୩୦୦ ମିଟର ଗଭୀର ଖାଲକୁ ଖସିଲା ବସ: ୧୩ ମୃତ,୨୯ରୁ ଅଧିକ ଆହତ…
ମୁମ୍ବାଇ,୧୫।୪ : ଶନିବାର ସକାଳେ ମହାରାଷ୍ଟ୍ରର ରାୟଗଢରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଖାପୋଲି ଅଞ୍ଚଳରେ ଏକ ବସ ରାସ୍ତାରୁ ନିୟନ୍ତ୍ରଣ ହରାଇ ୩୦୦ ମିଟର ଗଭୀର ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…
ଓଡ଼ିଆରେ ପରୀକ୍ଷା ଦେବେ ସିଏପିଏଫ୍ କନଷ୍ଟେବଳ ପ୍ରାର୍ଥୀ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫ୍ କନଷ୍ଟେବଳ ପାଇଁ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ଓଡ଼ିଆ ସ୍ଥାନ ପାଇଛି। ଏହି ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ, ହିନ୍ଦୀ,…
କେଜ୍ରିଓ୍ବାଲ୍ଙ୍କୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ କିରେନ୍ ରିଜିଜୁ
ନୂଆଦିଲ୍ଲୀ, ୧୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ସମନ ଜାରି କରିଛି। ଭାଜପା କେଜ୍ରିଓ୍ବାଲଙ୍କୁ ଗିରଫ କରିବାର ଷଡ଼ଯନ୍ତ୍ର କରୁଛି ବୋଲି ଆମ୍ ଆଦ୍ମୀ ପାର୍ଟି କହିଛି।…
ଡିସି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ…
ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।…
ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…
ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫ ରେ ସ୍ପେସ ଏକ୍ସର ଏକ କାର୍ଗୋ ମହାକାଶଯାନ ସିଆରଏସ-୨୭ ମାଧ୍ୟମରେ ପୃଥିବୀକୁ ଫେରିବ। ଏହି…
ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକଙ୍କ ମନ୍ତବ୍ୟ: ଭାଜପାକୁ ଘେରିଲା କଂଗ୍ରେସ:…
ନୂଆଦିଲ୍ଲୀ,୧୫।୪ : ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକ ତାଙ୍କର ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦ ୱାୟାରର ବରିଷ୍ଠ ଖବରଦାତା କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା…
ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଉପରେ ଆକ୍ରମଣ: ମୋଦି କଲେ ନିନ୍ଦା…
ଟୋକିଓ,୧୫।୪ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ଆକ୍ରମଣ କରାଯାଇଛି। ପଶ୍ଚିମ ଜାପାନର ବନ୍ଦର ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପହଞ୍ଚିବା ପରେ ଏହି ଆକ୍ରମଣ ହୋଇଥିଲା। କୁହାଯାଉଛି ଯେ ଯେତେବେଳେ ସେ ୱାକାୟାମାରେ ଯାତ୍ରା କରୁଥିଲେ, ସେଠାରେ…
ପୁଣି ବଢ଼ିବ ପେଟ୍ରୋଲ ଦର
ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦-୧୪ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି। ଏନେଇ…
କର୍ନାଟକ ନିର୍ବାଚନ: ତୃତୀୟ ତାଲିକାରେ କଂଗ୍ରେସ ଜାରି କଲା ୪୩ ପ୍ରାର୍ଥୀଙ୍କ ନାମ
ବେଙ୍ଗାଲୁରୁ,୧୫।୪-କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ୪୩ ପ୍ରାର୍ଥୀଙ୍କ ତୃତୀୟ ତାଲିକା କଂଗ୍ରେସ ଜାରି କରିଛି। କିଛିଦିନ ପୂର୍ବରୁ ଭାଜପା ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ଆଥାନି ଆସନରୁ ଟିକେଟ ପାଇଛନ୍ତି। କୋଥୁର ଜି ମଞ୍ଜୁନାଥଙ୍କୁ କୋଲାର…
ସୁଡାନରେ ଗୃହଯୁଦ୍ଧ: ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ…
ଖାର୍ତୁମ,୧୫।୪ : ପାରାମିଲିଟାରୀ ଫୋର୍ସ ଏବଂ ଦେଶର ସେନା ମଧ୍ୟରେ କିଛି ଦିନ ଧରି ତିକ୍ତତା ପରେ ସୁଦାନର ରାଜଧାନୀ ଖାର୍ତୁମରେ ବନ୍ଧୁକ ଫୁଟିବା ଓ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସହରର ମଧ୍ୟଭାଗରେ ଥିବା ସେନା ମୁଖ୍ୟାଳୟ…
ନଦୀକୁ ଖସିଲା ଟ୍ରାକ୍ଟର, ୧୪ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା…
ଲକ୍ଷ୍ନୌ,୧୫।୪ : ଶନିବାର ଅପରାହ୍ନରେ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ଗର୍ରା ନଦୀରେ ଖସି ପଡିଛି। ଏଥିରେ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁର୍ଘଟଣା…
୨୧ ତମ ମ୍ୟାଚରେ ଏଲଏସଜି-ପିବିକେଏସ ମୁହାଁମୁହିଁ…
ଲକ୍ଷ୍ନୌ,୧୫।୪ : ଆଇପିଏଲ ସିରିଜ ୧୬ର ୨୧ତମ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଛି। ପିବିକେଏସ ପ୍ଲେଇଙ୍ଗ ୧୧ରେ ପ୍ରଭାସୀମନ ସିଂ, ଶିଖର ଧାୱନ (କ୍ୟାପଟେନ), ମାଥ୍ୟୁ…
Archives


