Home Middle

କରୋନା ସ୍ଥିତି ସଙ୍କଟ ଜନକ : ୮ ହଜାର ମୁହାଁ ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କଲେ ସାମରିକ ଶାସକ: ୧୦୦ରୁ ଅଧିକ ମୃତ, ଚିନ୍ତା ପ୍ରକଟ କଲା ଜାତିସଂଘ…

ନାପିଦ୍ୱ,୧୨।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକ ଲୋକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଏଥିରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।…

ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଫାୟରିଂ, ୪ ଯବାନ ମୃତ, ସେନା କହିଲା ନୁହେଁ ଆତଙ୍କବାଦୀ ଘଟଣା

ଚଣ୍ଡିଗଡ଼,୧୨।୪: ପଞ୍ଜାବର ବଠିଣ୍ଡା ସ୍ଥିତ ଆର୍ମି ଏରିଆରେ ଫାୟରିଂ ହୋଇଛି। କ୍ୟାଣ୍ଟେନମେଣ୍ଟ ଏରିଆକୁ ସିଲ କରି ଦିଆଯାଇଛି। ଛାଓ୍ବନିରେ ଏହି ଘଟଣା ପରେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଣ୍ଟରେ ଫାୟରିଂ…

ମାନବିକ ସହାୟତା ପଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି…

ମସ୍କୋ,୧୨।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଅତିରିକ୍ତ ମାନବିକ ସହାୟତା ପଠାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅନୁରୋଧ ଏପରି ଏକ ସମୟରେ ଆସିଛି…

ସ୍ପାଏଓ୍ବେର କ୍ୱାଡ୍ରିମ୍‌ ଟାର୍ଗେଟରେ ରାଜନେତା, ଖବରଦାତା

ଓ୍ବାଶିଂଟନ, ୧୨ା୪: ପେଗାସସ୍‌ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍‌ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟର କେତେଜଣ ରାଜନେତା, ଖବରଦାତା କ୍ୱାଡ୍ରିମ୍‌ ନାମକ ନୂଆ ସ୍ପାଏଓ୍ବେର ଟାର୍ଗେଟ୍‌ର ଶିକାର ହୋଇଛନ୍ତି।…

ଅନେକ ଦେଶର ଗୁପ୍ତ ତଥ୍ୟ ପ୍ରଘଟ

ଓ୍ବାଶିଂଟନ , ୧୨ା୪ : ଆମେରିକାର ସାମରିକ ଦସ୍ତାବିଜ୍‌ ଲିକ୍‌ ଯୋଗୁ କେବଳ ଏହି ଦେଶର ଗୁରୁତ୍ୱର୍ପୂ୍‌ଣ୍ଣ ତଥ୍ୟ ଲିକ୍‌ ହୋଇଛି ତାହା ନୁହେଁ, ଅନ୍ୟ ଦେଶଗୁଡ଼ିକ ସମ୍ପର୍କରେ ପେଣ୍ଟାଗନ୍‌ ସଂଗ୍ରହ କରିଥିବା ଗୋଇନ୍ଦା ତଥ୍ୟ ମଧ୍ୟ ସୋସିଆଲ ମିଡିଆକୁ ଚାଲିଯାଇଛି।…

ତେଜସ୍ବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ, ୧୨।୪: ଚାକିରି ପାଇଁ ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ୯ ଘଣ୍ଟା ଜେରା କରିଛି। ଜେରା ପରେ ଗଣମାଧ୍ୟମକୁ ତେଜସ୍ବୀ କହିଛନ୍ତି, ବିହାରରେ…

ବ୍ରିଟେନ୍‌ ସାଇବର-ସ୍ପାଇଂ ଏଜେନ୍ସି ମୁଖ୍ୟ ଆନେ କିଷ୍ଟ-ବଟଲର

ଲଣ୍ଡନ, ୧୨।୪: ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍‌କ୍ୱାର୍ଟର୍ସ (ଜିସିଏଚ୍‌କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଆନେ ବ୍ରିଟେନ୍‌ର ଡୋମେଷ୍ଟିକ୍‌ ଇଣ୍ଟେଲିଜେନ୍ସ ସର୍ଭିସ୍‌ ଏମ୍‌୧୫ର ଉପ-ସଧାରଣ ସମ୍ପାଦକ ଭାବେ…

ସିସିଟିଭି ସଂଯୋଗ ନେଇ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୨ା୪ : କୋର୍ଟ ପରିସରରେ ସିସିଟିଭି ଲଗାଇବା କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଆମିକସ୍‌ କ୍ୟୁରି ସିଦ୍ଧାର୍ଥ ଲୁଥ୍ରାଙ୍କ ନିକଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସମେତ ସମସ୍ତ ଉଚ୍ଚ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର…

ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ

ଓ୍ବାଶିଂଟନ୍‌, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ ଏଣିକି ଶୀତ ଋତୁରେ ମଧ୍ୟ ମଶା ପୂର୍ବ ପ୍ରକାରେ ସକ୍ରିୟ ରହିବେ। ସ୍ତନ୍ୟପାୟୀ ଏବଂ…

ମୌସୁମୀ ଅଧିବେଶନରେ ଆସିବ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌

ନୂଆଦିଲ୍ଲୀ, ୧୨ା୪ : ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌ ପ୍ରସ୍ତୁତ ହୋଇଛି ଏବଂ ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ହ୍ବାଟ୍ସଆପ୍‌…

ମସ୍କଙ୍କ ବିରୋଧରେ ମକଦ୍ଦମା କଲେ ପରାଗ

ସାନ୍‌ଫ୍ରାନ୍ସିସ୍କୋ, ୧୨।୪: ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। କମ୍ପାନୀ ପୂର୍ବ ଚୁକ୍ତି ଅନୁସାରେ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri