ସାବରିମାଲା ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ: ୬୦ ଆହତ…
ଥିରୁଭାନନ୍ତପୁରମ୍,୨୮।୩ : କେରଳରେ ଏକ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୁହାଯାଉଛି ଯେ ତାମିଲନାଡୁରୁ ପ୍ରାୟ ୬୦ ଜଣ ସାବରିମାଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ପଠାନମଥିଟ୍ଟା ଜିଲାର ଏକ ଗଭୀର ଖାଲରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୬୦…
ବେଲୁର ମଠରେ ରାଷ୍ଟ୍ରପତି…
କୋଲକାତା,୨୮।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବେଲୁର ମଠ ପରିଦର୍ଶନ କରିଛନ୍ତି। ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସ ଏବଂ ମା ଶାରଦା ଦେବୀଙ୍କର ଦର୍ଶନ କରିଥିଲେ। ରାଷ୍ଟ୍ରପତି ମଠର ମୁଖ୍ୟ ମନ୍ଦିର ସହିତ ସ୍ବାମୀ ବିବେକାନନ୍ଦଙ୍କ କୋଠରୀ ପରିଦର୍ଶନ…
କାନାଡ଼ାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ପୁଣି ଭଙ୍ଗାରୁଜା: ନିନ୍ଦା କଲା ଭାରତୀୟ ଦୂତାବାସ…
ଟରଣ୍ଟୋ,୨୮।୩ : ମହାତ୍ମା ଗାନ୍ଧୀଙ୍କ ଆଉ ଏକ ପ୍ରତିମୂର୍ତ୍ତି କାନାଡାର ବର୍ନାବିସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଥିଲା। ଭାନକୋଭରରେ ଥିବା ଭାରତୀୟ ଦୂତାବାସ ମଙ୍ଗଳବାର ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଏହି ପ୍ରତିମୂର୍ତ୍ତିକୁ ସାଇମନ ଫ୍ରେଜର ବିଶ୍ୱବିଦ୍ୟାଳୟର ବର୍ନାବି…
ବୁଲା କୁକୁରଙ୍କ ପ୍ରତି କ୍ରୁରତା ଗ୍ରହଣଯୋଗ୍ୟ ନୁହେଁ: ହାଇକୋର୍ଟ…
ମୁମ୍ବାଇ,୨୮।୩ : ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଏକ ସଭ୍ୟ ସମାଜରେ ବୁଲା କୁକୁରମାନଙ୍କ ପ୍ରତି ନିର୍ଦ୍ଦୟଭାବ, କ୍ରୁରତା ତଥା ଘୃଣାଭାବ କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏକ ହାଉସିଂ ସୋସାଇଟିକୁ ଏହି…
କୁଆଡେ ଗଲା ୬୫୩ ରାଉଣ୍ଡ ଗୁଳି ? ସହରରେ ଲକଡାଉନ ଲଗାଇଲେ କିମ୍, ୨ ଲକ୍ଷରୁ ଅଧିକ ଲୋକ ଗୃହବନ୍ଦୀ…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏକ ସହରରେ ଲକଡାଉନ ଘୋଷଣା କରିଛନ୍ତି। କାରଣ ଏହି ସହରର ଜଣେ ସୈନିକଙ୍କ ନିକଟରୁ ୬୫୩ ରାଉଣ୍ଡ ବନ୍ଧୁକ ଗୁଳି ହଜି…
ଦୀକ୍ଷାନ୍ତ ସମାରୋହରେ ଜେଲେନେସ୍କିଙ୍କ ଭଳି ପୋଷାକ ପିନ୍ଧି ପହଞ୍ଚିଲେ ଛାତ୍ର…
