ଓଡ଼ିଶାରେ ବଢ଼ିଛି ବାଲ୍ୟବିବାହ
ନୂଆଦିଲ୍ଲୀ, ୪ା୪: ମହିଳା ସଶକ୍ତୀକରଣ ଲାଗି ‘ବେଟି ବଚାଓ-ବେଟି ପଢ଼ାଓ’ ଏବଂ ଅନ୍ୟାନ୍ୟ ଯୋଜନା ସତ୍ତ୍ୱେ ବାଲ୍ୟ ବିବାହ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଏବେ ବି ସାମାଜିକ ବ୍ୟାଧି ଭାବେ ରହିଆସିଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ…
ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ
ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍ସିଇଆର୍ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍ସିଇଆର୍ଟିକୁ ଅନୁସରଣ କରୁଥିବା ସିବିଏସ୍ଇ ସମେତ ଉତ୍ତରପ୍ରଦେଶ…
ଆଇପିଏଲ୍-୨୦୨୩: ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍କୁ ୧୨ ରନ୍ରେ ପରାସ୍ତ କଲା ସିଏସକେ
ଚେନ୍ନାଇ, ୩।୪- ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୧୨ ରନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍କୁ ପରାସ୍ତ କରିଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୨୦ ଓଭରରେ…
ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍ଙ୍କ ଦ୍ରୁତ ଅର୍ଦ୍ଧଶତକ
ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ ଅନୁଷ୍ଠିତ ହୋଇଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ…
ଟ୍ରେନ୍ ଅଗ୍ନିକାଣ୍ଡରେ ପୋଲିସ ଜାରି କଲା ଅଭିଯୁକ୍ତଙ୍କ ସ୍କେଚ୍: ଏସ୍ଆଇଟି ଗଠନ
କୋଝିକୋଡ୍, ୩ା୪: କେରଳର କୋଝିକୋଡ୍ ଜିଲାରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଯାତ୍ରୀଙ୍କୁ ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲେ। ରବିବାର ରାତି ୯ଟା ୪୫ରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଯାତ୍ରୀ…
ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା…
କୋଭିଡ-୧୯: ପୁଣିଥରେ ବିଶ୍ୱର ଟପ ୫ ସଂକ୍ରମିତ ଦେଶ ତାଲିକାରେ ସାମିଲ ହେଲା ଭାରତ
ନୂଆଦିଲ୍ଲୀ,୩।୪: ପୁଣିଥରେ ୨୦୨୦ ମସିହା ପରି ଡରାଇଲାଣି କରୋନା। ଭାରତ ପୁଣିଥରେ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯାଇଛି ଯେଉଁସବୁ ଦେଇ ସଂକ୍ରମିତ ମାମଲାରେ ଆଗରେ ରହିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ…
ପୃଥିବୀର ଲୋକପ୍ରିୟ ନେତା ମୋଦି, ବାଇଡେନ-ସୁନକଙ୍କୁ ପଛରେ ପକାଇଲେ…
ନୂଆଦିଲ୍ଲୀ,୩।୪ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ମୂଳ ଭାରତୀୟ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପୃଥିବୀର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ଏହି ସର୍ବଶେଷ…
ଗଣତନ୍ତ୍ର-ନ୍ୟାୟ ମାର୍ଗରେ ବଡ ପ୍ରତିବନ୍ଧକ ଦୁର୍ନୀତି: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସିବିଆଇ ନ୍ୟାୟର ବ୍ରାଣ୍ଡ ଭାବରେ ଲୋକଙ୍କ ସ୍ବରରେ ଅଛି। ସିବିଆଇ ୬୦ ବର୍ଷର…
ହାଓ୍ବଡ଼ା ହିଂସା ନେଇ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ…
କୋଲକାତା,୩।୪ : ସୋମବାର କଲିକତା ହାଇକୋର୍ଟ ହାୱଡା ହିଂସା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ହାଓ୍ବଡା ହିଂସା ମାମଲାର ତଦନ୍ତ କରିବାକୁ ଏନଆଇଏ ଦାବି କରି ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ…
ସୁରକ୍ଷାକର୍ମୀଙ୍କୁ ସଫଳତା: ପୁରସ୍କାର ଘୋଷିତ ୫ ମାଓବାଦୀଙ୍କୁ ଏନକାଉଣ୍ଟର…
ଚତରା,୩।୪ : ଝାଡଖଣ୍ଡର ଚତରା ଜିଲାରେ ସୋମବାର ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବାବେଳେ ତିନିଜଣଙ୍କ ଉପରେ ପ୍ରତ୍ୟେକ ପାଞ୍ଚ ଲକ୍ଷ…
ବିଦେଶରେ ଥିବା ଗୁଣ୍ଡାଙ୍କ ପାଇଁ କଠୋର ହେଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ…
ନୂଆଦିଲ୍ଲୀ,୩।୪ : କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଦ୍ୱାରା ଅନେକ ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ ମାମଲାର ଅନୁସନ୍ଧାନ ପରେ ୨୮ଗ୍ୟାଙ୍ଗଷ୍ଟରଙ୍କ ନାମ ଏବଂ ସେମାନଙ୍କ ବିରୋଧରେ ଥିବା ମାମଲାର ତାଲିକା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଏହି ଗ୍ୟାଙ୍ଗଷ୍ଟରମାନଙ୍କର ପଞ୍ଜାବ, ଉତ୍ତରପ୍ରଦେଶ,…
Archives


