ଆମେରିକା ସ୍କୁଲରେ ପୁଣି ଫୁଟିଲା ଗୁଳି: ୭ ମୃତ
ୱାଶିଂଟନ,୨୮ ।୩: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । କୁହାଯାଉଛି କି ଆକ୍ରମଣକାରି ଏଥର ଏକ ସ୍କୁଲରେ ଆଖିବିଜା ଗୁଳି ଚଳାଇଛନ୍ତି । ଘଟଣା ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ହୋଇଛି । ଏହି ଗୁଳିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।…
ମାଓବାଦୀ ଆକ୍ରମଣ ମାମଲା : ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ
ନୟାଗଡ଼ ଅଫିସ,୨୭।୩ : ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ…
୨୪ଘଣ୍ଟାରେ ୧୩୦୦କି.ମି. ଅତିକ୍ରମ କରି ପ୍ରୟାଗରାଜର ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଲା ଅତିକଙ୍କ କନ୍ଭେ
ପୟାଗରାଜ,୨୭।୩: ମାଫିଆରୁ ବାହୁବଳୀ ବିଧାୟକ ହୋଇଥିବା ଅତିକ ଅହମ୍ମଦଙ୍କୁ ଗୁଜରାଟର ଅହମ୍ମଦାବାଦର ସାବରମତୀ ଜେଲ୍ରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଅଣାଯାଇଛି। କଡ଼ା ସୁରକ୍ଷା ବଳୟରେ ତାଙ୍କ କନ୍ଭେ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଛି। ଜେଲ୍ରେ ଅତିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।…
ରାହୁଲଙ୍କୁ ଖାଲି କରିବାକୁ ପଡ଼ିବ ସରକାରୀ ବଙ୍ଗଳା: ଜାରି ହେଲା ନୋଟିସ୍
ନୂଆଦିଲ୍ଲୀ,୨୭।୩: ସଂସଦରୁ ସଦସ୍ୟତା ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ…
ରାହୁଲଙ୍କ ବୟାନକୁ ନେଇ ନାରାଜ ଉଦ୍ଧବ, ଯୋଗ ଦେବେନାହିଁ ମଲ୍ଲିକାର୍ଜୁନଙ୍କ ଡିନର ପାର୍ଟିରେ
ମୁମ୍ବାଇ,୨୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ନେଇ ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଦଳ ବି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କଡା…
ସୀମାନ୍ତରେ ପୁଣି ଲାଲ୍ ଆତଙ୍କ: ଜଣେ ଯବାନ ଶହୀଦ
ମାଲକାନଗିରି,୨୭ା୩(ଡି.ଏନ୍.ଏ.): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବିଜାପୁର ଅଞ୍ଚଳ ମିରତୁର ଥାନା ଅନ୍ତର୍ଗତ ତିମେନାରରେ ଆଇଇଡି ବ୍ଲାଷ୍ଟ ଯୋଗୁ ଜଣେ ଯବାନ ଶହୀଦ ହୋଇଛନ୍ତି। ସୂଚନାନୁଯାୟୀ, ତିମେନାର ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ସୁରକ୍ଷା ଦେବା…
ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ସେମାନଙ୍କ ପକ୍ଷ ଶୁଣିବା ଉଚିତ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୭।୩ : ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ। ଏହା ପରେ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେବା…
୩୦ ଜିଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତ ଦେଲେ ନବୀନ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ, ଢେଙ୍କାନାଳ,…
ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ ଛାଡିଥିଲେ ମୁଖ୍ୟମନ୍ତ୍ରୀ ପଦ…
ମୁମ୍ବାଇ,୨୭।୩ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକ ସୁହାସ କାଣ୍ଡେ ଏକ ବଡ଼ ଦାବି କରିଛନ୍ତି। ଏକଦା ଠାକେର ପରିବାର ପାଇଁ ସ୍ବତନ୍ତ୍ର ଥିବା ସୁହାସ କାଣ୍ଡେ ଦାବି କରିଛନ୍ତି ଯେ, ନିଜ ଶାଳକଙ୍କୁ ସୁରକ୍ଷା ଦେବାକୁ ଯାଇ ଉଦ୍ଧବ…
୧୩ ଜିଲାକୁ କାଳବୈଶାଖୀ, ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ସୋମବାର ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ପାଣିପାଗ…
ଫେରିଲେ ଜ୍ୟାକ ମା…
ବେଜିଂ,୨୭।୩ : ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମା ଚାଇନାକୁ ଫେରିଛନ୍ତି ଏବଂ ସେ ହାଙ୍ଗଜୋ ସହରରେ ପ୍ରତିଷ୍ଠା କରିଥିବା ଏକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସୋମବାର ଏନେଇ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଆଣ୍ଟ ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ବିଦ୍ୟାଳୟ…
ସଂସଦ ଅଚଳ: ଲୋକସଭାରେ ବାଚସ୍ପତିଙ୍କ ଉପରେ ପାମ୍ପଲେଟ ଫିଙ୍ଗିଲେ ବିରୋଧୀ ସଦସ୍ୟ…
ନୂଆଦିଲ୍ଲୀ,୨୭।୩ : ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଫଳରେ ସଂସଦ ଅଚଳ ହୋଇପଡ଼ିଛି। ସୋମବାର ପୁଣି ଥରେ ଭାଜପାର ଏମ୍ପିଙ୍କ ସହିତ ବିରୋଧୀ ଲୋକସଭା ଓ ରାଜ୍ୟସଭାରେ ପରସ୍ପର ଉପରେ ଆରୋପ…
Archives