ଟୋକିଓ,୨୮।୩ : ଜାପାନର ଏକ ବିଶ୍ୱବିଦ୍ୟାଳୟର ଛାତ୍ର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଷ୍ଟାଇଲରେ ସ୍ନାତକ ଦୀକ୍ଷାନ୍ତ ସମାରୋହରେ ପହଞ୍ଚିଛନ୍ତି। ପୋଷାକଠାରୁ ଆରମ୍ଭ କରି ଦାଢ଼ି ପର୍ଯ୍ୟନ୍ତ, ତାଙ୍କର ସମସ୍ତ ବେଶଭୁଷା ଜେଲେନସ୍କି ଭଳି ସମାନ ଥିଲା। ଖବର ଅନୁଯାୟୀ,…
ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବଢ଼ାଇବେ କିମ୍…
ପ୍ୟୋଙ୍ଗୟାଙ୍ଗ,୨୮।୩ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି କରିବାକୁ ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଉଛି। ଅଧିକାରୀମାନେ ବିଶ୍ୱାସ…
ଚାକିରି ଛାଡ଼ିଥିବା ଏଚ-୧-ବି ଭିଜା କର୍ମଚାରୀଙ୍କୁ ଛାଡ଼ିବାକୁ ପଡ଼ିବନି ଆମେରିକା…
ଓ୍ବାଶିଂଟନ,୨୮।୩ : ଆମେରିକାର ନାଗରିକତ୍ୱ ଏବଂ ଇମିଗ୍ରେଶନ ସର୍ଭିସେସ( ୟୁଏସସିଆଇଏସ) କହିଛି ଯେ ଏଚ-୧-ବି ଭିଜା ଥିବା କର୍ମଚାରୀଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡିବ ବୋଲି ବିଶ୍ୱାସ କରିବା ଭୁଲ ଅଟେ। ଏହି ମନ୍ତବ୍ୟ ଆମେରିକାର ବୈଷୟିକ କ୍ଷେତ୍ରରେ…
୧୧ ହଜାର ମୁହାଁ ସକ୍ରିୟ ମାମଲା, ୩୨ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ…
ନୂଆଦିଲ୍ଲୀ, ୨୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଅତିକଙ୍କୁ ଆଜୀବନ ଜେଲ
ପ୍ରୟାଗରାଜ,୨୮।୩: ଉତ୍ତରପ୍ରଦେଶ ପ୍ରୟାଗରାଜର ଏମ୍ପି-ଏମ୍ଏଲ୍ଏ କୋର୍ଟ ମଙ୍ଗଳବାର ଉମେଶ ପାଲଙ୍କ ଅପହରଣ ଏବଂ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ବାହୁବଳୀ ଅତିକ ଅହମ୍ମଦଙ୍କ ସମେତ ୩ଜଣ ଅଭିଯୁକ୍ତ ହନିଫ, ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ଗତ…
ଭାରତ-ଚାଇନା ମଧ୍ୟରେ ସୀମା ତିକ୍ତତା: ସେନା ମୁଖ୍ୟ କହିଲେ, ଭାରତ ପାଇଁ ଚିନ୍ତାର ବିଷୟ
ନୂଆଦିଲ୍ଲୀ,୨୮।୩: ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ ବଡ…
ନୌସେନାରେ ଆଜି ସାମିଲ ହେବେ ଅଗ୍ନିବୀରର ପ୍ରଥମ ବ୍ୟାଚ, ଆଇଏନଏସ ଚିଲିକାରେ ହେବ ପାସିଂ ଆଉଟ ପରେଡ
ନୂଆଦିଲ୍ଲୀ,୨୮ ।୩: ଆଜିର ଦିନ ଅର୍ଥାତ୍ ୨୮ ମାର୍ଚ୍ଚ ୨୦୨୩ ଭାରତୀୟ ସେନା ପାଇଁ ଏକ ବିଶେଷ ତଥା ଐତିହାସିକ ଦିନ ହେବାକୁ ଯାଉଛି । ମଙ୍ଗଳବାର ଅଗ୍ନିବୀରର ପ୍ରଥମ ବ୍ୟାଚ ଭାରତୀୟ ନୌସେନାରେ ସାମିଲ ହେବେ । ମଙ୍ଗଳବାର ହିଁ…
Archives


