Home Middle

ପଞ୍ଜାବ ଆଗରେ ୨୧୪ ରନ୍‌ର ଟାର୍ଗେଟ୍‌

ଧର୍ମଶାଳା,୧୭।୫: ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୩ ରନ୍‌ କରିଛି। ଫଳରେ ପଞ୍ଜାବ ଆଗରେ ୨୧୪…

ଏଲ୍‌ପିଜି ସିଲିଣ୍ଡର ଉପରେ ଏଣିକି ମିଳିପାରେ ସବ୍‌ସିଡି

ନୂଆଦିଲ୍ଲୀ,୧୭ା୫: କର୍ନାଟକ ନିର୍ବାଚନରେ ଦେଖାଯାଇଥିବା ମୁଦ୍ରାସ୍ଫୀତିର ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଖୁଚୁରା ମୁଦ୍ରାସ୍ଫୀତିକୁ ସବୁ ମୂଲ୍ୟରେ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। କାରଣ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବ। ଯେଉଁଠାରେ ବିରୋଧୀ…

ଯୁବକଙ୍କୁ ଖଣ୍ଡଖଣ୍ଡ କାଟି ପଲିଥିନରେ କରିଥିଲେ ପ୍ୟାକିଂ

ବଲାଙ୍ଗୀର ଅଫିସ, ୧୭ା୫: ବଲାଙ୍ଗୀର ସହର ସାଲେପାଲିସ୍ଥିତ ଏକ ତାଲାବନ୍ଦ ଭଡାଘରୁ ପଲିଥିନ ପ୍ୟାକିଂ ହୋଇଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ବୁଧବାର ଟାଉନ୍‌ ପୋଲିସ ଜବତ କରିଛି। ମୃତକ ରିଙ୍କୁ ମେହେର(୨୭) ବୋଲି ଚିହ୍ନଟ କରାଯାଇଛି। ଏହା…

ଏହି ୪ କ୍ରିକେଟର କ୍ୟାରିୟର ମଧ୍ୟରେ ଜିରୋରେ ହୋଇନାହାନ୍ତି ଆଉଟ୍‌

ନୂଆଦିଲ୍ଲୀ,୧୭ା୫: କ୍ରିକେଟରେ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ପଡ଼ିଆକୁ ଯାଉଯାଉ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଛନ୍ତି। ମାତ୍ର ଆଉ କିଛି ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ତାଙ୍କ କ୍ୟାରିୟର ମଧ୍ୟରେ ଆଦୌ ଜିରୋରେ ଆଉଟ୍‌ ହୋଇନାହାନ୍ତି। ସେମାନଙ୍କ ମଧ୍ୟରୁ ୪…

ବିମାନରେ ଧୂମପାନ କରି ବନ୍ଧା ହେଲେ ଯାତ୍ରୀ

ବେଙ୍ଗାଲୁରୁ,୧୭ା୫: ବିମାନ ଶୌଚାଳୟରେ ଧୂମପାନ କରି ଜଣେ ଯାତ୍ରୀ ଗିରଫ ହୋଇଛନ୍ତି। ଆଲାସ୍କା ବିମାନରେ ଯାତ୍ରା କରୁଥିବା ଏହି ଯାତ୍ରୀ ଜଣକ ଶୌଚାଳୟରେ ଧୂମପାନ କରୁଥିବା ବିମାନର କ୍ରୁ ସଦସ୍ୟମାନେ ଜାଣି ପାରି ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିଥିଲେ। ପରେ…

‘ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର’

ନୂଆଦିଲ୍ଲୀ,୧୭।୫: ପ୍ରେମ ବିବାହରେ ହେଉଛି ସବୁଠାରୁ ଅଧିକ ଛାଡପତ୍ର। ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଛାଡପତ୍ରର ଅଧିକାଂଶ ମାମଲା କେବଳ ପ୍ରେମ ବିବାହ ପରେ ଆସୁଛି। ଏହି ମାମଲାରେ ମଧ୍ୟସ୍ଥତା କରି ସମାଧାନ କରିବା ପାଇଁ…

ଗୁରୁବାର ସୁଦ୍ଧା ଏସବୁ ଜିଲାରେ କାଳବୈଶାଖୀ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ବୁଧବାର ଅପରାହ୍ନରେ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୮ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ,ଗଜପତି, କନ୍ଧମାଳ, କଟକ,…

ଇମ୍ରାନଙ୍କୁ ଆଶ୍ୱସ୍ତି, ଗିରଫ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୭ା୫: ତେହେରିକ୍‌-ଇ-ଇନ୍‌ସାଫ୍‌ ପାର୍ଟି ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଶ୍ୱସ୍ତି ମିଳିଛି। ଇମ୍ରାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କ ଗିରଫଦାରୀରେ ବୁଧବାର ପ୍ରତିବନ୍ଧକ ଲଗାଇ ଏହାକୁ ମେ’ ୩୧…

ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୫: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶିବକୁମାରଙ୍କ ବିରୋଧରେ ତଦନ୍ତରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ଅନୁମତି ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ତେବେ ଏଥିପାଇଁ ସିବିଆଇ ସୁପ୍ରିମକୋର୍ଟରେ ହାଇକୋର୍ଟକୁ…

୨୦୨୪ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ହେବେ କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଏପରି କହିଲେ…

ନୂଆଦିଲ୍ଲୀ,୧୭।୫:ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏଥର ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ସମୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦଳର ମହାସଚିବ…

ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ ସିଦ୍ଦରାମାୟା

ବେଙ୍ଗାଲୁରୁ,୧୭।୫:କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ପଦ ନାମ ଚୂଡାନ୍ତ କରିଛି। ସୂଚନାନୁସାରେ, ଦଳର ହାଇକମାଣ୍ଡ ସିଦ୍ଦାରାମାୟଙ୍କ ଉପରେ ମୋହର ମାରିଛନ୍ତି। ତେବେ ସେ ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ।…

ଛୁଟି ସରିବା ପୂର୍ବରୁ ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଛୁଟି ସରିବା ପୂର୍ବରୁ ସେ ଓଡ଼ିଶା ଫେରିଆସିବେ। ବୁଧବାର ସନ୍ଧ୍ୟାରେ ଦୁବାଇରୁ ଫେରି ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବେ। ରାଜ୍ୟପାଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଥିବା ସୂଚନା ମିଳିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?