Home Middle

‘ଧ୍ୱଂସ ଆଡ଼କୁ ଗତି କରୁଛି ପାକିସ୍ତାନ’

ଇସଲାମାବାଦ,୧୮ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଦେଶ ଧ୍ୱଂସ ଆଡ଼କୁ ଗତି କରୁଛି। ଏପରିକି ବାଂଲାଦେଶ ପରି ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ। ଶାସକ ଦଳ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଏପରି କହିଛନ୍ତି ।…

୨ୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଦାରାମାୟା ଜେଡିଏସ ଛାଡି କଂଗ୍ରେସ ହାତ ଧରିଥିଲେ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। କର୍ନାଟକର ନୂଆ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଦାୟୀ ରିଜିଜୁ…

ନୂଆଦିଲ୍ଲୀ,୧୮।୫ : ତେବେ ମନ୍ତ୍ରଣାଳୟର ପରିବର୍ତ୍ତନ ପରେ ତାଙ୍କର ପ୍ରଥମ ଟୁଇଟରେ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଇନ ମନ୍ତ୍ରୀ ଭାବରେ ତାଙ୍କୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର…

ରିଜିଜୁଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା: କହିଲେ ବିଫଳ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୫ : ଗୁରୁବାର ସକାଳେ କିରେନ ରିଜିଜୁଙ୍କୁ ଏକ ବଡ଼ ଝଟକା ଲାଗିଛି। ତାଙ୍କୁ ଆଇନ ମନ୍ତ୍ରଣାଳୟର ହଟାଯାଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ତାଙ୍କ ହାତରୁ ପଦବୀ ଯିବାମାତ୍ରେ ରିଜିଜୁଙ୍କ ଉପରେ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ କଡ଼ା…

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ପୁରୀ ଅଫିସ,୧୮ା୫: ପୁରୀ-ହାଓ୍ବଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗୁରୁବାର ଠାରୁ ଗଡ଼ିଛି। ଭର୍ଚୁଆଲ ମୋଡ୍‌ରେ ସବୁଜ ପତାକା ହଲାଇ ଏହି ହାଇସ୍ପିଡ୍‌ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର…

ଓଡ଼ିଶାରେ ଆଉ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେଶନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଗୁରୁବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ି ହୋଇ…

ସୋନିଆଙ୍କ ଗୋଟିଏ ଫୋନ କଲ, ଆଉ ଜିଦ୍‌ ଛାଡ଼ିଲେ ଶିବକୁମାର…

ବେଙ୍ଗାଲୁରୁ,୧୮।୫ : କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେବେ। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମୁଖ୍ୟନ୍ତ୍ରୀ ହେବାକୁ ଜିଦ ଧରିଥିବା ଶିବକୁମାରଙ୍କୁ ମନାଇବା ସହ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏଥିରେ ସବୁଠାରୁ ବଡ ଭୂମିକା ଗ୍ରହଣ…

ହାଇଦ୍ରାବାଦରେ ଏସଆରଏଚ-ଆରସିବି ମୁହାଁମୁହିଁ…

ହାଇଦ୍ରାବାଦ,୧୮।୫ : ଆଇପିଏଲ ୨୦୨୩ର ୬୫ ତମ ମ୍ୟାଚରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ…

ଡିଲିଟ୍‌ ହେବ ଗୁଗ୍‌ଲର ଇନଆକ୍ଟିଭ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୮।୫: ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ ଡିଲିଟ୍‌ ହୋଇଯିବ। ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍‌ଲ ଡିଲିଟ କରିବା ନେଇ ସୂଚନା…

ଜଲିକାଟ୍ଟୁର ଆଇନଗତ ବୈଧତା କାଏମ…

ଚେନ୍ନାଇ,୧୮।୫ : ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ ଆନିମଲ୍ସ ଆକ୍ଟ (ସଂଶୋଧନ), ୨୦୧୭ ଅନୁଯାୟୀ ପ୍ରାଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ଯନ୍ତ୍ରଣାକୁ…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏୟାର ଷ୍ଟ୍ରାଇକର ଧ୍ୱଂସାବଶେଷ ପଡ଼ି କିଭ୍‌ର ପୂର୍ବ ଦୁଇଟି ଜିଲାରେ…

ଶିବକୁମାର ରାଜି, ସୁରେଶ ଅରାଜି…

ବେଙ୍ଗାଲୁରୁ,୧୮।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଡି.କେ ଶିବକୁମାର ଉପମୁଖ୍ୟନ୍ତ୍ରୀ ହେବେ। ଦଳର ସ୍ବାର୍ଥରେ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?