Home Middle

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…

ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର ରଣନୀତିର ଏକ ଅଂଶ ଭାବେ ଏଭଳି କରାଯାଉଛି। ବେଜିଂ ଭିତ୍ତିକ ଥିଙ୍କ ଟ୍ୟାଙ୍କ ସାଉଥ…

ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ: ୯୦ ଲକ୍ଷ ଭୋକରେ…

କାବୁଲ,୨୯।୩ : ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚ୍ପି) ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୯୦ ଲକ୍ଷ ଲୋକ ଅର୍ଥନୈତିକ ଏବଂ ମାନବିକ ସଙ୍କଟ ମଧ୍ୟରେ ଭୋକ ଉପାସରେ ଅଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେବଳ ସମ୍ଭବ ହେବ ଯଦି ସେ ତାଙ୍କର ‘ଭୁଲ୍‌’କୁ ଗ୍ରହଣ କରନ୍ତି। ସେ ଯାହା…

ରୋଡ ଶୋ’ରେ ୫୦୦ ଟଙ୍କିଆ ନୋଟ ଉଡାଇଲେ ବିଧାୟକ, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେ ୧୦ ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମେ ୧୩ ରେ ଭୋଟ ଗଣନା କରାଯିବ। ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିବାଦ ଘେରକୁ ଆସିଥିବା…

ଦେଶରେ ବଢ଼ିଲା ଚିତା ବଂଶ: ନାମିବ୍ୟା ଚିତା ବାଘୁଣୀ ଦେଲା ୪ ଶାବକଙ୍କୁ ଜନ୍ମ…

ଭୋପାଳ,୨୯।୩ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଦେଶ ପାଇଁ ସବୁଠୁ ବଡ ଖୁସି ଖବର ଆସିଛି। ନାମିବ୍ୟାରୁ ଆସିଥିବା ସିଆୟା ନାମକ ଏକ ଚିତା ବାଘୁଣୀ ଚାରି ଶାବକଙ୍କୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ମା‘ ଚିତା ଏବଂ ଚାରି…

କର୍ନାଟକର ୯୫ ପ୍ରତିଶତ ବିଧାୟକ କୋଟିପତି, ୭୫ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମେ ୧୦ରେ ନିର୍ବାଚନ ହେବା ସହିତ ମେ ୧୩ରେ ଏହାର ଫଳାଫଳ ଘୋଷଣା କରାଯିବ। ଏପରି ସ୍ଥଳେ, ଏଡିଆର ପକ୍ଷରୁ ସିଟିଂ ବିଧାୟକଙ୍କ ତଥ୍ୟ ପ୍ରକାଶ କରିଛି। ଏଥିରେ…

ଯଦି ୫୬ ଇଞ୍ଚ ଛାତି ଅଛି ତେବେ ଆଦାନୀ ମାମଲାରେ ଗଠନ କରନ୍ତୁ ଜେପିସି: କଂଗ୍ରେସ…

ନୂଆଦିଲ୍ଲୀ,୨୯।୩ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଭାଜପା କାର୍ଯ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ବିରୋଧୀ ଦଳମାନଙ୍କୁ ଦୁର୍ନୀତିଗସ୍ତ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏହାର ଜବାବ…

ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ

ଭୁବନେଶ୍ୱର,୨୯।୩: ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ସୂଚନାନୁଯାୟୀ, ମେ’୧୦ରେ ମତଦାନ ଏବଂ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ…

ଜେଡିୟୁ-ଶିବସେନା ପୂର୍ବରୁ ଥିଲେ ଭଲ, ଏବେ ହେଲେ ଦୁର୍ନୀତିଗ୍ରସ୍ତ: ମୋଦିଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୨୯।୩ : ରାଜ୍ୟସଭା ଏମପି କପିଲ ସିବଲ କ୍ରମାଗତ ଭାବେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଭାଜପା ମୁଖ୍ୟାଳୟରେ କରାଯାଇଥିବା ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରି ବିରୋଧୀଙ୍କୁ…

ଉଦ୍ଧବଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ୨ ବର୍ଷରେ ଫଡନଭିସଙ୍କ ନେତୃତ୍ୱରେ ହୋଇଥିଲା ୧୦୦ରୁ ୧୫୦ ବୈଠକ: ଶିନ୍ଦେଙ୍କ ମନ୍ତ୍ରୀ…

ମୁମ୍ବାଇ,୨୯।୩ : ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତାନାଜୀ ସାୱନ୍ତ ଏକ ବଡ ବିବୃତ୍ତି ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତାଚ୍ୟୁତ କରାଯାଇଛି। ଜୁନ ୨୦୨୨ ରେ ଏକନାଥ ଶିନ୍ଦେଙ୍କ…

କର୍ନାଟକରେ ୧୦ ମେ’ ରେ ବିଧାନସଭା ନିର୍ବାଚନ…

ବେଙ୍ଗାଲୁରୁ,୨୯।୩ : କର୍ନାଟକର ୨୨୪ ବିଧାନସଭା ଆସନରେ ୧୦ ମେ’ ରେ ନିର୍ବାଚନ ହେବ। ମେ’ ୧୩ରେ ମତ ଗଣନା କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଘୋଷଣା କରିଛନ୍ତି। ଏନେଇ ମେ’ ୨୪ ପୂର୍ବରୁ ସମସ୍ତ…

ଜିନପିଙ୍ଗଙ୍କୁ ଭେଟିବାକୁ ଜେଲେନସ୍କି ଆଗ୍ରହୀ: ୟୁକ୍ରେନ ଆସିବାକୁ କଲେ ଆମନ୍ତ୍ରଣ…

କିଭ୍‌,୨୯।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୟୁକ୍ରେନ ଗସ୍ତ କରିବାକୁ ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଛନ୍ତି। ବୁଧବାର ଆସୋସିଏଟେଡ ପ୍ରେସ ଦ୍ୱାରା ପ୍ରକାଶିତ ଖବରରେ ଏହା ଉଲ୍ଲେଖ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri