Home Middle

କିଛି ଘଣ୍ଟାରେ ୨ ଥର ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୩ା୪: ଇଣ୍ଡୋନେସିଆରେ ରବିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଇଣ୍ଡୋନେସିଆରେ ଲଗାତର ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଯଥାକ୍ରମେ ୬.୧ ଏବଂ ୫.୮ ଥିଲା। ୟୁଏମ୍‌ଏସ୍‌ସି…

ସୁଦାନରୁ ସୁରକ୍ଷିତ ଫେରିଲେ ଆମେରିକା ଦୂତାବାସ ଅଧିକାରୀ, ଭାରତ ସମେତ ଅନ୍ୟ ଦେଶର ୯୧ ନାଗରିକ ସାମିଲ…

ଖାର୍ତୁମ,୨୩।୪ : ଗତ କିଛି ଦିନ ହେବ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଦେଶରେ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୧୮୦ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସୁଦାନର ରାପିଡ ସପୋର୍ଟ ଫୋର୍ସ…

୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…

ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାରଥିଲେ। ପୋଲିସ…

ଆଜି ପବିତ୍ର ଅକ୍ଷୟ ତୃତୀୟା: ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରାଯାଏ । ବିଶ୍ୱାସ…

ସଂରକ୍ଷଣ ଦାବିରେ ବିକ୍ଷୋଭ

ଭରତପୁର,୨୩।୪: ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଲଗା ୧୨ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ମାଲି ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନର ଭରତପୁରଠାରେ ସେମାନେ ଜୟପୁର-ଆଗ୍ରା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଗୁଜବ ପ୍ରଚାର ଆଶଙ୍କାରେ…

ପଞ୍ଜାବର ଦମ୍‌ଦାର ବିଜୟ

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ ୧୩ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ପଞ୍ଜାବ ୮ ପଏଣ୍ଟ ପାଇ ଟେବୁଲର ପଞ୍ଚମସ୍ଥାନକୁ ଉନ୍ନିତ ହୋଇଛି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା…

ମୁମ୍ବାଇ ଆଗରେ ୨୧୫ ରନ୍‌ର ବିଜୟ ଟାର୍ଗେଟ୍‌

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮…

ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି…

ରାହୁଲ ବାସଭବନ ଛାଡ଼ିବା ସମୟରେ କାନ୍ଦିଲେ ପ୍ରିୟଙ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍‌ ଲେନରେ ଥିବା ସରକାରୀ ବାସଭବନ ଶନିବାର ଛାଡ଼ି ଦେଇଛନ୍ତି। ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ମାଆ ସୋନିଆ ଗାନ୍ଧୀଙ୍କ…

ଗର୍ଭପାତ ଲାଗି ବ୍ୟବହୃତ ବିବାଦୀୟ ଔଷଧକୁ ବୈଧ କହିଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୨ା୪: ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ‘ମିଫେପ୍ରିଷ୍ଟୋନ’ ଔଷଧକୁ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ। କିଛିଦିନ ଧରି ଗର୍ଭପାତ ପାଇଁ ବ୍ୟବହୃତ…

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

କୋଲକାତା,୨୨ା୪: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଜଣେ ଆଦିବାସୀ ନବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଲିସରେ…

ଗୁଜରାଟର ଅବିଶ୍ୱସନୀୟ ବିଜୟ

ଲକ୍ଷ୍ନୌ,୨୨।୪: ଭରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ଲୋସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଅବିଶ୍ୱସନୀୟ ବିଜୟ ଲାଭ କରିଛି। ଦଳର ମୋହିତ ଶର୍ମାଙ୍କ ଶେଷ ଓଭରରେ ଲକ୍ଷ୍ନୌକୁ ୧୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri