ଟ୍ରମ୍ପ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା, ନ୍ୟୁୟର୍କରେ ପୋଲିସ ଛାଉଣୀ…
ଓ୍ବାଶିଂଟନ,୩।୪ : ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ଭାବ୍ୟ ଆତ୍ମସମର୍ପଣ ନେଇ ନ୍ୟୁୟର୍କ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ନ୍ୟୁୟର୍କ ପୋଲିସ ଛାଉଣୀରେ ପରିଣତ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଟାୱାର ଚାରିପାଖରେ ପୋଲିସ ମେଟାଲ ବ୍ୟାରିକେଡିଂ କରିଛି।…
ସନା ମାରିନ ସରକାର ପରାଜିତ…
ହେଲସିଙ୍କି,୩।୪ : ଫିନଲ୍ୟାଣ୍ଡରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସନା ମାରିନଙ୍କ ସରକାର ପରାଜୟର ସମ୍ମୁଖୀନ ହୋଇଛନ୍ତି। ଦକ୍ଷିଣପନ୍ଥୀ ନେତା ପେଟେରୀ ଅର୍ପୋଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସମନ୍ବୟ ପାର୍ଟି ନିର୍ବାଚନରେ କେବଳ ମାରିନଙ୍କ ବାମପନ୍ଥୀ ସୋସିଆଲ ଡେମୋକ୍ରାଟ ପାର୍ଟି (ଏସଡିପି) କୁ…
ନ୍ୟୁୟର୍କ ଟାଇମ୍ସର ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ…
ଓ୍ବାଶିଂଟନ,୩।୪ : ନ୍ୟୁୟର୍କ ଟାଇମ୍ସକୁ ଏଲୋନ ମସ୍କ ପ୍ରୋପାଗଣ୍ଡା କହିଛନ୍ତି। ଏହା ସହିତ ଏହାର ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ ହଟାଯାଇଛି। ଟୁଇଟର ନ୍ୟୁୟର୍କ ଟାଇମ୍ସର ଗୋଲ୍ଡ ଭେରିଫାଏଡ ମାର୍କରକୁ ହଟାଇ ଦେଇଛି। ଟୁଇଟରର ଏହି ପଦକ୍ଷେପ ଏପରି ଏକ ସମୟରେ…
କ୍ୱିଟୋଭାଙ୍କୁ ମାୟାମି ଓପନ ଟାଇଟଲ
ମାୟାମି ଗାର୍ଡେନ୍ସ (ଫ୍ଲୋରିଡ଼ା), ୩ା୪(ଏପି): ଦ୍ୱାଦଶ ସିଡ୍ ଚେକ୍ ରିପବ୍ଲିକ୍ର ପେଟ୍ରା କ୍ୱିଟୋଭା ତାଙ୍କ ୧୩ତମ ପଦାର୍ପଣରେ ପ୍ରଥମଥର ମାୟାମି ଓପନ ଟେନିସ୍ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏକ ମାରାଥନ ଟାଇବ୍ରେକରରେ ସେ ୭ମ ସିଡ୍ ଏଲିନା…
ଭର୍ଷ୍ଟାପେନ୍ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଟାଇଟଲ
ମେଲବୋର୍ନ, ୩ା୪(ପି.ଟି.): ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କ କ୍ୟାରିୟରରେ ପ୍ରଥମଥର ଅଷ୍ଟ୍ରେଲିଆନ୍ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିବାରେ ସଫଳ ହୋଇଛନ୍ତି। ୨୦୧୧ ପରେ ରେଡ୍ବୁଲ୍ ଟିମ୍ର ମଧ୍ୟ ଏହା ପ୍ରଥମ ସଫଳତା। ରବିବାର ସ୍ଥାନୀୟ ଆଲବର୍ଟ ପାର୍କଠାରେ…
‘ଆସ୍କ ଫର୍ ଏ ସିକ୍ସ’
ନୂଆଦିଲ୍ଲୀ,୩ା୪(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ସଲିମ୍ ଦୁରାନୀଙ୍କ ବିଷୟରେ କହିଛନ୍ତି ଯେ ଯଦି ଦୁରାନୀଙ୍କ ଆତ୍ମଜୀବନୀ ଲେଖାଯାଏ ତେବେ ଏହାର ନାଁ ‘ଆସ୍କ ଫର ଏ ସିକ୍ସ’ ରଖାଯିବ। ୬୦ ଓ ୭୦ ଦଶକରେ ଦିନିକିଆ କ୍ରିକେଟ ନ ଥିଲେ…
କ୍ରିକେଟର ଅଘୋଷିତ ରାଜକୁମାର ସଲିମ୍ ଦୁରାନୀ
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକ। ୮୮ ବର୍ଷ ବୟସରେ ରବିବାର ସଲିମ୍ ପ୍ରାଣ ହରାଇଛନ୍ତି। ୬୦ ଦଶକର ଏହି ଲୋକପ୍ରିୟ କ୍ରିକେଟର ଜଣଙ୍କ ନିଜ ଆକ୍ରମଣାତ୍ମକ କ୍ରିକେଟ ଖେଳ ଏବଂ ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବେଶ୍…
ସଲିମ୍ ଦୁରାନୀ ଏକ ଅନୁଷ୍ଠାନ: ମୋଦି
ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍ ଦୁରାନୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁରାନୀଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିବା ସହ ନିଜ ମଧ୍ୟରେ ଏକ ଅନୁଷ୍ଠାନ ବୋଲି କହିଥିଲେ। କ୍ରିକେଟ୍ରେ ଭାରତର ଉନ୍ନତିରେ ଦୁରାନୀଙ୍କ…
ମାର୍ଚ୍ଚରେ ବେରୋଜଗାର ହାର ୭.୮ %
ନୂଆଦିଲ୍ଲୀ,୩।୪: ବିଗତ କିଛି ମାସ ହେବ ଦେଶର ବେରୋଜଗାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସର ବେରୋଜଗାର ହାର ଗତ ୩ ମାସ ଅପେକ୍ଷା ସର୍ବାଧିକ ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି…
ଆତ୍ମସମର୍ପଣ କରିବେ ଟ୍ରମ୍ପ, ବନ୍ଦ ରହିବ ରାସ୍ତା
ନ୍ୟୁୟର୍କ,୩ା୪: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ…
ଆମେରିକାରେ ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି
ଓ୍ବାଶିଂଟନ,୩ା୪: ଆମେରିକାର ଦକ୍ଷିଣ ଏବଂ ମଧ୍ୟପଶ୍ଚିମ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଟେନେସି କଣ୍ଟିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଓ୍ବିନେ ଏବଂ ଆର୍କାନ୍ସରେ ୪ ଜଣ, ସୁଲିଭାନ ଏବଂ ଇଣ୍ଡିୟାନାରେ ୩ ଜଣ ଏବଂ ଇଲିନୋଏଜରେ…
୨୬ ଅଭିଯୁକ୍ତ ଗୁଜରାଟ କୋର୍ଟରେ ନିର୍ଦ୍ଦୋଷ
ଗୋଧ୍ରା, ୩ା୪ : ଗୁଜରାଟରେ ୨୦୦୨ ଦଙ୍ଗା ବେଳେ କାଲୋଲରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ଓ ଗଣବଳାତ୍କାର କରାଯାଇଥିଲା। ମାମଲାର ୨୦ ବର୍ଷ ପରେ ତଥ୍ୟ ପ୍ରମାଣ ଅଭାବରୁ ଗୁଜରାଟର ଏକ ଅଦାଲତ ସମସ୍ତ ୨୬ ଅଭିଯୁକ୍ତଙ୍କୁ…
Archives


