Home Middle

ନାଥୁଲାରେ ହିମସ୍ଖଳନ: ୬ ପର୍ଯ୍ୟଟକ ମୃତ, ୮୦ରୁ ଅଧିକ ରହିଛନ୍ତି ଅଟକି…

ଗାଙ୍ଗଟକ,୪।୪ : ମଙ୍ଗଳବାର ସିକ୍କିମର ନାଥୁଲା ଅଞ୍ଚଳରେ ହୋଇଥିବା ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଏଥି ସହିତ ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା…

ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..

ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍‌ପି ତଥା ଡୋମୋକ୍ରାଟିକ୍‌ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପିଏମ ମୋଦିଙ୍କୁ ଉଦାରବାଦୀ ବୋଲି କହିଛନ୍ତି। ଏଥି ସହିତ ସେ କଂଗ୍ରେସର ଜି-୨୩ ନେତା…

ଲଣ୍ଡନ ବିଶ୍ୱ ବିଦ୍ୟାଳୟରେ ଚାଲିଛି ଭାରତ ବିରୋଧୀ ଅଭିଯାନ: ଭାରତୀୟ ଛାତ୍ରଙ୍କ ଅଭିଯୋଗ…

ଲଣ୍ଡନ,୪।୪ : ଜଣେ ଭାରତୀୟ ଛାତ୍ର ଦାବି କରିଛନ୍ତି ଯେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଛାତ୍ର ସଂଗଠନ ନିର୍ବାଚନରୁ ଅଯୋଗ୍ୟ ହୋଇଛନ୍ତି। କାରଣ ସେ ଜଣେ ଭାରତୀୟ ଏବଂ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କୁ ବଦନାମ କରିବା ପାଇଁ…

ଏନସିଇଆରଟି ଭେଦଭାବ କରେନାହିଁ, ସମସ୍ତ ସିଲାବସ୍‌ ଆମେ କମ୍‌ କରିଛୁ: ନିର୍ଦ୍ଦେଶକ…

ନୂଆଦିଲ୍ଲୀ,୪।୪ : ଏନସିଇଆରଟି ସିଲାବସ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ନ୍ୟୁଜ ଏଜେନ୍ସି ସହିତ ସାକ୍ଷାତକାରରେ ଏନସିିଇଆରଟି ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ କହିଛନ୍ତି, ଆମେ ସିଲାବସରେ ଏହି ପରିବର୍ତ୍ତନ କରିଛୁ। ଗତ ବର୍ଷ ଆମେ ଏକ ବିଶେଷଜ୍ଞ କମିଟି…

କରୋନା ହାର୍ଟ ଆଟାକ ମଧ୍ୟରେ ଅଛି କି ସମ୍ପର୍କ: ୨-୩ ମାସରେ ଆସିବ ରିପୋର୍ଟ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ …

ନୂଆଦିଲ୍ଲୀ,୪।୪ : କୋଭିଡ ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ଅଛି କି? କରୋନା ଅବଧି ପରେ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏହି ପ୍ରଶ୍ନର ଉତ୍ତର ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନ୍ୟୁଜ ଏଜେନ୍ସି ସହ ସାକ୍ଷାତକାର…

ନ୍ୟାୟପାଳିକା ଉପରେ ଶେହବାଜ ସରିଫ ସରକାରଙ୍କ ପ୍ରହାର…

ଇସଲାମାବାଦ,୪।୪ : ଦୁଇ ପ୍ରଦେଶରେ ନିର୍ବାଚନ ତାରିଖ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଶେହବାଜ ସରିଫ ସରକାର ସୁପ୍ରିମକୋର୍ଟ ଉପରେ ପ୍ରହାର କରିଛନ୍ତି। ସରିଫ ସରକାର ଏବଂ ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଗତ କିଛି ସପ୍ତାହ…

ଦିଲ୍ଲୀରେ ଡିସି-ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଡିସି ଅଧିନାୟକ ଡେଭିଡ ଓ୍ବାର୍ନର ଏବଂ ଜିଟିି ଅଧିନାୟକ…

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌: ୨୨ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…

ଅରୁଣାଚଳର ୧୧ ସ୍ଥାନର ନୂଆ ନାମ ଦେଲା ଚାଇନା, ରାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୪: ଅରୁଣାଚଳ ପ୍ରଦେଶରେ ନିଜର ଉପସ୍ଥିତି ଜାହିର କରିବାକୁ ସମୟ ସମୟରେ ଚାଇନା ତା’ର ପୁରୁଣା ଚେଷ୍ଟା ଦେଖାଇ ଆସୁଛି। ପୁଣିଥରେ ଚାଇନା ଅରୁଣାଚଳ ସହ ଜଡିତ ସ୍ଥାନର ନାମକୁ ତା’ର ନକ୍ସାରେ ବଦଳାଇ ଦେଇଛି। ଏହାକୁ ନେଇ ଏବେ ବୈଦେଶିକ…

‘କେବଳ ନରେନ୍ଦ୍ର ମୋଦି କରିପାରିବେ ମାନହାନୀ ମୋକଦ୍ଦମା’: ସୁରଟ କୋର୍ଟରେ ରାହୁଲଙ୍କ ଯୁକ୍ତି

ସୁରଟ,୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ତାଙ୍କୁ ହୋଇଥିବା ସଜା ଉପରେ ଚ୍ୟାଲେଞ୍ଜ କରି କହିଛନ୍ତି, କେବଳ ନରେନ୍ଦ୍ର ମୋଦି ହିଁ ତାଙ୍କ ବିରୋଧରେ ମାମଲା କରିପାରିବେ। କଂଗ୍ରେସ ନେତା ଅପରାଧିକା ମାନହାନି ମାମଲାରେ ତାଙ୍କର ସଜାକୁ ଚ୍ୟାଲେଞ୍ଜ…

ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା

ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ…

ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri