍ଷା: ଷ୍ଟାଲିନ…
ଚେନ୍ନାଇ,୪।୩ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର ବିହାରବାସୀଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯଦି କେହି ଆପଣଙ୍କୁ ଧମକ ଦେଉଛନ୍ତି ତେବେ ହେଲ୍ପଲାଇନ ନମ୍ବରରେ ଫୋନ କରନ୍ତୁ।…
ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ…
ନୂଆଦିଲ୍ଲୀ,୪।୩ : ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ’ସାରରେ ଆତ୍ମନିର୍ଭରଶୀଳତା ପାଇଁ ଆଉ…
ଏଭଳି ଦୁଃସାହସ ପାକିସ୍ତାନ ବି କରିବ ନାହିଁ: ରାହୁଲଙ୍କ ମନ୍ତବ୍ୟ ନେଇ ସମ୍ବିତ ପାତ୍ରଙ୍କ କଟାକ୍ଷ…
ନୂଆଦିଲ୍ଲୀ,୪।୩ : ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଭାଜପା କହିଛି ବିଦେଶରେ ରାହୁଲ ଭାରତ ବିରୁଦ୍ଧରେ କହୁଛନ୍ତି ଏବଂ ଦେଶର ଅବସ୍ଥା ସମ୍ପର୍କରେ ଏପରି ଅଭିଯୋଗ କରୁଛନ୍ତି, ଯାହା ପାକିସ୍ତାନ ମଧ୍ୟ କରିବାକୁ…
ଆସନ୍ତାକାଲିଠାରୁ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ସେବା
ଭୁବନେଶ୍ୱର,୪ା୩(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ବତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହେବ। ପ୍ରଥମ ଦିନ ୯ ଜଣ ଯାତ୍ରୀଙ୍କୁ ନେଇ ଏହି ବିମାନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ…
ଆଗକୁ ବଢ଼ିବ ତାତି: ଭାରତ ପାଇଁ ସତର୍କ ସୂଚନା…
ନୂଆଦିଲ୍ଲୀ,୪।୩ : ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ) ଚେତାବନୀ ଦେଇଛି ଯେ ଏକ କିମ୍ବା ଦୁଇ ମାସ ମଧ୍ୟରେ ଏଲ ନିନୋ ସକ୍ରିୟ ହେବା ସହିତ ସମଗ୍ର ବିଶ୍ୱରେ ତାତି ବୃଦ୍ଧି ପାଇବ। ବିଶେଷକରି ଭାରତ ଭଳି ଦେଶରେ ତାତି ଏକ…
ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ୍ ମାମଲା: ଶୀଘ୍ର ତଦନ୍ତ ପାଇଁ କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…
ଜେନେଭା,୪।୩ : କରୋନା ଭାଇରସ ବିଷୟରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍ ହୋଇ ସମଗ୍ର…
କରୋନା ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା…
ମସ୍କୋ,୪।୩ : ରୁଷିଆରେ କୋଭିଡ-୧୯ ଟିକା ‘ସ୍ପୁଟନିକ ଭି’ ବିକଶିତ ପ୍ରକ୍ରିୟାରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଣ୍ଡ୍ରେ ବୋଟିକୋଭଙ୍କୁ ତାଙ୍କ ବାସଭବନରେ ଏକ ବେଲ୍ଟକୁ ବେକରେ ବାନ୍ଧି ହତ୍ୟା କରାଯାଇଛି। ହତ୍ୟା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…
୨୦୪୭ ସୁଦ୍ଧା ବହୁ ଦେଶଙ୍କୁ ପଛରେ ପକାଇବ ଭାରତ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ଧରି ଓ୍ବେବନାରରେ ଭାରତର ବିକାଶ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ଜାରି ରଖିଛନ୍ତି। ଶନିବାର ସେ କହିଛନ୍ତି, ଯେ ଚଳିତ ବଜେଟରେ ଦେଶର ଭିତ୍ତିଭୂମି ନିର୍ମାଣ ଉପରେ ଅଧିକ ଗୁରୁତ୍ୱାରୋପ…
ଦୈନିକ ସଂକ୍ରମଣ ୩ ଶହ ଟପିଲା…
ନୂଆଦିଲ୍ଲୀ, ୪।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…
Archives


